ସରକାର ଙ୍କର ବଡ ଘୋଷଣା ! ମାତ୍ର ୪୨ ଟଙ୍କାରେ ଆଜୀବନ ପେନସନ, ଆଜି ହିଁ ଏହି ସୁବିଧାର ଲାଭ ଉଠାନ୍ତୁ….

ବେସରକାରୀ ଚାକିରିଆ କୁ ମିଳିବ ପେନସନ। ୪୨ ଟଙ୍କା ଖର୍ଚ୍ଚ କରି ଆଜୀବନ ଭତ୍ତା ପାଆନ୍ତୁ । କେମିତି ଜୀବନ ରହିବ ସୁରକ୍ଷିତ ଏନେଇ ଦେଶର ସବୁ ନାଗରିକ ଙ୍କ ଚିନ୍ତା । ପ୍ରଥମତଃ ବୟସ ଅଛି ଦେଶ ରେ ଶକ୍ତି ଅଛି ଏ ସମୟ ରେ ଆପଣ କେମିତି କଣ କରି ନିଜର ଗୁଜୁରାଣ ମେଣ୍ଟାଇ ଦେବେ ।

ହେଲେ ଥରେ ଚିନ୍ତା କରନ୍ତୁ ଯେତେବେଳେ ଆପଣଙ୍କ ବୟସ ଅପରାହ୍ନ ରେ ପହଞ୍ଚି ଯିବ , ଶରୀର ରୁ ଶ୍ରମ କରିବା ଶକ୍ତି କ୍ଷମତା ରହିବ ନାହିଁ ସେତେବେଳେ ଆପଣ କଣ କରିବେ।

କେମିତି ନିଜର ଦୈନିକ ଆବଶ୍ୟକତା ପୂରଣ କରିବେ । ଗୋଟିଏ ପକ୍ଷରେ ଯେଉଁ ମାନେ ସରକାର ଚାକିରି କରି ଅଛନ୍ତି ସେମାନଙ୍କୁ ତ ସରକାର ପେନେଶନ ଯୋଗାଇ ଦେବେ ହେଲେ ଯେଉଁ ମାନଙ୍କ ପାଖରେ ଚାକିରି ନାହିଁ ସେମାନେ କଣ କରିବେ। ସେଥି ପାଇଁ ସରକାର ଅଟଳ ପେନେସନ୍ ନାମ ରେ ଏକ ଯୋଜନା ଆରମ୍ଭ କରିଛନ୍ତି । ଯାହାର ମୁଖ୍ୟ ବ୍ୟବସ୍ଥା ହେଉଛି ବୃଦ୍ଧା ଅବସ୍ଥା ରେ ଆୟ କୁ ସୁରକ୍ଷିତ କରିବା । ଅର୍ଥାତ୍ ୬୦ ବର୍ଷ ହେବା ପରେ ହିତାଧିକାରୀ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ରାଶି ର ପେନସନ ସରକାର ଙ୍କ ପକ୍ଷରୁ ପ୍ରଦାନ କରିବା।

ଆପଣ ଚାହିଁଲେ ମାସକୁ ୪୨ ଟଙ୍କା ସଞ୍ଚୟ କରି ପେନସନ ପାଇ ପାରିବେ ଓ କେନ୍ଦ୍ର ସରକାର ଙ୍କ ଏହି ଅଟଳ ପେନଶନ ଯୋଜନା ରେ ସାମିଲ ହୋଇ ପାରିବେ । ତେବେ ଏହି ଯୋଜନା ଅନୁସାରେ ଯଦି ଆପଣ ମାସକୁ ୪୨ ଟଙ୍କା ଜମା କରିବେ ତେବେ ଆପଣ ଙ୍କୁ ଆପଣ ଙ୍କ ବୃଦ୍ଧା ଅବସ୍ଥା ରେ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ପାଇ ପାରିବେ ।

ଏହି କ୍ରମ ରେ ଯଦି ଆପଣ ମାସକୁ ୨୧୦ ଟଙ୍କା ଜମା କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣ ଙ୍କୁ ପ୍ରତି ମାସ ରେ ପେନସନ ଆକାର ରେ ୫୦୦୦ ଟଙ୍କା କେନ୍ଦ୍ର ସରକାର ଙ୍କ ଠାରୁ ମିଳିବ। ତେବେ ଏହି ଯୋଜନା ରେ ସାମିଲ ହେଲେ ହିତାଧିକାରୀ ମାନଙ୍କୁ ନିଜର କୌଣସି ଏକ ବ୍ୟାଙ୍କ ରେ ନିଜର ଆକାଉଣ୍ଟ୍ ଥିବା ଦରକାର ।

ଏହି ଯୋଜନା ରେ ଏକ ଫାଇଦା ହେଉଚି ଯଦି ବିମା ଧାରି ଙ୍କ ର କୌଣସି ପ୍ରକାର ର ମୃତ୍ୟୁ ହୋଇ ଜାଏ ତେବେ ଏହି ପ୍ରନେଶନ ରାଶି ହିତାଧିକାରୀ ମାନଙ୍କ ପତ୍ନୀ କୁ ମିଳିବ । ଏହି ପରି ଭାବେ ଯଦି ଦୁଇ ଜଣଙ୍କ ର ମୃତ୍ୟୁ ହୋଇଯାଏ ତେବେ ଏହି ପେନସନ ରାଶି ତାଙ୍କ ପରିବାର ସଦସ୍ୟ ମାନଙ୍କୁ ମିଳିବ । ଏହି ଯୋଜନା ରେ ଅନେକ ଫାଇଦା ରହି ଅଛି। ସରକାର ଙ୍କ ଏହି ଯୋଜନା ରେ ବିନା ସରକାରୀ ଚାକିରୀ କରୁଥିବା ଲୋକ ମାନଙ୍କୁ ବୃଦ୍ଧ ବୟସ ରେ ପେନସନ ମିଳିବ ।

ଏହି ଯୋଜନା ଦ୍ବାରା ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ ଓ ବୃଦ୍ଧା ଅବସ୍ଥା ରେ କୌଣସି ସମସ୍ୟା ରହିବ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।