Ajira Anuchinta – ସ୍ତ୍ରୀ ର ଏହି ଛୋଟିଆ ଭୁଲ ପାଇଁ ସ୍ୱାମୀ ଦରିଦ୍ର ହୋଇଥାଏ

ଆମ ସମାଜରେ ପୁରୁଷ ଏବଂ ନାରୀ ହେଉଛନ୍ତି ଦୁଇଟି ଅଙ୍ଗ କିନ୍ତୁ ଏମାନଙ୍କୁ ମଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ l କାରଣ ପୁରୁଷ କିମ୍ବା ନାରୀ ବିନା ଏ ସଂସାର ର କଳ୍ପନା କରିବା ଅସମ୍ଭବ l ଏହି ପୁରୁଷ ନାରୀ ମାନେ ନିଜର ପବିତ୍ର ମିଳନ ଦ୍ୱାରା ହିଁ ଏ ସଂସାର କୁ ଆଗେଇ ନେଇ ଥାନ୍ତି l

ଆମ ସଂସ୍କୃତି ଏବଂ ଆମର ସମାଜ ସମ୍ପୂର୍ଣ ରୂପେ ଶାସ୍ତ୍ର ପୁରାଣ ଆଧାରିତ ଅଟେ l ତେଣୁ ସମ୍ପୂର୍ଣ ମାନବ ଜାତି ଏହାର ଅନୁସରଣ କରିବା ଉଚିତ l

ଆମ ସମାଜରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଅନୁସାରେ ନିଜର ଜୀବନ ଜାପନ ମଧ୍ୟ କରିଥାନ୍ତି l କିନ୍ତୁ ସମସ୍ତ ବ୍ୟକ୍ତି ନିଜର ପରିବାର ର ସୁଖ ପ୍ରତି ଧ୍ୟାନ ଦେବା ଉଚିତ l କଣ କଲେ ଆମର ଜୀବନ ରେ ଦୁଃଖ କିମ୍ବା ଅଭାବ ରହିବ ନାହିଁ l ବିଶେଷ କରି ଘରର ସୁଖ ଶାନ୍ତି ର ଆଧାର ରୂପେ ଘରର ମହିଳା ଙ୍କୁ ମନା ଯାଏ କାରଣ ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି ଆମର ହିନ୍ଦୁ ଧର୍ମ ରେ ମାନା ଯାଏ l

କିନ୍ତୁ ଏହି ମହିଳା ମାନେ ଯଥା ସ୍ତ୍ରୀ ମାନେ ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କଲେ ସ୍ୱାମୀ ଧୀରେ ଧୀରେ ଦରିଦ୍ର ହେବା ସହିତ ସ୍ୱlମୀ କାଙ୍ଗାଳ ହୋଇଯାଇ ଥାନ୍ତି l ଆମର ଜ୍ୟୋତିଷ ଶାସ୍ତ୍ର ରେ କୁହl ଯାଇଛି ଯେ ସ୍ୱାମୀ ଦରିଦ୍ର କିମ୍ବା ଧନୀ ହୋଇ ଥାଏ ତାଙ୍କର ପତ୍ନୀ ଙ୍କର ଆଚରଣ ଉପରେ ନିର୍ଭର କରେ l କାରଣ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ପୂର୍ବ ଜନ୍ମରୁ ହିଁ ଆରମ୍ଭ ହୋଇ ଥାଏ l ତେବେ ଚାଲନ୍ତୁ ଜାଣିବା କଣ ସବୁ ଜିନିଷ ପିନ୍ଧିଲେ ସ୍ୱାମୀ ହୋଇ ଯାଆନ୍ତି ଦରିଦ୍ର l

1-ସ୍ତ୍ରୀ ମାନେ ଅଧିକ ସଜେଇ ହୋଇ ଥାନ୍ତି ଗହଣା ଅଧିକ ସୁନାରେ ତିଆରି ଜିନିଷ କୁ ବ୍ୟବହାର କରନ୍ତି l କିନ୍ତୁ ଏମିତି କିଛି ସୁନାର ତିଆରି ଗହଣା ଅଛି ଯାହାକୁ ନାରୀ ମାନେ ପିନ୍ଧିବା ଦ୍ୱାରା ସ୍ୱାମୀ ଉପରେ ଖରାପ ପ୍ରଭାବ ପକେଇ ଥାଏ ଯାହା ଦ୍ୱାରା ସ୍ୱାମୀ ହୋଇ ଯାଆନ୍ତି କାଙ୍ଗାଳ l ତାହା ହେଉଛି ସୁନାରେ ତିଆରି ପାଉଁଜି ଆଉ ଝୁଣ୍ଟିଆ l ଏହି ଧାତୁରେ ତିଆରି କେବେ ବି ପିନ୍ଧନ୍ତୁ ନାହିଁ l

2-ଆଜି କଳି ଆଧୁନିକ ମହିଳା ମାନେ ବିଭିନ୍ନ ରଙ୍ଗ ର ବସ୍ତ୍ର ପିନ୍ଧି ଥାନ୍ତି ଏହା ଭିତରୁ ଧଳା ରଙ୍ଗରେ ତିଆରି ବସ୍ତ୍ର ପରିଧାନ କରନ୍ତି ଯାହାକି ସଧବା ନାରୀ ପିନ୍ଧିବl ଆମ ଶାସ୍ତ୍ର ରେ ମନା l ଯେଉଁ ମାନେ ପିନ୍ଧନ୍ତି ସେମାନେ ନିଜର ସ୍ୱାମୀକୁ ବଂଚି ଥାଉ ମାରି ଦେବାର କାରଣ ହୁଅନ୍ତି l

3-ଶେଷରେ ହେଉଛି ଟିକିଲି ଯାହାକୁ ସଧବା ନାରୀ ମାନେ କେବେବି ପିନ୍ଧନ୍ତୁ ନାହିଁ ନହେଲର ଆପଣଙ୍କ ସ୍ୱାମୀ ଦରିଦ୍ର ହେବାର କାରଣ ହେବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।