Breking News – ଆଜି ପୁଣି ଫିଲ୍ମ ଜଗତକୁ ଆସିଲା ବଡ ଦୁଖଦଃ ଖବର । ଭାରତର ସୁପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲେ ଟୁଇଟ…..

ବଙ୍ଗାଳୀ ସିନେମା ର କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟର୍ଯ୍ୟ ଙ୍କ ର ପରଲୋକ । 85 ବର୍ଷ ବୟସ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି। କରନା ରେ ଆକ୍ରାନ୍ତ ଥିବା ରୁ ଗତ ମାସ 6 ତାରିଖ ରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲ୍ ରେ ଭର୍ତି କରା ଯାଇ ଥିଲା। ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ରୁ ତାଙ୍କ ଚିକିତ୍ସା ଜାରି ରହିଥିଲା ।

ଦଶ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ଵାସ୍ଥ୍ୟ ଉପରେ 24 ଘଣ୍ଟା ନଜର ରଖିଥିଲେ । ଏବଂ ତାଙ୍କୁ ପ୍ଲାଜମା ଥେରାପି ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି।

ପୂର୍ବରୁ ସୌମିତ୍ର ଙ୍କୁ କ୍ୟାନ୍ସର ଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ହସ୍ପିଟାଲ୍ ରେ ସ୍ବର୍ଗତ ସୌମିତ୍ର ଙ୍କ ପରିବାର ଙ୍କ ସହିତ ସାକ୍ଷାତ କରିଛନ୍ତି ।ସୌମିତ୍ର ଚାଟାର୍ଜୀ ହେଉଛନ୍ତି ବେଙ୍ଗଲୀ ସିନେମା ର ସୁପରଷ୍ଟାର । ଫିଲ୍ମ୍ ନିର୍ମାତା ସତ୍ୟଜିତ ରାୟ ଙ୍କ ସହିତ ଏକାଠି ମିଶି 14 ଟି ଫିଲ୍ମ୍ କରି ଥିଲେ ସୌମିତ୍ର ଚାଟାର୍ଜୀ । 1959 ରେ ଫିଲ୍ମ୍ ଅପୂର୍ ସଂସାର ରେ ସେ ଡେବ୍ୟୁ କରିଥିଲେ । ଚାରୁଲତା , ପଥର ପଞ୍ଚ୍ଚଲି , ଦେବୀ ଓ ତିନ କନ୍ୟା ପରି ସୁପର୍ ହିଟ୍ ଫିଲ୍ମ୍ ରେ ଜୀବନ୍ତ ଅଭିନୟ ର ଛାଟ ଛାଡ଼ି ଯାଇଛନ୍ତି ସୌମିତ୍ର ଚାଟାର୍ଜୀ ।

ଅନ୍ତର୍ଦ୍ଧାନ , ଦେଖା ଓ ପଦକ୍ଷେପ ଫିଲ୍ମ୍ ପାଇଁ ତିନୋଟି ଜାତୀୟ ପୁରସ୍କାର ମିଳିଛି। 2019 ଫିଲ୍ମ୍ ସାଞ୍ଜବତି ସୌମିତ୍ର ଙ୍କ ଅଭିନୀତ ଶେଷ ଫିଲ୍ମ୍ ଥିଲା । 2012 ରେ ଚଳଚ୍ଚିତ୍ର ଜଗତ ରେ ଶ୍ରେଷ୍ଠ ପୁରସ୍କାର ଦାଦଶାହେବ ଫାଲେକର ରେ ତାଙ୍କୁ ସମ୍ମାନିତ କରା ଯାଇଥିଲା। ଅଭିନୟ ପାଇଁ ସୌମିତ୍ର ଙ୍କୁ ପଦ୍ମଭୂଷଣ ଓ ସଙ୍ଗୀତ ନାଟକ ଏକାଡେମୀ ଟାଗୋର ରତ୍ନ ସମ୍ମାନ ମିଳିଛି । ତେବେ ସୌମିତ୍ର ଚାଟାର୍ଜୀ 85 ବୟସ ରେ ଦେହାନ୍ତ କରି ଅଛନ୍ତି। ତାଙ୍କ ପରଲୋକ ଖବର ରେ ସମସ୍ତ ବେଙ୍ଗଲୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ଦୁଃଖ ର ସାୟା ରେ ଭରି ରହିଛି।

ଅନେକ ଅଭିନେତା ମାନେ ଓ ତାଙ୍କ ର ପ୍ରଶଂସକ ମାନେ ତାଙ୍କୁ ସୋଡ଼ିଆଲ ମିଡ଼ିଆ ଜରିଆ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉ ଅଛନ୍ତି । ତେବେ ପୂର୍ବରୁ କିଛି ଅଲଗା ରୋଗ ଥିଲା ଓ ଏହା ପରେ ସେ ମରଣାତ୍ମକ କରନା ଭାଇରସ ରେ ସଂକ୍ରମିତ ହୋଇ ଥିଲେ । ତେବେ ଶେଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀ ଆଜି ସକାଳେ ତାଙ୍କ ପରିବାର ଲୋକ ମାନଙ୍କ ସହିତ ଭେଟି ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ତେବେ ତାଙ୍କର ପରଲୋକ କେବଳ ବଙ୍ଗାଳୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ପାଇଁ ସମସ୍ତ ଫିଲ୍ମ୍ ଇଣ୍ଡଷ୍ଟ୍ରି ପାଇଁ ଏକ ଝଟକା ସଦୃଶ ହୋଇଛି। ସୋସିଆଲ ମିଡ଼ିଆ ବା ଇଣ୍ଟର୍ନେଟ୍ ଜଗତ ରେ ତାଙ୍କ ର ବହୁତ୍ ଫ୍ୟାନ ଫାଲୋଇଙ୍ଗ ଥିଲେ ।

ତେବେ ବର୍ତ୍ତମାନ ତାଙ୍କ ର ଏହି ପରି ଆକସ୍ମିକ ମୃତୁ ସମ୍ପୂର୍ଣ ବଙ୍ଗାଳୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଦୁଃଖ ର ବାଦଲ ପରି ହୋଇ ରହିଛି । ତାଙ୍କ ର ପ୍ରଶଂସକ ମାନେ ତାଙ୍କ ଆତ୍ମା ର ଶାନ୍ତି ପାଇଁ ସୋସିଆଲ ମିଡ଼ିଆ ରେ ଶ୍ରଦ୍ଧାଞ୍ଜଳି ଜଣାଇ ଅଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।