Ramdev Health Tips – କେବଳ ୩ ଦିନରେ ଅର୍ଶ (Piles) କୁ ମୂଳରୁ ଶେଷ କରନ୍ତୁ, 100% ଗ୍ୟାରେଣ୍ଟି

ଭୁଲ୍ ଜୀବନଶୈଳୀ ଓ ଖାଦ୍ୟ ର ଅନିୟମିତତା ଯୋଗୁଁ ଆଜି କାଲି ଅନେକ ଲୋକ ପାଇଲ ବା ଅର୍ଶ ଭଳି ସମସ୍ୟା ସମ୍ମୁଖିନ ହୋଇ ଥାଆନ୍ତି । ତେବେ ଅର୍ଶ ହେବା ପାଇଁ ଅନେକ କାରଣ ହୋଇଥାଏ । ତେବେ ଅର୍ଶ ହେବା ଦ୍ବାରା ଆପଣ ଙ୍କ ମଳଦ୍ୱାର ରେ ଛୋଟ ଛୋଟ ମାଂସ ବଢ଼ି ଯାଇଥାଏ । ତାହା ଅଧିକ ହେଲେ ମଳଦ୍ୱାର ଦେଇ ରକ୍ତ ବାହାରି ଥାଏ ।

ସେଥିପାଇଁ ଆପଣ ଙ୍କୁ ବହୁତ୍ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ ଆଉ ଏହା ସହିତ ଅପରେସନ କିମ୍ବା ଦାମୀ ମେଡ଼ିସିନ୍ ଖାଇବାକୁ ପଡ଼ିଥାଏ ।

ତେବେ ଆଜି ଆମେ ଏକ ଘରୋଇ ଉପାୟ ବିଷୟ ରେ ଜାଣିବା ଯାହା ପ୍ରସ୍ତୁତ କରିବା ବହୁତ୍ ସହଜ ହୋଇ ଥାଏ ଓ ଏହା ବହୁ ପରୀକ୍ଷିତ ଉପଚାର ଅଟେ। ଏହାକୁ ଆପଣ ମାତ୍ର ତିନି ଦିନ କରିବା ଦ୍ଵାରା ଆପଣ ଙ୍କ ଅର୍ଶ ସବୁଦିନ ପାଇଁ ଭଲ ହୋଇଯିବ । ତେବେ ଯଦି ଆପଣ ଙ୍କ ବହୁ ପୁରୁଣା ଅର୍ଶ ଅଟେ ତେବେ ଆପଣ ଏହାକୁ ସାତ ଦିନ ସେବନ କରନ୍ତୁ । ତେବେ ଆସନ୍ତୁ ଜାଣିବା –

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ କ୍ଷୀର । ଆପଣ ଏଥିରେ ଥଣ୍ଡା କ୍ଷୀର ର ବ୍ୟବହାର କରି ପାରିବେ କିନ୍ତୁ ଆପଣ ଏଥିରେ ଅଳ୍ପ ଉଷୁମ କ୍ଷୀର ବ୍ୟବହାର କରିବେ ତେବେ ଏହା ଖୁବ୍ ଭଲ ହୋଇଥାଏ ।ତେବେ ଆପଣ ଙ୍କୁ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକ ଲେମ୍ବୁ ରସ ।

ଲେମ୍ବୁ ରସ କୁ ଆପଣ ଗୋଟିଏ ପାତ୍ର ରେ ଚିପୁଡ଼ି ରଖନ୍ତୁ ।ତେବେ ଲେମ୍ବୁ ରସ କ୍ଷୀର ରେ ମିଶାଇଲେ ଏହା ଛିଡି ଯାଇଥାଏ ଆଉ ସେହି କ୍ଷୀର ଅର୍ଶ କୁ ଭକ କରିବା ପାଇଁ ଉପକାରୀ ନୁହେଁ। ତେଣୁ ଆପଣ ଅଧା ଚାମଚ୍ ଲେମ୍ବୁ ରସ ରେ ଗୋଟିଏ କପ୍ କ୍ଷୀର କୁ ସଙ୍ଗେ ସଙ୍ଗେ ଢାଳି ତାକୁ ସଙ୍ଗେ ସଙ୍ଗେ ସେବନ କରନ୍ତୁ । ଯେମିତି କ୍ଷୀର ଛିଡି ନଯିବ । ଏହି ପରି କ୍ଷୀର ଓ ଲେମ୍ବୁ ରସ କୁ ଆପଣ ତିନି ଦିନ ସେବନ କରନ୍ତୁ ଦେଖିବେ ଆପଣ ଙ୍କ ଅର୍ଶ ବହୁତ୍ ଶୀଘ୍ର ଭଲ ହୋଇଯିବ ।

ତେବେ ଦ୍ଵିତୀୟ ଉପାୟ ହେଉଛି ଆପଣ ଏକ ପାଚିଲା କଦଳୀ ନିଅନ୍ତୁ । କଦଳୀ ର ଗୋଟିଏ ସାଇଡ ଚୋପା ଛଡ଼ାଇ ଦିଅନ୍ତୁ ଆଉ ତାହାକୁ ଲମ୍ବା ଭାବେ ମଝିରୁ କାଟି ଦିଅନ୍ତୁ। ଏହା ପରେ ଖାଇବା କର୍ପୁର ଏଥିରେ ଦୁଇ ଚିମୁଟି ରଖି ଦିଅନ୍ତୁ । ଏହା ପରେ ଏହା କୁ ରଖି ଦିଅନ୍ତୁ ଓ ସକାଳୁ ଉଠି ଏହାକୁ ଖାଲି ପେଟ ରେ ସିଧା ଖାଇ ଦିଅନ୍ତୁ।

ଏହି କଦଳୀ କୁ ଆପଣ ଏହି ଭାବେ ତିନି ଦିନ ସେବନ କରନ୍ତୁ। ତେବେ ଏହାକୁ ଚୋବାଇବେ ନାହିଁ ଏହାକୁ ଗୋଟା ଗିଳି ଦିଅନ୍ତୁ। ଆଉ ଯଦି ଆପଣ ଙ୍କ ଅର୍ଶ ବହୁତ୍ ପୁରୁଣା ଅଟେ ତେବେ ଏହାକୁ ଆପଣ ସାତ ଦିନ ସେବନ କରନ୍ତୁ । ଦେଖିବେ ଆପଣ ଙ୍କ ଅର୍ଶ ବହୁତ୍ ଶୀଘ୍ର ଭଲ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।