ପୁଣି ଓଡ଼ିଶାର ବିଦ୍ୟୁତ୍ ବିଭାଗ (OPTCL) ପକ୍ଷରୁ ଆସିଲା ବଡ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ ନଚେତ ପସ୍ତେଇବେ…..

ଓଡ଼ିଶା ର ବିଦ୍ୟୁତ୍ ବିଭାଗ ରେ ନିଯୁକ୍ତି ର ସୁବର୍ଣ୍ଣ ସୁଯୋଗ।Odisha Power Transmission Corporation Limited (OPTCL) ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ବିଦ୍ୟୁତ୍ ବିଭାଗ ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।

ଏହାକୁ ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ ପାସ୍ ପିଲା ଆବେଦନ କରି ପାରିବେ ଏବଂ ୩ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି ଓଡ଼ିଶାର ବିଦ୍ୟୁତ୍ ବିଭାଗ ତରଫରୁ।

ତେବେ ଯଦି ଆପଣ ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ। ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଡେପୁଟି ଜେନେରାଲ ମ୍ୟାନେଜର,
ମେଡିକାଲ୍ ଅଫିସର୍,
ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର୍।

ପଦବୀ- ମୋଟ୍ ୩ ଟି ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା- ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ କରିଥିବା ଦରକାର।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୩ ଡିସେମ୍ବର ୨୦୨୦।

ଆବେଦନ ମାଧ୍ୟମ- ଅନଲାଇନ ରେ ଆବେଦନ କରିବାକୁ ପଡ଼ିବ।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୪୮ ବର୍ଷ ଭିତରେ ହୋଇଥିବା ଦରକାର।

ଦରମା- ୭୦,୦୦୦ ରୁ ୭୮,୮୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି।

ଜବ୍ ଲୋକେଶନ- ଓଡ଼ିଶାର ଯେ କୌଣସି ସ୍ଥାନରେ।

ଆବେଦନ ମାଧ୍ୟମ – ଅଫ୍ ଲାଇନ ମାଧ୍ୟମରେ।

ଆବେଦନ ପ୍ରକ୍ରିୟା- ତେବେ ବିଦ୍ୟୁତ୍ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଓଡ଼ିଶା ସରକାରଙ୍କର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଜାରି ହୋଇଥିବା (www.optcl.co.in) ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ନୋଟିଫିକେସନ୍ ପାଇବା ସହିତ ଆବେଦନ କରି ପାରିବେ,ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।

ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ। ଏବଂ ଆପଣଙ୍କ ର ଯାହା ଡାଉଟ ରହିଛି ତାହା (recr[email protected]) ଏହି ୱେବ୍ ସାଇଟ୍ କୁ ଯାଇ ଦୂର କରି ପାରିବେ। ଏହା ଛଡା ଆପଣ ଏହାକୁ ୩ ଡିସେମ୍ବର ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।