କାର୍ତ୍ତିକ ପୂର୍ଣ୍ଣମୀରେ ପୁଣି ହେଉଛି ଚନ୍ଦ୍ର ଗ୍ରହଣ ( 30 November ) – ହାଣ୍ଡିଛାଡ ସମୟ, ଗର୍ଭବତୀ ମହିଳା ସାବଧାନ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଏବର୍ଷ 3 ଟି ଚନ୍ଦ୍ରଗ୍ରହଣ ଏପର୍ଯ୍ୟନ୍ତ ଲାଗି ସାରିଲାଣି l ଏଥର ପୁଣି ଏକ ଚନ୍ଦ୍ରଗ୍ରହଣ ଆସୁଛି ଆସନ୍ତା କାର୍ତିକ ପୂର୍ଣମୀ 30 ନଭେମ୍ବର ରେ l ଏହି ଚନ୍ଦ୍ର ଗ୍ରହଣ ହେଉଛି ଏବର୍ଷ ର ଚତୁର୍ଥ ତମ ଚନ୍ଦ୍ରଗ୍ରହଣ ଅଟେ ଏବଂ ଏହା ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅଟେ l ସାମାନ୍ୟତଃ ଚନ୍ଦ୍ରଗ୍ରହଣ ହେଉଛି ତିନି ପ୍ରକାର ଯଥା –

1.ଆଂଶିକ ଚନ୍ଦ୍ରଗ୍ରହଣ, 2.ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, 3.ଉପାଛାୟା ଚନ୍ଦ୍ର ଗ୍ରହଣ l ଏହି ଚନ୍ଦ୍ରଗ୍ରହଣ ଅଟେ ଛାୟା ଚନ୍ଦ୍ରଗ୍ରହଣ ଅଟେ l

ଏହି ଚନ୍ଦ୍ରଗ୍ରହଣ ଭାରତରେ ଛାୟା ଚନ୍ଦ୍ର ଗ୍ରହଣ ହେବ ଯାହା ଯୋଗୁଁ ଲୋକଙ୍କୁ ଏହା ଖାଲି ଆଖିରେ ଦେଖା ଯିବ ନାହିଁ l ଏହି ଚନ୍ଦ୍ର ଗ୍ରହଣ ଉତ୍ତର ଆମେରିକା, ୟୁରୋପ, ଆଫ୍ରିକା ରେ ଦେଖାଯିବ କିନ୍ତୁ ଭାରତରେ ଦେଖା ଯିବ ନାହିଁ l କିନ୍ତୁ ଭାରତ ର ଉତ୍ତରରେ ଆଉ ଓଡ଼ିଶାର ଦକ୍ଷିଣ ଭାଗରେ ଦେଖାଯିବ l

କିନ୍ତୁ ଖାଲି ଆଖିରେ ଦେଖାଯିବ ନାହିଁ l ଏହି ଚନ୍ଦ୍ର ଗ୍ରହଣର ସମୟ ସୀମା ହେଉଛି ଯଥା ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଅପରାହ୍ନ 1:04 ଟାରେ l ଆଉ ଶେଷ ହେବ 5:22 ସମୟରେ l ଏହାର ସମ୍ପୂର୍ଣ୍ଣ ସମୟ ସୀମା ହେଉଛି 4:18:05 ଘଣ୍ଟା l ଏହାର ମଧ୍ୟ ସମୟ ରହିବ 3:13 ରେ ରହିବ l

ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ଏହି ଚନ୍ଦ୍ର ଗ୍ରହଣ ସମୟ ମଣିଷ ପାଇଁ ଅଶୁଭ ହୋଇଥାଏ ତେଣୁ ଏହି ସମୟରେ ପୂଜା ପଦ୍ଧତି ତଥା କୌଣସି ଶୁଭ କାର୍ଯ୍ୟ କଲେ ତାହାର କୌଣସି ଲାଭ ହୁଏ ନାହିଁ ବରଂ ସେଥିରେ କ୍ଷତି ହୋଇ ଥାଏ l ଏହି ଚନ୍ଦ୍ର ଗ୍ରହଣ ବିଶେଷ କରି ଗର୍ଭବତୀ ମାନଙ୍କ ପାଇଁ ଅଶୁଭ ହୋଇ ରହିଥାଏ l ଏହି ଚନ୍ଦ୍ର ଗ୍ରହଣ ରେ ମଧ୍ୟ ପାକ କାର୍ଯ୍ୟ ହୋଇ ନଥଏ କାରଣ ପକା ଯାଇଥିବା ରୋଷେଇ କୁ ଖାଇଲେ ଆମର କ୍ଷତି ହୋଇ ଥାଏ l

ଚାଲନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣରେ କଣ ସବୁ କରିବେ ଅଥବା ନିୟମ ପାଳନ କରିବେ ଗର୍ଭବତୀ ମହିଳା ମାନେ l

1- ମହିଳା ମାନେ ଚନ୍ଦ୍ର ଗ୍ରହଣ ସମୟରେ ଭୁଲରେ ବି ଚନ୍ଦ୍ର ର ଏହି ରୂପ ଦେଖ ନାହିଁ l କାରଣ ଏହି ପରି କଲେଆମର ପେଟରେ ଥିବା ପିଲା ଉପରେ ଖରପ ପ୍ରଭାବ ପକେଇ ଥାଏ l ଏହି ନିୟମକୁ ପାଳନ ନ କଲେ ଆମର ପିଲାର ଶରୀର ଗତ ସମସ୍ୟା ଦେଖା ଯାଏ l

2- ଏହି ସମୟରେ ମହିଳା ମାନେ ସିଲେଇ କରନ୍ତୁ ନାହିଁ l ଏହି ମାନେ ମଧ୍ୟ କୌଣସି ଜିନିଷ କୁ ଭାଙ୍ଗନ୍ତୁ ନାହିଁ ଏହା କଲେ କୌଣସି ସମସ୍ୟା ର ପ୍ରଭାବ ପଡେ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।