ଦେଖନ୍ତୁ ଭିଡ଼ିଓ ! ହେ ଭଗବାନ ଭାଙ୍ଗି ଗଲା ରାନୀ ପଣ୍ଡା ଙ୍କ ବାହାଘର । ଭୋ ଭୋ ହୋଇ ହୋଇ କାନ୍ଦି କହିଲେ କିଏ ଭାଙ୍ଗିଛି ମୋ ବାହାଘର…….

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ସହିତ ରାନୀ ତାଙ୍କ ରୋକଠକ ମନ୍ତବ୍ୟ ଯୋଗୁଁ ମଧ୍ୟ ବିବାଦରେ ରହି ଥାନ୍ତି।ତେଣୁ କିଛି ଲୋକ ରାନୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ନାହିଁ।

ମାତ୍ର ରାନୀ ପଣ୍ଡା ଙ୍କର କିଛି ଭଲ ଗୁଣ ମଧ୍ୟ ରହିଛି।ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ।

ତେବେ ଆଜି ଆମେ ରାଣୀ ପଣ୍ଡା ଙ୍କ ବାହାଘର କିଏ ଭାଙ୍ଗିଲା ଓ ରାଣୀ ପଣ୍ଡା ଙ୍କ ବାହାଘର ଭାଙ୍ଗିବା ପାଇଁ ଦାୟୀ କିଏ ସେହି ବିଷୟ ରେ ଆଲୋଚନା କରିବା ଯାହାର ଖୁଲାସ ନିଜେ ରାଣୀ ପଣ୍ଡା କରିଛନ୍ତି । ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ।

କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି ।ତେବେ କିଛି ଦିନ ପୂର୍ବେ ଏକ ଭିଡିଓ ଜରିଆ ରେ ରାଣୀ ପଣ୍ଡା କହିଥିଲେ ଯେ ସେ ବାହା ହେବେ ବୋଲି । ଆଉ ତାଙ୍କ ବିବାହ ଦୁଇ ମାସ ପୂର୍ବରୁ ହେବାର ଥିଲା । କିନ୍ତୁ ଏହା ପରେ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସରକାର ଙ୍କ ଠାରୁ ଅନୁମତି ପାଇଁ ଯାତ୍ରା କଳାକାର ଙ୍କ ସହିତ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ପୁଣି ଥରେ ବିବାଦ ର ଶିକାର ହୋଇ ଥିଲେ । ତେବେ ଏଥିପାଇଁ ତାଙ୍କ ର ବାପି ପଣ୍ଡା ଙ୍କ ସହିତ ବିବାଦ ହୋଇ ଥିଲା ।

ତେବେ ଏହି ବିବାଦ ପର ଠାରୁ କିଛି ଯାତ୍ରା କଳାକାର ଏକ୍ରତ ହୋଇ ତାଙ୍କ ବାହାଘର ଭାଙ୍ଗି ଦେଇଛନ୍ତି । ସେ ଏହି କଥା ନିଜେ କହିଛନ୍ତି ଯେ କିଛି ଯାତ୍ରା କଳାକାର ମିଶି ମୋ ବାହାଘର ଭାଙ୍ଗି ଦେଇଛନ୍ତି ଓ ମତେ ବିବାଦୀୟ ରାଣୀ ପଣ୍ଡା ସଜେଇ ଦେଇଛନ୍ତି। ଏହି କଥା ରାଣୀ ପଣ୍ଡା ନିଜେ ଅଶ୍ରୁଳ ଲୁହ ଭରା ଆଖିରେ କହିଛନ୍ତି ।

ସେ କାନ୍ଦି କାନ୍ଦି କହିଛନ୍ତି କିଛି ଯାତ୍ରା କଳାକାର ମାନେ ତାଙ୍କ ବାହାଘର ଭାଙ୍ଗି ଦେଇଛନ୍ତି । ସମସ୍ତେ ମିଶି ତାଙ୍କ ଜୀବନ ବରବାଦ କରି ଦେଇଛନ୍ତି ଓ କିଛି ଯାତ୍ରା କଳାକାର ମାନେ ଛୋଟ କଳାକାର ମାନଙ୍କୁ ସମ୍ପୂର୍ଣ ବୁଡ଼େଇ ଦେବା ପାଇଁ ବସିଛନ୍ତି । ସେମାନଙ୍କ ଜୀବନ ନଷ୍ଟ କରିଦେବା ପାଇଁ ବସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।