ହେ ଭଗବାନ ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଇସୋଲେସନ ଭର୍ତ୍ତି, ତାଙ୍କର ଅବସ୍ଥା ଅଧିକ ଗୁରୁତର, ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ…..

ଆଇସୋଲେଶନ ରେ ବଲିଉଡ୍ ର ସୁପର ଷ୍ଟାର୍ ସଲମାନ୍ ଖାନ୍ । ଭାଇଯାନ ସଲମାନ୍ ଖାନ୍ ଙ୍କ ର ବ୍ୟକ୍ତିଗତ ଡ୍ରାଇଭର ଓ ଦୁଇ ଜଣ ସହକର୍ମୀ ମହାମାରୀ କରନା ରେ ଆକ୍ରାନ୍ତ ହେବା ପରେ ଆଇଶୋଲେଶନ ରେ ରହି ଅଛନ୍ତି ସଲମାନ୍ ଖାନ୍ । ଆସନ୍ତା ୧୪ ତାରିଖ ଜାଏ ବଲିଉଡ୍ ସୁପର୍ ଷ୍ଟାର୍ ଆଇସୋଲେସନ୍ ରେ ରହିବେ।ତେବେ ସଲମାନ୍ ଖାନ୍ ଙ୍କ ସମେତ ତାଙ୍କ ଦୁଇ ଭାଇ , ମା ଓ ମା ମଧ୍ୟ ଆଈଶୋଲେଶନ ରେ ରହି ଅଛନ୍ତି ।

ତେବେ ଏହି ଖବର ଆସିବା ଆସନ୍ତା କିଛି ଦିନ ଯାଏଁ ସଲମାନ୍ ନିଜର ସମସ୍ତ ସୁଟିଂ କୁ ବାତିଲ କରିଛନ୍ତି ଓ କିଛି ଫିଲ୍ମ୍ ସୁଟିଂ ଓ ଟେଲିଭିଜନ ସୁଟିଂ କୁ ସ୍ଥଗିତ ରଖି ଅଛନ୍ତି ।

ତେବେ ସୁପର୍ ଷ୍ଟାର୍ ସଲମାନ୍ ଖାନ୍ ଏବେ ବିଗ୍ ବସ୍ ସିଜନ୍ ୧୩ ର ସୁଟିଂ କରିଛନ୍ତି। ଏହି ସୁଟିଂ ଚାଲି ଥିବା ସମୟ ରେ ତାଙ୍କ ର ଦୁଇ ଜଣ ସହକର୍ମୀ କରନା ସଂକ୍ରମଣ ହେବା ପରେ ଭାଇଯନ୍ ଙ୍କ ଚିନ୍ତା ଏବେ ବଢ଼ି ଯାଇଛି । ତେବେ ସଙ୍ଗରୋଧ ରେ ଥିବା ସଲମାନ୍ ଖାନ୍ ବର୍ତ୍ତମାନ ବିଗ୍ ବସ୍ ସିଜନ୍ ୧୩ ର ସୁଟିଂ ଆଗକୁ କରିବେ ନା ନାହିଁ ସେହି ବିଷୟ ରେ ସନ୍ଦେହ ରହିଛି।

ତେବେ ଜଣାଇ ଦେଉଛୁ  ଯେ କରନା କଟକଣା ଉଠିବା ପରେ ସଲମାନ୍ ଖାନ୍ ନିଜର ଆଗାମୀ ମୁଭି ରାଜି ପାଇଁ ସୁଟିଂ କରୁ ଥିଲେ । ଏହି ମୁଭି ରେ ତାଙ୍କ ସହିତ ଦିସା ପଟାନି ତାଙ୍କ ସହିତ ନଜର ଆସିବେ। ତେବେ କରନା କଟକଣା ପାଇଁ ବଲିଉଡ୍ ର ୩ ମାସ ସୁଟିଂ ସ୍ଥଗିତ ରହି ଥିଲା ଆଉ ବର୍ତ୍ତମାନ ସମୟ ରେ ସଲମାନ୍ ଖାନ୍ ଙ୍କ କରନା ସଂକ୍ରମଣ ସମସ୍ତ ଙ୍କୁ ଚିନ୍ତା ବଢାଇ ଦେଇଛି ।

ତେବେ ବର୍ତ୍ତମାନ ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି ଆଉ ଏଥିରେ ବଲିଉଡ୍ ର ଅଭିନେତା ତ୍ରାହି ପାଇ ନାହାଁନ୍ତି। ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି।

ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି । ବର୍ତ୍ତମାନ ସଲମାନ୍ ଖାନ୍ ଙ୍କ କରନା ରିପୋର୍ଟ ଆସି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।