ଆଶ୍ଚର୍ଯ୍ୟ ! ପୋଲ ତଳୁ ଆସୁଥିଲା ଭୟଙ୍କର ଶବ୍ଦ, ଲୋକମାନେ ପାଖକୁ ଯାଇ ଦେଖିଲେ ତ ହୋଇଗଲେ ଅବାକ……

ଏହି ପରି ଘଟଣା ଟି ଓଡିଶା ର ଗୋଟିଏ ସ୍ଥାନ ରେ ଘଟି ଥିଲା I ଏହି ଘଟଣା ରେ ଏକ ଏପରି ହୃଦୟ ବିଦାରକ ଘଟଣା ଦେଖିବା କୁ ମିଳି ଥିଲା I ଏହି ଘଟଣା ଜଣେ ମହିଳା ଗର୍ଭ ଯନ୍ତ୍ରଣା ସମୟ ରେ ହସ୍ପିଟାଲ ଯିବା ରୁ ବଂଚିତ ହୋଇ ଛନ୍ତି I  ଏକ ପୋଲ ତଳେ ନିଜ ସନ୍ତାନ କୁ ଜନ୍ମ ଦେଇ ଛନ୍ତି I ଏହି ଘଟଣା ଟି ଯିଏ ବି ଦେଖୁଛି ଆଖି ରେ ଲୁହ ଆସି ଯାଉଛି I

ଏବେ ଏହି ଘଟଣା ଟି ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇ ଛି ଯେ ଜଣେ ମହିଳା ନିଜ ର ଦୀର୍ଘ ଦିନ ର ଟଙ୍କା ପଇସା ଏକତ୍ରିତ କରି ଏକ ଘର କରି ଥିଲେ I ସେ ମହିଳା କଷ୍ଟ ରେ ତିଆରି କରି ଥିବା ଘର କୁ କିଛି ଜଙ୍ଗଲୀ ହାତୀ ଜଙ୍ଗଲ ରୁ ଆସି ସେହି ଘର କୁ ଭାଙ୍ଗି ଦେଇ ଥିଲେ I ଘର କୁ ହାତୀ ମାନେ ଭାଙ୍ଗି ଦେବା ପରେ ଘର ତିଆରି କରି ଥିବା ମହିଳା ଟି ପାଗଳ ବା ମେଣ୍ଟଲି ହର୍ସମେଣ୍ଟ ଭଳି ହେଇ ଯାଇ ଛନ୍ତି I ଏହି ଘଟଣା ପରେ ମହିଳା ଟି ନିଜ ପିଲା ଙ୍କ ସହ ଏଣେ ତେଣେ ବୁଲୁ ଥିଲେ I

ଏହି ମହିଳା ଟି ଏଣେ ତେଣେ ବୁଲିବା ସମୟ ରେ ମହିଳା ଟି 9 ମାସ ର ଗର୍ଭବତୀ ଥିଲେ ଏବଂ ସେ ବୁଲୁ ଥିବା ସମୟ ରେ ତାଙ୍କର ପ୍ରସବ ପୀଡା ବହୁତ ଜୋର ରେ ଆରମ୍ଭ ହେଇ ଯାଇ ଥିଲା I କିନ୍ତୁ ମହିଳା ଟି ହସ୍ପିଟାଲ ଯିବା ରୁ ବଂଚିତ ରହି ଥିଲେ l ତେଣୁ ତାଙ୍କର ଟଙ୍କା ପଇସା ଅଭାବ ଥିଲା ତେଣୁ ଏମିତି ଭାବେ ସେ ଏକ ପୋଲ ତଳେ ପଶି ଯାଇ ଥିଲେ ।

ଏକ ପୋଲ ତଳେ ନିଜ ସନ୍ତାନ କୁ ସେ ମହିଳା ଟି ନିଜର ପିଲା କୁ ଜନ୍ମ ଦେଇ ଥିଲେ l ମହିଳା ଟି ପିଲା ପ୍ରସବ ବେଳେ ଅନେକ ଚିତ୍କାର କରି ଥିଲେ l ପରେ ଏହି ମହିଳା ର ଚିତ୍କାର ଶୁଣି କିଛି ସମୟ ମହିଳା ଙ୍କ ର ଚିତ୍କାର ଶୁଣିବା ପରେ କିଛି ସ୍ଥାନୀୟ ବସି ସହାୟତା ପାଁଇ ଆସି ଥିଲେ I  ସେମାନେ ଆସି ଦେଖିଲେ ତ ଜଣେ ମହିଳା ଏକ ସନ୍ତାନ ଜନ୍ମ କରି ଛନ୍ତି l ଓ ଏହି ଘଟଣା ଏବେ ବହୂ ପରିମାଣ ରେ ଭାଇରଲ ହୋଇଛି l

Credit – Talk news  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।