Ajira Anuchinta – ଏହି ୫ଟି ନାମର ଝିଅ ହୋଇଥାନ୍ତି – ( ଗଙ୍ଗା ଭଳି ପବିତ୍ର )

ବନ୍ଧୁ ଗଣ ଆଜି ଆମେ ଆପଣଙ୍କୁ କିଛି ମହତ୍ୱ ପୂର୍ଣ୍ଣ ବିଷୟ କହିବୁ କିଛି ରାଶି ର ମହିଳା ମାନେ ଘର କୁ ଆସିଲେ ତାଙ୍କର ଘର ଲୋକ ଧନୀ ହୋଇଯାନ୍ତି l ଆଉ କେତେକ ରାଶି ର ଲୋକ ମାନେ ଘର କୁ ଆସିଲା ପରେ ଘର କୁ ସ୍ୱର୍ଗ ବନେଇ ଦେଇ ଥାନ୍ତି l ଯେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଯେ ମହିଳା ହେଉଛି ଘରର ଲକ୍ଷ୍ମୀ l ଆଉ କେତେକ ଝିଅ କୁ ଚିହିଁବା କଷ୍ଟ କାର ହୋଇ ଥାଏ l

କିନ୍ତୁ ଏହି ନାମ ର ଝିଅ କିଛି ଯଦି ଶାସ୍ତ୍ର ପ୍ରଦତ୍ତ ଅନୁଚିତ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ଘରେ ଲକ୍ଷ୍ମୀ ରହି ଥାନ୍ତି l

ହିନ୍ଦୁ ଧର୍ମ ରେ ଝିଅ ପୁଅ ନିଜର ରାଶି ଅନୁସାରେ ବସ ବାସ କରନ୍ତି l ଏହା କରି ସରିଲା ପରେ ସେମାନେ ପରସ୍ପର ର କର୍ମ ଉପରେ ନିର୍ଭର କରନ୍ତି ଯଦି ସ୍ୱାମୀ ଭଲ କର୍ମ କରୁଥାନ୍ତି । ଏହି ପରି କେତୋଟି ରାଶି ର ମହିଳା ମାନଙ୍କୁ ବିବାହ କଲେ ଜୀବନ ସାରା ଚମକିବ l ଓ ଏହି ଝିଅ ମାନେ ଗଙ୍ଗା ପରି ପବିତ୍ର ହୋଇ ଥାନ୍ତି l

ସବୁ ରାଶି ବିଷୟରେ ଆମ ହିନ୍ଦୁ ଧର୍ମ ରେ ବର୍ଣିତ ହୋଇଛି l ତେବେ ଚାଲନ୍ତୁ ଜାଣିବା କେତେକ ରାଶି ର ମହିଳା ଭଲ କର୍ମ ଗୁଡ଼ିକ କଣ ଯାହାକୁ ଏହି ରାଶି ର ମହିଳା ମାନେ ଯଦି କରୁଥାନ୍ତି ତେବେ ଆପଣଙ୍କ ଧନୀ ହୋଇ ଯାଇ ଥାନ୍ତି ଓ ଭାଗ୍ୟ ବଦଳି ଯାଇ ଥାଏ l

1, B:-ଏହି ନାମ ର ମହିଳା ମାନେ ସହନଶୀଳତା ହୋଇ ଥାନ୍ତି l ତାଙ୍କ ସ୍ୱାମୀ କୁ ସବୁବେଳେ ତାଙ୍କର ଦାୟିତ୍ୱ ଜଣାଇ ଦିଅନ୍ତି l

2, N:-ଏହି ନାମ ର ମହିଳା ମାନେ ଗଙ୍ଗା ପରି ପବିତ୍ର ହୋଇ ଥାନ୍ତି ଓ ସେମାନେ ସେମାନ ଙ୍କର ଛୁଆ କୁ ଅଧିକ ମାତ୍ର ରେ ଯତ୍ନ କରନ୍ତି l

3, P:-ଏହି ମାନେ ଶାନ୍ତ ସରଳ ହୋଇ ଥାନ୍ତି l ସେମାନେ ସବୁବେଳେ ସପିଂ କରିବାକୁ ଭଲ ପାଆନ୍ତି l

4 S :-ଏହା ଅକ୍ଷର ର ମହିଳା ମାନେ ଅଧିକ ଧର୍ଯ୍ୟ ଶିଳ ହୋଇ ଥାନ୍ତି l ସେମାନେ ସବୁବେଳେ ପରିବାର କୁ ସନ୍ତୁଷ୍ଟ କରିବା ପାଇଁ ଇଚ୍ଛା କରି ଥାନ୍ତି l

5, M:- ଏହି ମାନେ ସବୁବେଳେ ସ୍ୱାମୀ ଙ୍କର କଥା କୁ ମାନି ଚାଲି ଥାନ୍ତି l ସବୁବେଳେ ମନ ଲଗାଇ କାମ କରନ୍ତି l ଏମାନେ ସ୍ଵଭାଵ ରେ ଭଲ ହୋଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।