ଉଚ୍ଚତା ବଢାଇବା ପାଇଁ ଚିନ୍ତିତ କି ? ଆଜି ହିଁ ଏହି ଛୋଟିଆ ଘରୋଇ଼ ଉପାୟ କରନ୍ତୁ 100% ଗ୍ୟାରେଣ୍ଟି

ବହୁତ ଲୋକ ନିଜର ଉଚ୍ଚତା କୁ ନେଇ ବହୁତ ଚିନ୍ତାରେ ଥାନ୍ତି l କାରଣ ସେମାନେ ନିଜର ଶରୀର ପାଇଁ ଅନେକ ସମୟରେ ଉପହାସର ପାତ୍ର ହୁଅନ୍ତି l ସେମାନେ ନିଜର ଗେଡା ଶରୀର ତଥା ନିଜର ରୁପକୁ ନେଇ ଲଜ୍ୟା ଅନୁଭବ କରନ୍ତି l ଅନେକ ସମୟରେ ଲୋକ ସେମାନଙ୍କୁ ଦୁର୍ବଳ ଭାବନ୍ତି l କହନ୍ତି ଯେ ସେମାନଙ୍କର ବଳ ନାହିଁ ସେମାନେ କୌଣସି କାମ କରିବାକୁ ଅକ୍ଷମ ଅଟନ୍ତି l

ଅନେକ ସମୟରେ ଗେଡା ବା ଅଳ୍ପ ଉଚ୍ଚତା ଲୋକଙ୍କ ବାହାଘର ଭାଙ୍ଗି ଯାଇଥାଏ l ସେମାନଙ୍କର ଗେଡା ପଣ କୁ ସମସ୍ତେ ସମସ୍ତେ ପସନ୍ଦ କରନ୍ତି ନାହିଁ l

ଆଉ ଏମାନେ ଅନେକ ପ୍ରକାର ଦାମୀ ଔଷଧ ସେବନ କରନ୍ତି, ଅନେକ ଦାମୀ ପାଉଡର ଖାନ୍ତି l ଯାହାର କିଛି ଲାଭ ହୁଏ ନାହିଁ l ସେମାନେ ବାହାଘର କରିବାକୁ ବହୁତ କଷ୍ଟକରି ଥାନ୍ତି lସେମାନେ ବହୁତ କଷ୍ଟ କରନ୍ତି କିନ୍ତୁ କୌଣସି ଲାଭ ହେଉ ନାହିଁ l

ଆଜି ଆମେ ଆପଣଙ୍କୁ ଏମିତି ଘୋରାଇ ଉପଚାର କହିବି ଯାହାର ସେବନ ଗୋଟିଏ ମାସ କଲେ ଆପଣଙ୍କର ଉଚ୍ଚତା ସଠିକ ମାପ ର ବଢ଼ିଯିବ l ଏହି ଜିନିଷ ଗୁଡିକୁ ବନେଇବା ପାଇଁ ଆପଣଙ୍କୁ ଏହାର ଉପାଦାନ ଗୁଡିକ ଅତି ସହଜରେ ବଜାରରେ ମିଳି ଯିବ l ତଥା ଆପଣଙ୍କ ଘରେ ମଧ୍ୟ ମିଳିଯିବ l

ତେବେ ଚାଲନ୍ତୁ ଜାଣିବା କେମିତି ତିୟାରି କରିବେ ଏହି ଗୋଟିଏ ଗ୍ଲାସ ରେ କ୍ଷୀର ନିୟନ୍ତୁ ଓ ସେହି କ୍ଷୀର ରେ କିଛି ଗୁଡ଼ ମିଶାନ୍ତୁ ମିଶି ସାରିବା ପରେ ଏଥିରେ ଅଳ୍ପ ପରିମାଣରେ ମହୁ ମିଶାଇ ପ୍ରତି ଦିନ ଖାଇବା ଦରକାର l ଏହା ପରେ ଏହାକୁ ଖାଇ ଦିଅନ୍ତୁ l ଦିନରେ ଥରେ ଏହାକୁ ଖାଆନ୍ତୁ l ଏହାକୁ ସବୁଦିନ ତଥା ନିୟମିତ ଗୋଟିଏ ସମୟରେ ଖାଇବେ l

ଏହା କୁ ଖାଇବା ଦ୍ୱାରା ଆମ ଶରୀରରେ କ୍ୟାଲସିୟମ ସହିତ ଅନେକ ପରିମାଣରେ ମିନେରାଲ ଓ ଭିଟାମିନ ମିଳିଥାଏ l ପରେ ଏହି ଆମ ହାଡ ବା ଅସ୍ଥି କୁ ଟାଣ କରିବା ସହିତ ଲମ୍ୱା ମଧ୍ୟ୍ୟ କରିଥାଏ l ଏହାକୁ ମଧ୍ୟ ନିୟମିତ କରିଲେ ଆପଣଙ୍କ ଧୀରେ ଧୀରେ ଆପଣଙ୍କର ଅସ୍ଥି ଲମ୍ବା ହେବ ଓ ଟାଣ ହୋଇ ଯିବ ଯାହା ଦ୍ୱାରl ଆପଣଙ୍କୁ ଆଉ ଅସ୍ଥି ଜନିତ ରୋଗ ହେବା ର ସମ୍ଭାବନା ମଧ୍ୟ୍ୟ ନ ଥାଏ ପୁରୀଯିବ ଆପଣ ସୁନ୍ଦର ସ୍ୱାସ୍ଥ୍ୟ ପାଇ ପାରିବେ l

ଏହି କରିବା ପାଇ ଆପଣକୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ l ଆଉ ଆପଣ ଙ୍କର ଉଚ୍ଚତା ଆସ୍ତେ ଆସ୍ତେ ବଢିବା ସହିତ ଆପଣ ଙ୍କର ଓଜନ ମଧ୍ୟ ବୃଦ୍ଧି ହୋଇ ଥାଏ l ଯାହା ଦ୍ୱାରା ଆପଣଙ୍କର ସୁସ୍ଥ ଶରୀର ତେ ଗଢି ପାରିବେ…. l  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।