ହେ ପ୍ରଭୁ ! କାଳୀପୂଜା ରେ ଜନ୍ମ ନେଲେ ମାଆ କାଳୀ । ଗାଁ ରେ ଘଟୁଛି ଚମତ୍କାର,ଏହି ଶିଶୁ କନ୍ୟାର ଫଟୋଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ…ସବୁ ମନସ୍କାମନା ପୁର୍ଣ ହେବ

ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି, ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ।।ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ ।

ପ୍ରତିଦିନ ହଜାର ହଜାର ଏହି ପରି ଶିଶୁ ଜନ୍ମ ଗ୍ରହଣ କରି ଥାଆନ୍ତି ଯାହାର ମୁଣ୍ଡ ଶରୀର ଠାରୁ ବଡ଼ ତ କାହାର ହାତ ଗୋଡ଼ ସମାନ ସାଇଜ ର ନୁହଁ । ତେବେ ଏମାନଙ୍କ ଅଙ୍ଗ ରେ କିଛି ତ୍ରୁଟି ଦେଖାଯାଏ ଯାହା ଦ୍ଵାରା ସେମାନେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି ।

ଏମାନେ ସାଧାରଣ ଶିଶୁ ମାନଙ୍କ ଠାରୁ ଅଲଗା ହୋଇ ଥାଆନ୍ତି ଯାହାକୁ ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି । ତେବେ ଓଡ଼ିଶା ରେ ମଧ୍ୟ ନିକଟ ଅତୀତ ରେ ସେମିତି ଦୁଇ ଜଣ ଛୁଆ ଜନ୍ମ ହୋଇ ଥିଲେ ଯାହାଙ୍କ ଶରୀର ଅଲଗା ଥିଲେ ମଧ୍ୟ ସେମାନଙ୍କ ମୁଣ୍ଡ ଯୋଡ଼ି ହୋଇ ଗୋଟିଏ ଥିଲା । ଆମେ ଏମିତି ପିଲା ମାନଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇ ଥାଉ । ତେବେ ଆଜି ମଧ୍ୟ ସେମିତି ଏକ ଶିଶୁ ବିଷୟ ରେ ଜାଣିବା ଯାହାର ଫଟୋ ଏବେ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି ।

ଉତ୍ତର ପ୍ରଦେଶ ର ଭବାନୀ ପୁର ଗ୍ରାମ ରେ ଜଣେ ଦମ୍ପଦୀ ଏହି ଭଳି ଛୁଆ କୁ ଜନ୍ମ ଦେଇଛନ୍ତି । ଛୁଆ ଟି ଦେଖିବା ପାଇଁ ପୁରା ପୁରି ଭାବେ ମା କାଳୀ । ଲୋକ ମାନେ ଏହି ଛୁଆ ଟିକୁ ମାତା ଙ୍କ ର ଏକ ରୂପ ବୋଲି କହୁ ଅଛନ୍ତି । ଆଉ ଏହି ଛୁଆ ପାଖକୁ ବିଭିନ୍ନ ସ୍ଥାନ ରୁ ଆସି ଆଶୀର୍ବାଦ ନେଉ ଅଛନ୍ତି ।

ଛୁଆ ଟି ମଧ୍ୟ ସେମାନଙ୍କୁ ଆଶୀର୍ବାଦ ଦେଉଛି ବୋଲି ସେମାନେ କହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେହି ଛୁଆ ଟି ର ଫଟୋ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଲୋକ ମାନେ କେବଳ ଶିଶୁ ଟିକୁ ମା କାଳୀ ର ରୂପ ଭାବି ଦର୍ଶନ କରୁ ନାହାନ୍ତି ତା ସମ୍ମୁଖ ରେ କଦଳୀ, ନଡ଼ିଆ ଆଦି ଫଳ ମୂଳ ଭୋଗ ମଧ୍ୟ କରୁଛନ୍ତି ଓ ଦକ୍ଷିଣା ମଧ୍ୟ ଦେଉଛନ୍ତି ।

ତେବେ ଭବନିପୁର ଗ୍ରାମ ବର୍ତ୍ତମାନ ଏକ ତୀର୍ଥ କ୍ଷେତ୍ର ପାଲଟି ଯାଇଛି । ଲୋକ ମାନେ ଶିଶୁ ଟିକୁ ମାତା କାଳୀ ଙ୍କ ର ରୂପ କହୁଥିବା ବେଳେ ଡାକ୍ତର ଙ୍କ ମତ ରେ ଏହି କନ୍ୟା ଏକ ମୃତ କନ୍ୟା ଅଟେ । ଏହି ଶିଶୁ ୬ ମାସରେ ଜନ୍ମ ଗ୍ରହଣ କରିଛି ତେଣୁ ଏହା ସମ୍ପୂର୍ଣ ରୂପେ ବିକାଶ କରି ପାରି ନାହିଁ ଆଉ ଫୋଲିକ୍ ଏସିଡ ପ୍ରଭାବ ରୁ ଏମିତି ହୋଇଛି ବୋଲି ଡାକ୍ତର ମାନେ ମତ ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।