ହେ ଭଗବାନ ! ପୁଣି କେନ୍ଦ୍ର ସରକାର ଙ୍କର ବଡ ନିଷ୍ପତ୍ତି ଏହି ରାଜ୍ୟକୁ କଲେ ଲକ ଡାଉନ ଘୋଷଣା, ଶୀଘ୍ର ଦେଖନ୍ତୁ….

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି। ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି।ଆଉ ଦିଲ୍ଲୀ ରେ ଏହି କରନା ର ପ୍ରକୋପ ବଢ଼ି ଚାଲିଛି ।

ପ୍ରଭାବିତ ଅଞ୍ଚଳ ରେ ପୁଣି ଥରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏହା ସହିତ ଦିଲ୍ଲୀ ରେ ବାହାଘର କୁ ଦିଆ ଯାଉଥିବା ରିହାତି କୁ ପ୍ରତିହାର କରି ଦିଆ ଯାଇଛି । ସମାହାର ରେ ବର୍ତ୍ତମାନ ୨୦୦ ଲୋକ ପ୍ରତି ବଦଳ ରେ ୫୦ ଲୋକ ସାମିଲ ହୋଇ ପାରିବେ ।ଏହା ସହିତ ଦିଲ୍ଲୀ ର ଜନ ଗହଳି ବଜାର ମାନଙ୍କୁ ଅସ୍ଥାୟୀ ରୂପେ ବନ୍ଦ କରିବା ପାଇଁ କେନ୍ଦ୍ର କୁ ଅନୁମତି ମାଗିଛନ୍ତି କେଜ୍ରିୱାଲ ।

ଦିଲ୍ଲୀ ର ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ର ସରକାରୀ ଓ ବେସରକାରୀ ହସ୍ପିଟାଲ୍ ରେ ପ୍ରଜ୍ୟପ୍ତ ସଂଖ୍ୟାରେ ବେଡ୍ ରହୁଛି କମ୍ ଆଇସିୟୁ ବେଡ୍ ରହିଛି ଏଥିପାଇଁ କେନ୍ଦ୍ର ର ସହାୟତା ଦରକାର । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁୁ ନଥିବାରୁ ଏନେଇ ସତର୍କତା କରାଇ ଅଛନ୍ତି ଅରବିନ୍ଦ କେଜ୍ରିୱାଲ ।ତେବେ ପୂର୍ବରୁ କେନ୍ଦ୍ର ସରକାର କହି ଥିଲେ ଯେ ଯଦି କୌଣସି ରାଜ୍ୟ ରେ ରାଜ୍ୟ ସରକାର କୌଣସି ବି ଛୋଟ ବଜାର ରେ ବି ପ୍ରତିବନ୍ଧକ ଜାରି କରୁଛନ୍ତି ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଙ୍କ ଠାରୁ ଅନୁମତି ନେବା ଆବଶ୍ୟକ।

ତେଣୁ ସେ କେନ୍ଦ୍ର ସରକାର ଙ୍କ ଠାରୁ ଅନୁମତି ମାଗି ଅଛନ୍ତି। ତେବେ ପ୍ରତିବନ୍ଧକ ଲାଗିବା ଦ୍ଵାରା ମାର୍କେଟ ରେ ଯେଉଁ ପ୍ରକାର ଭିଡ଼ ହୁଏ ସେହି ଭିଡ଼ କିଛି ମାତ୍ରା ରେ କମ୍ ହୋଇ ଯିବ। ତେବେ ଦିଲ୍ଲୀ ସରକାର ମାସ୍କ , ସନିତାଇଯାର୍ , ସାମାଜିକ ଦୂରତା ଅବଲମ୍ବନ କରିବା ସମସ୍ତଙ୍କୁ ଅନିବର୍ଯ୍ୟ କରିଛନ୍ତି । କାରଣ ଏହି ସମୟରେ କରନା ରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ।

ଯଦି ସମସ୍ତେ ଏହି ନିୟମ କୁ ପାଳନ ନକରିବା ତେବେ ବହୁତ୍ ବଡ଼ ସମସ୍ୟା ର ସମ୍ମୁଖୀନ ହେବା ।ଲୋକ ମାନଙ୍କ ର ଅସାବଧାନତା ଯୋଗୁଁ ସମସ୍ତେ ଅସୁବିଧା ରେ ପଡ଼ିପାରୁ। ତେବେ ଏହି ଭାଇରସ ର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀ ରେ ପୁଣି ଥରେ ହୁଏତ ଲକ୍ ଡାଉନ୍ ହୋଇ ପାରେ ବିଲୋ କୁହା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।