ମାତ୍ର ୩ ଦିନରେ ଏହି ଡ୍ରିଙ୍କ ସେବନ କରି କମାନ୍ତୁ ଆପଣଙ୍କ ଶରୀରର ଚର୍ବି ୧୦୦% ଗ୍ୟାରେଣ୍ଟି

ମୋଟାପଣ ଆଜିକାଲି ର ଦୁନିଆରେ ଏକ ବଡ଼ ସମସ୍ୟା ଭାବରେ ଉଭା ହେଲାଣି।ଆଜି ଆମେ ଜାଣିବା କମ୍ ଦିନରେ ଓଜନ କମାଇବା ର ସହଜ ଏବଂ ଘରୋଇ ଉପାୟ ବିଷୟରେ।ଏହା ସତ ଯେ ଅଧିକ ମୋଟା ହେବା ଦ୍ଵାରା ଏହା ଆପଣଙ୍କର ବ୍ୟକ୍ତିତ୍ଵ ଏବଂ ଆତ୍ମ ବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ।ତେବେ ଆମେ ଆଜି ଏହି ଲେଖାରେ ଜାଣିବା କେଉଁ ଉପାୟ ଅବଲମ୍ବନ କରି ଆମେ ମୋଟାପା ରୁ ମୁକ୍ତି ପାଇ ପାରିବା।

ଓଜନ ବଢ଼ାଇବା ବା କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ଔଷଧ ଉପଲବ୍ଧ ହୋଇ ପାରୁଥିଲେ ସୁଦ୍ଧା ଏଥିରେ ପାର୍ଶ୍ବ ପ୍ରତିକ୍ରିୟା ରହି ଥିବାରୁ ଏହା ଆପଣଙ୍କ ଶରୀର ଉପରେ ଖରାପ୍ ପ୍ରଭାବ ପକାଇଥାଏ।

ତେଣୁ ଆପଣ ଘରୋଇ ଉପାୟରେ ଏହାକୁ ଠିକ୍ କରି ପାରିବେ। ଯାହା ଆମେ ଆଜି ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ।ଏହା ଆପଣଙ୍କ ମୋଟାପଣ କୁ କମାଇବାରେ ବହୁତ ସହାୟକ ଏବଂ ଫଳପ୍ରଦ ହେବ।ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର କୁ ଆପଣ କିପରି ପ୍ରସ୍ତୁତ କରିବେ ଏବଂ କଣ ରହିଛି ଏହାର ସେବନ କରିବାର ବିଧି।

ପ୍ରସ୍ତୁତି- ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ଡାଲଚିନି, ଶୁଦ୍ଧ ମହୁ ଏବଂ ଉଷୁମ ପାଣି।ତେବେ ପ୍ରଥମେ ଆପଣ ଡାଲଚିନି କୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ଏବଂ ଏହାର ଏକ ଚାମଚ ଗୁଣ୍ଡ କୁ ଆଣି ଏକ ପାତ୍ରରେ ରଖନ୍ତୁ।ପରେ ଏହି ଗୁଣ୍ଡକୁ ଏକ ଗ୍ଲାସ୍ ଉଷୁମ ପାଣିରେ ମିଶାନ୍ତୁ।ତାପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।

କିଛି ସମୟ ପରେ ଏହା ପାଣିରେ ଗୋଳାଇ ହୋଇ ଯିବା ପରେ ଏତିରେ ଏକ ଚାମଚ ମହୁ ମିଶାନ୍ତୁ।ତାପରେ ଏହି ମିଶ୍ରଣକୁ ଚାମଚ ରେ ଗୋଳାଇ ଦିଅନ୍ତୁ ଧୀରେ ଧୀରେ। କିଛି ସମୟ ପରେ ଏହି ମିଶ୍ରଣ ପ୍ରସ୍ତୁତ ହୋଇଯିବ।ଏହାପରେ ଏହା ସେବନ ଯୋଗ୍ୟ ହୋଇ ପାରିବ।

ଯଦି ଆପଣ ଏହି ପ୍ରସ୍ତୁତ ପାନୀୟ କୁ ସେହିଭଳି ଭାବରେ ସେବନ କରି ପାରିବେ ତେବେ କୌଣସି ସମସ୍ୟା ନାହିଁ। ଯଦି ଅସୁବିଧା ହୁଏ ତେବେ ଆପଣ ଏକ ଛଙ୍କୁଣି ସାହାଯ୍ୟରେ ଛାଂକି ଏହାକୁ ସେବନ କରି ପାରିବେ।ଏହି ଅବଶିଷ୍ଟ ଅଂଶକୁ ଆପଣ ତରକାରୀ ରେ ପକାଇ ପାରିବେ।ଏହା ବହୁତ ଉପକାରୀ ହୋଇଥାଏ।

ତେବେ ଆପଣ ଏହି ପାନୀୟ କୁ ଶୀତ ଦିନେ ବ୍ୟବହାର କଲେ ଆପଣଙ୍କ ମୋଟା ପଣ ଦୂର ହେବା ସହିତ ଥଣ୍ଡା ସମସ୍ୟା ବି ଦୂର ହୋଇଥାଏ। ଗରମ ଦିନେ ବି ଆପଣ ଏହାକୁ ବ୍ୟବହାର କରି ପାରିବେ। କିନ୍ତୁ ଏହି ପାନୀୟ କଡ଼ା ହୋଇଥିବାରୁ ଗରମ ଦିନରେ ସେବନ କରିବା ଦ୍ୱାରା କିଛି ଲୋକଙ୍କ କ୍ଷେତ୍ରରେ ଏହା ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ।ତେବେ ଆପଣ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଖାଲି ପେଟରେ ସେବନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।