ଦେଖନ୍ତୁ ଭୟାନକ ଭିଡ଼ିଓ ! ହେ ଭଗବାନ ଧବଳେଶ୍ୱର ମନ୍ଦିରରେ ଉଭା ହେଲେ ” ନାଗ ” ! ପୋଷ୍ଟ ଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ…..

ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରିଥାଏ। ପ୍ରାୟତଃ ବର୍ଷା ଦିନେ ସାପ ଆମ ଘର ମାନଙ୍କ ରେ ପଶି ଯାଇଥାଏ ଆଉ ଆମେ ଭୟଭୀତ ହୋଇ ଯାଇ ଥାଉ । ଆମ ଭାରତ ରେ ବିଭିନ୍ନ ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳିଥାଏ ଯେମିତି କି ଆନକୋଣ୍ଡା , କୋବ୍ରା , ନାଗ ସାପ କିନ୍ତୁ ଅନେକ ସାପ ଏମିତି ମଧ୍ୟ ଦେଖିବାକୁ ମିଳେ ଯାହା କୁ ଆମେ ଚିହ୍ନି ପାରି ନଥାଉ।

ଆଉ ସେ କେଉଁ ପ୍ରଜାତି ର ସାପ ଜାଣି ପାରି ନଥାଉ।କିନ୍ତୁ ନାଗ ସାପ କୁ ପ୍ରାୟ ଆମେ ସମସ୍ତେ ଚିହ୍ନି ଥାଉ କାରଣ ଏହା ଭଗବାନ ଶିବ ଙ୍କ ର ଅତିପ୍ରିୟ ହୋଇଥାଏ ବୋଲି ମନାଯାଇ ଥାଏ।

ତେବେ ଏହି ସବୁ ମଧ୍ୟ ରୁ ନାଗ ସାପ ଟି ଅଧିକତର ଗାଁ ଗହଳି ମାନଙ୍କ ରେ ଦେଖିବାକୁ ମିଳିଥାଏ ଓ ଅନେକ ସମୟ ରେ ଦେଖି ଥିବେ ଯେ ନାଗ ସାପ ଘରେ ପଶି ଯାଇଥାଏ। ନାଗ ସାପ ଏକ ବିଷାକ୍ତ ସାପ ଆଉ ସାପ ର ଚୋଟ ରୁ ବଞ୍ଚିବା ସହଜ କଥା ନୁହେଁ । କିନ୍ତୁ ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ଏହି ସାପ ଭଗବାନ ଶିବ ଙ୍କ ର ଅତି ପ୍ରିୟ ଅଟନ୍ତି

କାରଣ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟ ରେ ଏହି ସାପ ମାନେ ଭଗବାନ ଶିବ ଙ୍କ ସହିତ ବିଷ ସେବନ କରିଥିଲେ ଓ ସେବେ ଠାରୁ ଏମାନେ ଭଗବାନ ଶିବ ଙ୍କ ଗଳା ରେ ରହିଛନ୍ତି। ଏମିତି ବି କୁହାଯାଏ ଭଗବାନ ଶିବ ସାପ ବେଶ ରେ ମଧ୍ୟ ଆସି ଥାନ୍ତି। ତେବେ ବର୍ତ୍ତମାନ କାର୍ତ୍ତିକ ମାସ ର ସମୟ ଚାଲିଛି ଆଉ ଏହି ସମୟ ରେ ଭଗବାନ ଶିବ ଙ୍କ ର କୃପା ଦେଖିବାକୁ ମିଳିଛି ।

ଓଡ଼ିଶା ର ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିର ଯେଉଁ ମନ୍ଦିର କଟକ ରେ ଅବସ୍ଥିତ ସେହି ମନ୍ଦିର ପରିସର ରେ ଏକ ନାଗ ସାପ ଦେଖିବାକୁ ମିଳିଛି। ଲୋକ ମାନେ ଏହା ଦେଖି ଅତ୍ୟନ୍ତ ଖୁସି ହୋଇ ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି। କାରଣ ଧବଳେଶ୍ଵର ମନ୍ଦିର ରେ ନାଗ ସାପ ଦେଖିବା ଅର୍ଥ ନାଗ ଦେବତା ଙ୍କ ଦର୍ଶନ କରିବା ସହିତ ସମାନ ହୋଇ ଥାଏ।

ତେବେ ଏହି ସାପ ଟି ମନ୍ଦିର ର ପରିସର ର ଏକ ଗେଟ୍ ର ଗ୍ରିଲ ଦେଇ ଗତି କରୁଥିବା ସମୟ ରେ ଲୋକ ମାନେ ଏହାକୁ ଦେଖି ପାରିଛନ୍ତି ଆଉ କେହି ଜଣେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରି ଦେଇଛି। ଧବଳେଶ୍ଵର ମହା ପ୍ରଭୁ ଙ୍କ ର ଏହା ସାଧାରଣ ଲୋକ ମାନଙ୍କ ପାଇଁ ଏକ ରୂପ ର ଆଶୀର୍ବାଦ ସହିତ ସମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।