BSNL ତରଫରୁ ଗ୍ରାହକ ମାନଙ୍କ ଦୀପାବଳୀ ର ଉପହାର ।। ଏବେ ମାଗଣା ରେ ମିଳିବ ସିମ, ଜାଣନ୍ତୁ କଣ କରିବାକୁ ପଡିବ….

ମାଗଣା ରେ ପାଆନ୍ତୁ ସୀମ କାର୍ଡ । 28 ନଭେମ୍ବର ଜାଏ ମିଳିବ ସୁଯୋଗ । ଫ୍ରି ରେ ସିମକାଡ ସେ ପୁଣି ବିଏସେନେଲ କମ୍ପାନୀ ର । ଯେଉଁଠି ଟେଲିକମ କମ୍ପାନୀ ମାନେ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ସବୁବେଳେ କିଛି ନା କିଛି ନୂଆ ଅଫର ଆଣି ଥାଆନ୍ତି ସେଠୀ ବିଏସେନେଲ ମାଗଣା ରେ ସିମ କାର୍ଡ ବାଣ୍ଟିବାକୁ ଘୋଷଣା କରିଛି ।

ପ୍ରତି ଟି ଶୀମ କାର୍ଡ ପାଇଁ ବିଏସେନେଲ 20 ଟଙ୍କା ଚାର୍ଜ କରୁଥିବା ବେଳେ ଏବେ କିନ୍ତୁ ଏକ ନିର୍ଦ୍ଧିଷ୍ଟ କାଳ ପାଇଁ ବିଏସେନେଲ ମାଗଣା ରେ ସିମ କାର୍ଡ ଯୋଗାଇ ଦେବା ପାଇଁ ଘୋଷଣା କରିଛି । ଆଉ କମ୍ପାନୀ ର ଏଇ ସନ୍ଦର୍ ଅଫର୍ 14 ନଭେମ୍ବର ରୁ 28 ନଭେମ୍ବର ଜାଏ ରହିଛି । ତେବେ କେମିତି ପାଇବେ ମାଗଣା ଶିମ୍ ?

ସାଧାରଣତଃ ଟେଲିକମ କମ୍ପାନୀ ମାନେ ନୂଆ ସୀମ୍ ବଦଳ ରେ କିଛି ନା କିଛି ଟଙ୍କା ଚାର୍ଜ କରି ଥାଆନ୍ତି । ଯାହାକୁ ସେମାନେ FRC ବା ଫାଷ୍ଟ ରିଚାର୍ଜ ରେ ଗ୍ରାହକ ମାନଙ୍କ ଠାରୁ କାଟି ଥାଆନ୍ତି । କିନ୍ତୁ ବିଏସେନେଲ ଗ୍ରାହକ ମାନେ ଯଦି ମାଗଣା ରେ ସିମ କାର୍ଡ ନେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରଥମେ ୧୦୦ ଟଙ୍କା ର ଏକ ରିଚାର୍ଯ କରିବାକୁ ପଡ଼ିବ।

ତେବେ ବଡ଼ କଥା ହେଉଛି ବିଏସେନେଲ ର ଏହି ସୁବିଧା ଦେଶ ବ୍ୟାପି ଲାଗୁ ହୋଇଥିବା ବେଳେ ଆପଣ ନିକଷ୍ଠତ ବିଏସେନେଲ ସେଣ୍ଟର୍ କୁ ଯାଇ ମାଗଣା ଶିମ କାର୍ଡ ପାଇ ପାରିବେ ଏବଂ ମନ ମୁତାବକ FRC କରି ପାରିବେ । ପୂର୍ବରୁ BSNL 599 ଟଙ୍କା ମୂଲ୍ୟ ରେ ଏକ ପ୍ଲଟ ବ୍ୟାଙ୍କ୍ କାର୍ଡ ଲଞ୍ଚ କରି ସାରିଛି ।

ଯାହାର ନାମ ରଖା ଯାଇଛି ଫାଇବର ବେଶିକ ପ୍ଲସ ଓ କମ୍ପାନୀ ର ଏହି ପ୍ଲାନ୍ ରେ ଗ୍ରାହକ ମାନଙ୍କୁ 60 MBPS ସ୍ପିଡ୍ ସହିତ 3300 ଯିବି ଡାଟା ମିଳିବ ।ସେହି ପରି ଏଥିରେ ଡାଟା ଲୀମିଟ ଶେଷ ହେବା ପରେ ପ୍ଲାନ୍ ରେ ମିଳିଥିବା ଇଣ୍ଟରନେଟ ସ୍ପିଡ 2 MBPS କୁ ଖସି ଆସିବ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ପ୍ଲାନ ରେ ବିଏସେନେଲ ଗ୍ରାହକ ମାନଙ୍କୁ 24 ଘଣ୍ଟା ଦେଶ ବ୍ୟାପି କଲ୍ ର ସୁବିଧା ମିଳିବ।

ତେବେ ବର୍ତ୍ତମାନ ଆପଣ ଯଦି ବିଏସେନେଲ ର ଏହି ମାଗଣା ସିମ କାର୍ଡ ମିଳୁଥିବା ସୁବିଧା ର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଙ୍କ ନିକଷ୍ଠତ ବିଏସେନେଲ ଷ୍ଟୋର କୁ ଯାଇ କିଣି ପାରିବେ । ତେବେ ଆଜି କାଲି ର ଏହି ଇଣ୍ଟରନେଟ ଯୁଗ ରେ ବିଏସେନେଲ ର ଏମିତି ନିଷ୍ପତି ଦ୍ଵାରା ଅନେକ ଗ୍ରାହକ ଏହାର ଲାଭ ଉଠାଇ ପାରିବେ। ତେବେ କିଛି ଲୋକ ଏହାକୁ ବିଏସେନେଲ ଗ୍ରାହକ ମାନଙ୍କ ପାଇଁ ଦୀପାବଳୀ ଉପହାର ବୋଲି ମଧ୍ୟ କହୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।