ବଜରଙ୍ଗୀ ଭାଇଯାନ୍ ର ” ମୁନି ” ୪ ବର୍ଷ ରେ ଏତେ ବଦଳି ଯାଇଛନ୍ତି ଫଟୋ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ

ସୁପରହିଟ ଫିଲ୍ମ୍ ବାଜରଙ୍ଗୀ ଭାଇଯାନ୍ କୁ ରିଲିଜ୍ ହେବାର ୫ ବର୍ଷ ହୋଇ ଗଲାଣି । ଏହି ଫିଲ୍ମ୍ ଟି 17 ଜୁଲାଇ 2015 କୁ ରିଲିଜ୍ ହୋଇ ଥିଲା । ଫିଲ୍ମ୍ ଡିରେକ୍ତର କବୀର୍ ଖାନ୍ ଙ୍କୁ ବହୁତ୍ ତାରିଫ୍ କରାଯାଇଥିଲା ଖାସ୍ କରି ଫିଲ୍ମ୍ ର କାଷ୍ଟିଙ୍ଗ ପାଇଁ । ଫିଲ୍ମ୍ ରେ ସଲମାନ୍ ଖାନ୍ , କରୀନା କପୁର ଙ୍କ ବ୍ୟତୀତ ନବଜୁଧିନି ସିଧିକ୍ ପରି ଏକ ନୂଆ ଚେହେରା ଦର୍ଶକ ମାନଙ୍କୁ ଦେଖିବାକୁ ମିଳି ଥିଲା ଯେଉଁ ଚେହେରା ଥିଲା ହର୍ଶୋଲି ମଲାହୋତ୍ରା ଙ୍କ ର ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

ବଜରଙ୍ଗି ଭାଇଯାନ ଫିଲ୍ମ୍ ରେ ମୁନି ର ରୋଲ୍ କରିଥିବା ହର୍ଶୋଲି ଙ୍କ ଅଭିନୟ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥିଲା ତେବେ ବଜରଙ୍ଗୀ ଭାଇଜନ୍ ମୁଭି କୁ 5 ବର୍ଷ ପୁରି ସାରିଛି ତେବେ ଆଜି ଆମେ ମୁନୀ ରୋଲ୍ କରିଥିବା ହର୍ଶୋଲି ଙ୍କ ବିଷୟ ରେ ଜାଣିବା ।

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ରେକର୍ଡ଼ ଭାଙ୍ଗି କମେଇ କରିଥିବା ଫିଲ୍ମ୍ ବଜରଙ୍ଗି ଭାଇଜାନ୍ ଆଜିକୁ 5 ବର୍ଷ ପୂର୍ବେ ରିଲିଜ୍ ହୋଇଥିଲା । ଫିଲ୍ମ୍ ଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା ଓ ଦେଖୁ ଦେଖୁ ଏହି ଫିଲ୍ମ୍ ରେକର୍ଡ଼ ଭଙ୍ଗା କମେଇ ମଧ୍ୟ କରିଥିଲା । ଫିଲ୍ମ୍ ରେ ସଲମାନ୍ ଖାନ୍ ଙ୍କ ସାନ୍ଦାର ଅଭିନୟ ସହ ମୁନି କ୍ୟରେକ୍ତର ରେ ଅଭିନୟ କରିଥିବା ଝିଅ ମଧ୍ୟ ଖୁବ୍ ଭଲ କାମ କରୁଥିଲା ।

ଫିଲ୍ମ୍ ରେ ମୁନି ଚରିତ୍ର ରେ ହର୍ଶୋଲି ମଲାହୋତ୍ରା ଥିଲେ ଓ ସବୁଠୁ ଆଶ୍ଚର୍ଯ୍ୟ କଥା ଅଟେ ଯେ ସେହି ସମୟ ରେ ମୁନି ମାତ୍ର 7 ବର୍ଷ ର ଥିଲେ । ମାତ୍ର ଏତେ ଛୋଟ ବୟସ ରେ ମୁନି ଙ୍କ ର ଏହି ପରି ଅଭିନୟ ଲୋକ ଙ୍କ ମନଙ୍କୁ ଛୁଇଁ ଯାଇଥିଲା ।

ତେବେ ସେତେବେଳେ ୪ ବର୍ଷ ମୁନି ର ଲୁକ ଏବେ ସମ୍ପୂର୍ଣ ବଦଳି ଯାଇଛି । ବର୍ତ୍ତମାନ ସେ ନିଜ ର ଫଟୋ କୁ ନେଇ ଖୁବ୍ ଚର୍ଚ୍ଚା ରେ ରହୁଛନ୍ତି । ସେ ନିଜ ସୋସିଆଲ ମିଡ଼ିଆ ରେ ବହୁତ୍ ଆକର୍ଷିତ ଫଟୋ ସେୟାର କରୁଛନ୍ତି । ତେବେ ସେ ୨୦୦୮ ମସିହା ରେ ମହାରାଷ୍ଟ୍ର ରେ ଜନ୍ମ ଗ୍ରହଣ କରିଥିଲେ।

ତେବେ ହର୍ଶୋଲି ବଜରଙ୍ଗି ଭାଇଜାନ କରିବା ପୂର୍ବ ରୁ ବହୁତ୍ ଟିଭି ସିରିଏଲ୍ କରିଛନ୍ତି ଯେପରି କୁ କୁବୁଲ୍ ହେ , ଫିର୍ ଲଟ ଆଇ ତୃଷା , ସାବଧାନ ଇଣ୍ଡିଆ ପରି ସିରିଏଲ୍ ରେ ଅଭିନୟ କରି ସାରିଛନ୍ତି । ତେବେ 2017 ମସିହା ରେ ସେ ଫିଲ୍ମ୍ ଓ ଧାରାବାହିକ ରୁ ଦୂରେଇ ଯାଇଥିଲେ ଆଉ ନିଜ ର ପାଠ ପଢା ରେ ସମ୍ପୂର୍ଣ ମନ ଦେଉଥିଲେ । କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ରୂପେଲି ପରଦା ରେ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ସେ ଅନେକ ଥର କହିଛନ୍ତି ଯେ କରିନା କୋପୁର ଏବଂ କଟ୍ରାନୀ କୈଫ୍ ତାଙ୍କର ପ୍ରିୟ ଅଭିନେତ୍ରୀ ଅଟନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।