ହେ ଭଗବାନ ! ଏୟାର ହୋଷ୍ଟସ୍ ମାନଙ୍କ ସହ ଘଟିଥାଏ, ଏହିସବୁ କାର୍ଯ୍ୟ ଦେଖିଲା ପରେ ଆପଣ ନିଜକୁ କଣ୍ଟ୍ରୋଲ କରି ପାରିବେନି…..

ଆଜିର ଏହି ଆଧୁନିକ ଦୁନିଆରେ ମହିଳା ମାନେ ଅନେକ ସ୍ତରରେ ଅନେକ କ୍ଷେତ୍ରରେ ନିଜକୁ ସଫଳ ପରିଚିତ କରି ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଆଜିକାଲି ବିଭିନ୍ନ ପଦବୀରେ ନିଜକୁ ପ୍ରତିଷ୍ଠିତ ମଧ୍ୟ କରି ପାରୁଛନ୍ତି। ପୁରୁଷ ମାନଙ୍କ ଭଳି ସେମାନଙ୍କ ପାଇଁ ମଧ୍ୟ ଅନେକ କ୍ଷେତ୍ରରେ ନିଯୁକ୍ତି, ଚାକିରି ସୁଯୋଗ ଆଦି ସୃଷ୍ଟି ହୋଇଥାଏ। ପୁଅ ମାନଙ୍କ ଠାରୁ ବି ବହୁତ୍ ଉଚ୍ଚ ପଦବୀରେ ସେମାନେ ନିଜକୁ ଅବତୀର୍ଣ୍ଣ କରିବାରେ ଆଜିକାଲି ସକ୍ଷମ ହେଉଛନ୍ତି।

ସେମାନଙ୍କ ମଧ୍ୟରୁ ଗୋଟିଏ ଚାକିରି ହେଉଛି ଏୟାର ହୋଷ୍ଟସ୍।ଏହି ଚାକିରି କୁ ଅନେକ ଯୁବତୀ ପସନ୍ଦ କରିଥାନ୍ତି।ଏହା ବହୁତ୍ ସ୍ମାର୍ଟ୍ ଯୋବ୍ ଅଟେ।

ଏଥିରେ ଯୁବତୀ ମାନଙ୍କର ଦକ୍ଷତା ଏବଂ ବ୍ୟକ୍ତିତ୍ଵ ଆକର୍ଷଣୀୟ ହୋଇଥାଏ। ସେମାନେ ନିର୍ଦ୍ଦିଷ୍ଟ ୟୁନିଫର୍ମ ରେ ବହୁତ୍ ଶୃଙ୍ଖଳିତ ଲାଗିଥାନ୍ତୀ।ତେବେ ଏହି ଏୟାର ହୋଷ୍ଟସ୍ ମାନଙ୍କୁ ଅଧିକାଂଶ ସମୟରେ ଫ୍ଲାଇଟ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କର ଅନେକ ହରକତ ଏବଂ ନାନାଦି ପ୍ରକାର ର କାରନାମା କୁ ସହିବାକୁ ପଡ଼ିଥାଏ।

ଯାହା ବିଷୟରେ ଏହି ଏୟାର ହୋଷ୍ଟସ୍ ମାନେ ପରବର୍ତ୍ତୀ ସମୟରେ ପ୍ରକାଶ କରନ୍ତି।ତେବେ ଆପଣ ମାନଙ୍କୁ ସେହି ସମ୍ପର୍କରେ ଆମେ କହିବୁ ଯାହା ଜଣେ ଏୟାର ହୋଷ୍ଟସ୍ ତାଙ୍କ ଅନୁଭୂତି ଏବଂ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ସହ ଘଟିଥିବା ଘଟଣା କୁ ଉଲ୍ଲେଖ କରିଥିଲେ ପରବର୍ତ୍ତୀ ସମୟରେ।

ତେବେ ତାଙ୍କ କହିବା ଅନୁସାରେ, ଏମିତି ରେ ଫ୍ଲାଇଟ ରେ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀ ମାନେ ଯେତେବଳେ ଫ୍ଲାଇଟ ଟି ବିଳମ୍ବ ଥାଏ ବା କେଉଁଠି ଅଟକି ଥାଏ ସେହି ସମୟରେ ସେମାନେ ନିଜର ପୋଷାକ ଖୋଲି ଦେଇଥାନ୍ତି। ସେମାନେ ଘରେ ରହିବା ସମୟରେ ଲୋକେ ଯେମିତି ବ୍ୟବହାର ଦେଖାଇଥାନ୍ତି ସେହିଭଳି ସେମାନେ ବ୍ୟବହାର ପ୍ରଦର୍ଶନ କରନ୍ତି।

କେତେକାଂଶରେ ସେମାନେ ପୋଷାକ ଖୋଲି ସେଠାରେ ନିଜସ୍ଵ ଢଙ୍ଗରେ ଯେମିତି ଘରେ ସୋଇଥାନ୍ତି ସେମିତି ଶୋଇ ପଡନ୍ତି। ଯଦିଓ ଇଣ୍ଟରନେଶନାଲ ଫ୍ଲାଇଟ ରେ ମଦ୍ୟପାନ କରିବାର ସୁବିଧା ନାହିଁ ତଥାପି ସେମାନେ ଏହାକୁ ନମାନି ଏହିସବୁ କାର୍ଯ୍ୟ କରିଥାନ୍ତି। ଅନେକ ସମସ୍ୟା ସୃଷ୍ଟି କରନ୍ତି।

ଯାହାକୁ ସହ୍ୟ କରିବା ଏୟାର ହୋଷ୍ଟସ୍ ମାନଙ୍କ ପାଇଁ ସମସ୍ୟା ପାଲଟି ଯାଏ। ହଇରାଣ ହରକତ କରି ବା ଦ୍ବାରା ଏୟାର ହୋଷ୍ଟସ୍ ମାନେ ବହୁତ ଦ୍ଵିଧାବୋଧ ଅନୁଭବ କରନ୍ତି। ସେହିପରି ଥରେ ଜଣେ ମହିଳା ଯାତ୍ରୀ ହଠାତ୍ ଦୋୖଡି ଯାଇ ମହିଳା ହୋଷ୍ଟସ୍ ଙ୍କ କୋଳରେ ବସି ପଡ଼ିଲେ ଏବ ଯେତେବେଳେ ଏୟାର ହୋଷ୍ଟସ୍ ପଚାରିଲେ କି ଆପଣ ଲାଟ୍ରିନ ଯିବେ କି,ତାପରେ ମହିଳା ଯାତ୍ରୀ ଜଣଙ୍କ କହିଲେ ନାହିଁ।

ଏହାପରେ ସେ ଆଙ୍ଗୁଳି ବାହାର କରି ଚୁସିବାକୁ ଲାଗିଲେ ଏବଂ ପୁଣି ଯେତେବେଳେ ହୋଷ୍ଟସ୍ ପଚାରିଲେ ଯାତ୍ରୀ ଜଣଙ୍କ କହିଲେ କି ସେ ଚମକି ପଡ଼ିବା ବା ଭୟଭୀତ ହୋଇ ଯିବାର ଔଷଧ ନେଇ ନାହାଁନ୍ତି। ଏହିଭଳି ନାନା ହରକତ ର ଶିକାର ହୋଇଥାନ୍ତି ଏୟାର ହୋଷ୍ଟସ୍ ମାନେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।