ଶୀଘ୍ର ଗର୍ଭବତୀ ହେବାର ସହଜ ଉପାୟ,୧୦୦% ଗ୍ୟାରେଣ୍ଟି

ଗର୍ଭବତୀ ଗର୍ଭବତୀ ହେବା ସବୁ ମହିଳା ମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି । କିନ୍ତୁ ଅନେକ ମହିଳା ଏହି ଅନୁଭୂତି ରୁ ବଞ୍ଚିତ ହୋଇ ଥାଆନ୍ତି । ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଗର୍ଭବତୀ ହୋଇ ପାରି ନାହାଁନ୍ତି । ତେଣୁ ଆଜି ଆମେ କିଛି ଉପାୟ ବିଷୟ ରେ ଜାଣିବା ଯାହା ଦ୍ଵାରା ଶୀଘ୍ର ଗର୍ଭବତୀ ହୋଇ ପାରିବେ । ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ , ଗର୍ଭ ଧାରଣ କରିବା ପାଇଁ ଚାହୁଁଥିଲେ ଏହାର ତିନି ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ ।

ଯଦି ଆପଣ ଲମ୍ବା ସମୟ ଜାଏ ଗର୍ଭ ନିରୋଧକ ବଟିକା ସେବନ କରି ଥାଆନ୍ତି ତେବେ ଏହା ଗର୍ଭ ଧାରଣ ରେ ବହୁତ୍ ଅସୁବିଧା ହୋଇଥାଏ ତେଣୁ ଏହାର ତିନି ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ ।

ସଠିକ୍ ସମୟ ରେ ସହବାସ କରନ୍ତୁ , ଗର୍ଭବତୀ ହେବା ପାଇଁ ଠିକ୍ ସମୟ ରେ ସହବାସ କରିବା ନିହାତି ଆବଶ୍ୟକ ହୋଇ ଥାଏ । ତେବେ ଏମିତି କିଛି ଦିନ ଥାଏ ଯେଉଁ ଦିନ ରେ ସହବାସ କରିବା ଦ୍ଵାରା ଗର୍ଭବତୀ ହେବାର ଅଧିକ ସମ୍ଭାବନା ଥାଏ ।ଏହି ଦିନ ଗୁଡିକ ମାସିକ ଋତସ୍ରାବ ମଧ୍ୟ ରେ ହୋଇ ଥାଏ ।

ମାସିକ ଧର୍ମ ର 11 ଦିନ ପରେ ପାଞ୍ଚ ଦିନ ଲଗାତାର ସହବାସ କରିବା ଦ୍ଵାରା ଗର୍ଭବତୀ ହେବାର ସମ୍ଭାବନା ଅଧିକ ଥାଏ । ଏହାର 20 ଦିନ ପରେ ସହବାସ କରିଲେ ଗର୍ଭ ଧାରଣ ର ଅଧିକ ସମ୍ଭାବନା ନଥାଏ । ତେଣୁ ଆପଣ ପ୍ରଥମେ ଆପଣ ଙ୍କ ପିରିଆଡ ଡେଟ୍ କୁ ନୋଟ୍ କରି ରଖନ୍ତୁ । ଏହା ପରେ ସହବାସ କରନ୍ତୁ । ପୁରୁଷ ର ଷ୍ପର୍ମ ମହିଳା ଙ୍କ ଗର୍ଭାଶୟ କୁ ଯିବାର 24-48 ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ । ଗର୍ଭ ଧାରଣ ପାଇଁ ସୁସ୍ଥ ସ୍ପର୍ମ୍ ଆବଶ୍ୟକ ହୁଏ।ତେଣୁ ସେହି ସମୟ ରେ ଅଧିକ ସହବାସ କରନ୍ତୁ ।

ସହବାସ କରିବା ପରେ ମହିଳା ମାନଙ୍କୁ ବେଡ୍ ରେ ଅଧ ଘଣ୍ଟା ଜାଏ ଚିତି ହୋଇ ଶୋଇବା ଆବଶ୍ୟକ ।ଏହା ଦ୍ଵାରା ସ୍ପର୍ମ ଠିକ୍ ସମୟ ର ପହଞ୍ଚି ପାରି ଥାଏ ଓ ଫର୍ତିଲାଇଜେଶନ କରିବାରେ ସକ୍ଷମ ହୋଇ ଥାଏ ।

ନିଶା ଦ୍ରବ୍ୟ ସେବନ ରୁ ଦୂରେଇ ରୁହନ୍ତୁ , ଯଦି ଆପଣ କିମ୍ବା ଆପଣ ଙ୍କ ସ୍ବାମୀ ନିଶା ଦ୍ରବ୍ୟ ସେବନ କରିଥାନ୍ତି ତେବେ ଏହି ସମୟ ରେ ନିଶା ଦ୍ରବ୍ୟ ସେବନ ରୁ ଦୂରେଇ ରୁହନ୍ତୁ କାରଣ ନିଶା ଦ୍ରବ୍ୟ ର ସେବନ ଦ୍ଵାରା ପ୍ରଯୋଜନ କ୍ଷମତା ହ୍ରାସ ପାଇ ଥାଏ ।

ମାନସିକ ଚାପ ରୁ ଦୂରେଇ ରୁହନ୍ତୁ , ଏହି ସମୟ ରେ ଯେତେ ସମ୍ଭବ ଷ୍ଟ୍ରେସ , ମାନସିକ ଚାପ ରୁ ଦୂରେଇ ରୁହନ୍ତୁ। କାରଣ ଏହା ଦ୍ଵାରା ହାର୍ମୋନ ସନ୍ତୁଳନ ବିଗିଡ଼ି ଥାଏ । ତେଣୁ ଏହି ସବୁ ଜିନିଷ ରୁ ଦୂରେଇ ରୁହନ୍ତୁ ।

ପ୍ରତିଦିନ ବ୍ୟାୟାମ କରନ୍ତୁ , ଗର୍ଭ ଧାରଣ କରିବା ପାଇଁ ଚାହୁଁଥିବା ମହିଳା ମାନେ ପ୍ରତିଦିନ ବ୍ୟାୟାମ କରନ୍ତୁ ଏହା ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ଗର୍ଭବତୀ ହେବାର ସମ୍ଭାବନା ଥାଏ ।

ଏହା ସହିତ ଫଳ ଓ ପନିପରିବା ଖାଇବା ଆବଶ୍ୟକ । ଏହା ସହିତ ଗର୍ଭବତୀ ହେବା ପାଇଁ ଚାହୁଁ ମହିଳା ମାନେ ରକ୍ତ ପରୀକ୍ଷା କରି ହିମୋଗ୍ଲୋବିନି ଓ ଆଇରନ ବଟିକା ଖାଇବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।