ଶୀତ ଦିନେ ଗୋଡ ଫାଟୁ ଥିଲେ ନିଶ୍ଚୟ କରନ୍ତୁ ଏହି ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ

ବର୍ତ୍ତମାନ ଶୀତ ଋତୁ ଆସି ଯାଇଛି ।ଏହି ଶୀତ ଋତୁ ଗୋଡ଼ ଫାଟିବା , ଓଠ ଫାଟିବା ଆଦି ସମସ୍ତଙ୍କ ପାଇଁ ଏକ ସାଧାରଣ ସମସ୍ୟା ଅଟେ । ଶୀତ ଋତୁ ଆସିବା କ୍ଷଣି ସମସ୍ତଙ୍କ ଗୋଡ ହାତ ଫାଟିବା ଆରମ୍ଭ ହୋଇ ଯାଏ ।ତେବେ ଏହା ଏକ ସାଧାରଣ ସମସ୍ୟା ଅଟେ ଆଉ ଏହି ସମସ୍ୟା ସମସ୍ତଙ୍କ ର ହୋଇଥାଏ । ଅନେକ ଲୋକ ଙ୍କ ଗୋଡ଼ ବହୁତ୍ ପରିମାଣ ରେ ଫାଟି ଥାଏ ଯାହା ଯୋଗୁ ସେ ଅନେକ ସମସ୍ୟା ର ସମୁଖୀନ କରି ଥାଆନ୍ତି।

ତେବେ ଆଜି ଆମେ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହା ଦ୍ଵାରା ଆପଣ ଙ୍କ ଗୋଡ଼ ଫଟା ସମସ୍ୟା ସବୁଦିନ ପାଇଁ ଦୁର ହୋଇଯିବ । ତେବେ ଆସନ୍ତୁ ଜାଣିବା ।

ଏହି ଉପଚାର ଟି ଅତି ସହଜ ଓ ସରଳ ଉପାୟ ଅଟେ। ଏହା ସମ୍ପୂର୍ଣ ପ୍ରାକୃତିକ ଉପାୟ ଓ ଏଥିରେ ବ୍ୟବହାର ହେଉ ଥିବା ସାମଗ୍ରୀ ଆପଣ ଙ୍କୁ ଅତି ସହଜ ରେ ଆପଣ ଙ୍କ ରୋଷେଇ ଘରେ ମିଳିଯିବ । ତେବେ ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆଳୁ ଆବଶ୍ୟକ । ଗୋଟିଏ ମିଦିଆମ୍ ସାଇଜ ର ଆଳୁ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହା ପରେ ଏହାକୁ କଟର ସାହାର୍ଯ୍ୟ ରେ କାଟି ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏହା ପରେ ଏକ ସଫା ପାତ୍ର ରେ ଏହାର ରସ ବାହାର କରି ଦିଅନ୍ତୁ। ଏହା ପରେ ଏକ ଲେମ୍ବୁ ନିଅନ୍ତୁ ଏହାକୁ ଦୁଇ ଫାଳ କରି ଗୋଟିଏ ଲେମ୍ବୁ ର ରସ କୁ ସେହି ଆଳୁ ରସ ରେ ଚିପୁଡ଼ି ମିଶାଇ ଦିଅନ୍ତୁ ।

 

ଏହାକୁ କିଛି ସମୟ ପାଇଁ ଗୋଳାନ୍ତୁ । ଏହା ପରେ ଏଥିରେ ଆପଣ ଏକ ଚାମଚ୍ ର ପେଷ୍ଟ ଯେଉଁ ବି ପେଷ୍ଟ ହେଲେ ଚଳିବ । ଏଥିରେ ଆପଣ ଏହି ଏକ ଚାମଚ୍ ପେଷ୍ଟ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ଆପଣ ଏକ ଚାମଚ୍ ଲୁଣ ମିଶାଇ ଦିଅନ୍ତୁ । ଲୁଣ ମିଶାଇ ଏହି ମିଶ୍ରଣ କୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ ଯେମିତି ଏହି ସବୁ ସାମଗ୍ରୀ ର ଉପକାରୀ ତତ୍ତ୍ଵ ଭଲ ଭାବରେ ମିଶି ଯିବ ।

ଏହା ପରେ ଏହାକୁ ଆପଣ ଙ୍କ ର ଗୋଡ଼ ଯେଉଁଠି ଫାଟି ଅଛି ସେହି ସ୍ଥାନ ରେ ହାଲୁକା ଭାବରେ ଲେମ୍ବୁ ଚୋପା ସାହାର୍ଯ୍ୟ ରେ ହାଲୁକା ଭାବରେ ଘସନ୍ତୁ । ଏହାକୁ ଲଗାଇ ସାରିବା ପରେ କିଛି ସମୟ ଛାଡ଼ି ଦିଅନ୍ତୁ । ଏହା ପରେ ଗୋଡ଼ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଏହା ଏକ ପ୍ରାକୃତିକ ଉପାୟ ଅଟେ ।।ଏହାକୁ ପ୍ରତିଦିନ ଲଗାଇବା ଦ୍ଵାରା ଆପଣ ଙ୍କ ଗୋଡ଼ ଫଟା ସମସ୍ୟା ଭଲ ହୋଇ ଥାଏ । ଏହା ଏକ ଘରୋଇ ଉପଚାର ତେଣୁ ଏଥିରୁ କିଛି ବି ସାଇଡ ଇଫେକ୍ଟ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।