ନିଜ ଝିଅ ବୟସ ର ଯୁବତୀ କୁ ବିବାହ କରି ସୁଇମିଙ୍ଗ ପୁଲ ରେ ରୋମାନ୍ସ କରୁଥିବାର ନଜର ଆସିଲେ ଏହି ବଲିଉଡ୍ ଅଭିନେତା, ଦେଖିଲେ ନିଜକୁ କଣ୍ଟ୍ରୋଲ କରିପାରିବେନି……

ଆପଣ ମାନେ ତ ବଲିଉଡ୍ ଓ ସାଉଥ୍ ଫିଲ୍ମ ର ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ଙ୍କୁ ଭଲ ଭାବରେ ଜାଣିଥିବେ । ସେ ବଲିଉଡ୍ ମୁଭି କରିବା ସହିତ ସାଉଥ୍ ମୁଭି ମଧ୍ୟ କରି ଥାଆନ୍ତି ।କେବେ ସେ ଫିଲ୍ମ୍ ର ଭିଲିଆନ ରୂପରେ ନଜର ଆସିଥାନ୍ତି ତ କେବେ ବହୁତ୍ ଭଲ ପଯେଟିଭ ଚରିତ୍ର ରେ ଅଭିନୟ ମଧ୍ୟ କରି ଥାଆନ୍ତି ।
ତେବେ ଦର୍ଶକ ମାନେ ତାଙ୍କୁ ସବୁ ଭୂମିକା ରେ ଦେଖିଛନ୍ତି ଓ ତାଙ୍କ ଅଭିନୟ କୁ ସବୁବେଳେ ସମସ୍ତେ ଖୁବ୍ ପସନ୍ଦ କରିଛନ୍ତି। ପ୍ରକାଶ ରାଜ୍ ବଲିଉଡ୍ ରେ ପ୍ରଥମେ ୱାଣ୍ଟେଡ ମୁଭି ଜରିଆ ରେ ନଜର ଆସିଥିଲେ ।

ଆଉ ତାଙ୍କର ସେହି ଫିଲ୍ମ୍ ର ଅଭିନୟ କୁ ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ପ୍ରକାଶ ରାଜ୍ ଲକ୍ ଡାଉନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଆକ୍ତିଭ ରହୁଛନ୍ତି । ନିକଟ ରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ନିଜ ଦିତୀୟ ପତ୍ନୀ ଙ୍କ ସହିତ ସୁଇମିଂ ପୂଲ୍ ରେ ମସ୍ତି କରିଥିବାର ଫଟୋ ସେୟାର କରିଛନ୍ତି । ତେବେ ଏହି ଫଟୋ ସେୟାର କରି ସେ ନିଜ ପ୍ରଶଂସକ ମାନଙ୍କ ର ଟ୍ରଲ୍ ଶିକାର ହୋଇଛନ୍ତି । କାରଣ ତାଙ୍କ ପତ୍ନୀ ତାଙ୍କ ଠାରୁ ବହୁତ୍ ସାନ ଦେଖା ଯାଉଛନ୍ତି।

ତେଣୁ କିଛି ଫ୍ୟାନ ମାନେ ତାଙ୍କୁ କମେଣ୍ଟ କରିଛନ୍ତି ସେ କଣ ଆପଣଙ୍କ ଝିଅ କି ତ ଆଉ କିଏ ତାଙ୍କୁ ବୁଢ଼ା ବୋଲି କହିଛନ୍ତି। ତାଙ୍କ ଏହି ଫଟୋ ର ଦର୍ଶକ ମାନେ ଖୁବ୍ ମଜାକ ଉଡ଼ାଇ ଅଛନ୍ତି। ତେବେ ଜଣାଇ ଦେଉଛୁ ଯେ ପ୍ରକାଶ ରାଜ୍ ଦୁଇ ଥର ବିବାହ କରିଛନ୍ତି । ସେ ୧୯୯୪ ମସିହା ରେ ଲଳିତା ନାମକ ଝିଅ କୁ ପ୍ରଥମ ବିବାହ କରିଥିଲେ।

କେବଳ ଏତିକି ନୁହେଁ ଲଳିତା ଆଉ ତାଙ୍କ ର ଦୁଇ ଟି ଝିଅ ଯାହାଙ୍କ ନାମ ପୂଜା ଓ ମେଘନା ଓ ଗୋଟିଏ ପୁଅ ଯାହାଙ୍କ ନାମ ସିନ୍ଧୁ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ବିବାହ ଠିକ୍ ରୂପେ ଚାଲିଲା ନାହିଁ ଓ ସେ ନିଜ ପ୍ରଥମ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ର ଦେବା ପରେ ସେ ୨୦୧୦ ମସିହା ରେ ଦ୍ଵିତୀୟ ବିବାହ କରିଥିଲେ ।

ତାଙ୍କ ଦ୍ଵିତୀୟ ପତ୍ନୀ ଙ୍କ ନାମ ବର୍ମା ଅଟେ । ତେବେ ଜଣାଇ ଦେଉଛୁ ଯେ ପ୍ରକାଶ ଙ୍କ ଠାରୁ ତାଙ୍କ ପତ୍ନୀ ବର୍ମା ବୟସ ରେ ଖୁବ୍ ସାନ ଅଟନ୍ତି । ଆଉ ବର୍ତ୍ତମାନ ସେ ନିଜ ଦ୍ଵିତୀୟ ପତ୍ନୀ ଙ୍କ ସହିତ ଫଟୋ ସେୟାର କରି ଲଜ୍ଜିତ ହୋଇଛନ୍ତି। ବର୍ମା ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ଆକ୍ତିଭ ରୁହନ୍ତି ଓ ନିଜ ସ୍ୱାନ ଙ୍କ ସହିତ ସବୁବେଳେ ଫଟୋ ସେୟାର କରନ୍ତି। ପ୍ରକାଶ ରାଜ୍ ଙ୍କ କ୍ୟାରିୟର ବିଷୟ ରେ ଯଦି କହିବା ତେବେ ସେ ୧୦୦ ରୁ ଅଧିକ ସାଉଥ୍ ଫିଲ୍ମ କରି ସାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।