ମହାମୃତ୍ୟୁଞ୍ଜୟ ମନ୍ତ୍ର ! ଏହି ମହାମନ୍ତ୍ରକୁ ସକାଳେ ୩ ଥର ଜପ କରନ୍ତୁ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ

ଆଜି କାଲି ଲୋକେ ସବୁବେଳେ ବ୍ୟସ୍ତ ରେ ରହୁଛନ୍ତି l ଆଉ ଲୋକ ସବୁ ବେଳେ ଅଶାନ୍ତି ରେ ରହୁଛନ୍ତି l ମନୁଷ୍ୟ ନିଜର ଜୀବନରେ କେବେବି ଅଶାନ୍ତି ରେ ରହିବାକୁ ଇଚ୍ଛା କରନ୍ତି ନାହିଁ l ଆମେ ଆପଣଙ୍କୁ ଏମିତି ମନ୍ତ୍ର ବିଷୟରେ କହିବି ଯାହାକୁ ଆପଣ ଦିନରେ ମାତ୍ର ତିନି ଥର ହୃଦୟର ସହିତ ଜପ କଲେ ମନୁଷ୍ୟ ଜୀବନରେ ସବୁ ବେଳେ ଶାନ୍ତି ଲାଗିରହିବ l

କେବେବି ଆପଣ ନିଜ ଜୀବନ ଚଲା ପଥରେ ଚାଲିବାରେ ଆପଣଙ୍କ ର କେବେବି ଅସୁବିଧା ଆସିବ ନାହିଁ lମନୁଷ୍ୟ ଏହି ମନ୍ତ୍ରକୁ ଜପ କଲା ସମୟରେ ଏହି ମନ୍ତ୍ର ଶକ୍ତିରେ ମନୁଷ୍ୟ ଚାରି ପାଖରେ ଏକ ସୁରକ୍ଷା ବଳୟ ହୋଇଯାଏ ।

ଯାହା ଦ୍ୱାରା ମନୁଷ୍ୟର କେବେବି ଅନିଷ୍ଟ ହେବ ନାହିଁ l ଆପଣ ମାନେ ଏହି ମନ୍ତ୍ର କୁ ଜପ କଲେ ଆପଣ ସବୁ ବେଳେ ସଫଳତା ପାଇବେ l ଏହି ମନ୍ତ୍ର ଶକ୍ତିରେ ଐସୂର୍ଯ୍ୟ ପ୍ରାପ୍ତି ହୋଇ ଥାଏ l ଏହି ମନ୍ତ୍ରରେ ସମସ୍ତ ଆଧ୍ୟାତ୍ମିକ ଶକ୍ତି ଅଛି ତେଣୁ ଏହି ମନ୍ତ୍ର କୁ ମୃତ୍ୟୁଞ୍ଜୟ ମହାମନ୍ତ୍ର କୁହାଯାଏ l ସେହି ମନ୍ତ୍ର ଟି ହେଉଛି ଯଥା –

”ଓଁ ତ୍ରୟମ୍ବକମ ୟଯା ମହେ ସୁଗନ୍ଧିମ ପୁଷ୍ଟିବର୍ଦ୍ଧନମ
ଉର୍ବlରୁକମିବ ବନ୍ଧନାତ ମୃତ୍ୟୁମୋକ୍ଷ ମାମୃତାତ l “
ହରିଓଁ ନମଃ ଶିବାୟ l

ଏହି ମନ୍ତ୍ର ହେଉଛି ଭଗବାନ ଶିବ ଙ୍କର ମହାମନ୍ତ୍ର ଏହି ମନ୍ତ୍ରକୁ ଜପ କଲେ ଭଗବାନ ଶିବଙ୍କର କୃପା ଲାଭ ହୋଇ ଥାଏ ତେଣୁ ସେହି ମନ୍ତ୍ରକୁ ଜପ କଲେ ଶିବଙ୍କ ଦୟାରୁ ଜୀବନରେ ବିପଦ ଆସିବ ନାହିଁ l ଏହି ମନ୍ତ୍ର ଦ୍ୱାରା ଜୀବନ ସୁଖମୟ ହୋଇ ଥାଏ l ଏହି ମନ୍ତ୍ର କୁ ଦିନରେ ତିନି ଟାଇମ ଜପ କଲେ ଆଧ୍ୟାତ୍ମିକ ଶକ୍ତି ବଢିଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଏହି ମନ୍ତ୍ର କୁ ଆପଣ ପ୍ରତିଦିନ ଜପ କରୁଥିଲେ ଆପଣ ଆପଣଙ୍କ ଜୀବନରେ ଆସୁଥିବl ବିପଦ କୁ ଜାଣିପାରିବେ ବିପଦ ଆସିବା ପୂର୍ବରୁ l

ଏହି ମନ୍ତ୍ରକୁ ଜପ କଲେ ଯେତେ ବିପଦ ଆସିଲେ ବି ଆପଣ ବିଚଳିତ ହେବେ ନାହିଁ କାରଣ ଏହା ଦ୍ୱାରା ମନୁଷ୍ୟର ଆତ୍ମ ବିଶ୍ୱାସ ବଢିଯାଏ l ଏହି ମନ୍ତ୍ର ଯେଉଁ ଘରେ ପ୍ରତି ଦିନ ଜପ ହୁଏ ସେ ଘରେ ସମସ୍ତଙ୍କ ଉପରେ ଭଗବାନ ଶିବଙ୍କର ଦୟା ରହିଥାଏ l ଏହି ମନ୍ତ୍ର ଜପ ହେଉଥିଲେ ଆପଣଙ୍କ ଘରେ କୌଣସି ପ୍ରକାରର ଅଶୁଭ ଶକ୍ତି ରହିବ ନାହିଁ l

ଏହି ମନ୍ତ୍ରକୁ ଜପ କରୁଥିବା ବ୍ୟକ୍ତି ଦେହରେ ଏକ ପ୍ରକର ସୁରକ୍ଷା ବଳୟ ରହିଥାଏ ଯାହା ଆପଣଙ୍କୁ ସବୁ ବିପଦରୁ ରକ୍ଷା କରିବା ସହ ଆପଣ ସବୁ ବେଳେ ବିପଦ ଆସିବା ପୂର୍ବରୁ ଜାଣି ପାରିବେ l ତେଣୁ ଏହି ମହାମନ୍ତ୍ରକୁ ସକାଳୁ ଉଠିଲେ କୌଣସି ଏକ ଶାନ୍ତ ବାତାବରଣ ରେ ବସି ଏହି ମନ୍ତ୍ରକୁ ଜପ କରନ୍ତୁ l ଯଦି ଦିନରେ ତିନି ଥର ଜପ କରନ୍ତି ତାହାଲେ ଅଧିକ ଲାଭ ମିଳିଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।