ପୁଅ ମାନଙ୍କର କେଉଁ ଅଙ୍ଗ ପ୍ରତି ଝିଅ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି ଜାଣନ୍ତୁ, କେବଳ ପୁଅ ମାନେ ହିଁ ଦେଖନ୍ତୁ

ସାଧାରଣ ଭାବରେ ଆମେ ଜାଣିଛୁ ଯେ ନାରୀ ଏବଂ ପୁରୁଷ ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି। ପୁଅ ମାନଙ୍କର ଝିଅ ମାନଂକ ପ୍ରତି ଏକ ସ୍ବତନ୍ତ୍ର ଭାବନା ରହିଥାଏ ଏବଂ ଝିଅ ମାନଂକ ର ମଧ୍ୟ ପୁଅ ମାନଙ୍କ ପ୍ରତି ଏକ ଆକର୍ଷଣ ରହିଥାଏ। ପରଷ୍ପର ପ୍ରତି ଆକର୍ଷଣ ହେତୁ ସେମାନେ ନିଜ ନିଜର ଶାରିରୀକ ବିକାଶ ଏବଂ ସୌନ୍ଦର୍ଯ୍ୟ ପ୍ରତି ଚିନ୍ତିତ ଥାଆନ୍ତି। ସୁନ୍ଦର ଏବଂ ସୁଢଳ ଶରୀର ପ୍ରସ୍ତୁତି ରେ ଧ୍ୟାନ ଦେଇଥାନ୍ତି।

କାରଣ ଯଦି ସେମାନଙ୍କ ଶରୀର ଆକର୍ଷିତ ହେବ ତେବେ ଏହା ଅନ୍ୟ ଏକ ପୁଅ ବା ଝିଅ କୁ ଆକର୍ଷିତ କରିବ। ଏହି ଶାରିରୀକ ଖୁସି ପାଇବାକୁ ମଧ୍ୟ ବୟସର ଅଗ୍ରଗତି ଅନୁସାରେ ଆଶା କରିଥାନ୍ତି।

ପୁଅଙ୍କ ଶରୀରର ଏମିତି ଏକ ଜିନିଷ ଅଛି ଯାହାକୁ ଦେଖିବାକୁ ଝିଅ ମାନେ ପାଗଳ ହୋଇଥାନ୍ତି ଏବଂ ଦେଖିବାକୁ ଇଚ୍ଛା ମଧ୍ୟ କରିଥାନ୍ତି।କାରଣ ଏହା କୁ ଦେଖି ଝିଅ ମାନେ ସେହି ପୁଅ ର ବ୍ୟକ୍ତିତ୍ଵ ବିଷୟରେ ଜାଣି ପାରନ୍ତି ଏବଂ ଏହା ମଧ୍ୟ ଜାଣି ପାରନ୍ତି ଯେ ସେହି ପୁଅ ର ସ୍ଵଭାବ ହିସାବରେ ସେ କେମିତି ଗୋଟିଏ ଝିଅ କୁ ପ୍ରେମ କରି ପାରିବ ଏବଂ ଭଲପାଇବା ଦେଇ ପାରିବ।

ଏହା ସହିତ ଝିଅ ମାନଙ୍କୁ ସୁରକ୍ଷା ମଧ୍ୟ ଦେଇ ପାରିବ।ଆସନ୍ତୁ ଜାଣିବା ପୁଅ ମାନଙ୍କର ସେହି ଜିନିଷ ବିଷୟରେ ଯାହାକୁ ଦେଖି ଝିଅମାନେ ପୁଅ କୁ ଭଳପାଇଥନ୍ତି ଏବଂ ସେମାନଙ୍କୁ ସେଇ ପୁଅ ସହ ପ୍ରେମ ହୋଇଯାଇଥାଏ।

୧) ଛାତି- ଝିଅ ମାନେ ପୁଅ ମାନଙ୍କର ଛାତି କୁ ପସନ୍ଦ କରନ୍ତି ଓ ଛାତି ର ଉଚ୍ଚତା କୁ ଦେଖି ଆକର୍ଷିତ ହୁଅନ୍ତି। ଏହି ପୁଅ ମାନଙ୍କୁ ଦେଖୁଦେଖୁ ମହିଳା ମାନେ ଅନେକ ସ୍ବପ୍ନ ଦେଖିଥାନ୍ତି ଓ ଭାବିଥାନ୍ତି।

୨) ଓଠ- ପୁଅ ମାନଙ୍କ ଓଠ କୁ ଦେଖି ମହିଳା ମାନେ ଦିୱାନା ହୋଇଯାଆନ୍ତି। ସୁନ୍ଦର ଓ ଆକର୍ଷିତ ଓଠ କୁ ଦେଖି ମହିଳା ମନେ ନିଜକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ। ଝିଅ ମାନଙ୍କର ଓଠ ପ୍ରତି ଏକ ସ୍ବତନ୍ତ୍ର ଆକୃଷ୍ଟ ରହିଥାଏ। ମୁଖ୍ୟତଃ ଗୋଲାପି ଓ ସୁନ୍ଦର ଓଠ କୁ ମହିଳା ମାନେ ପସନ୍ଦ କରିଥାନ୍ତି।

୩) ଚଉଡା ପିଠି- ଏକ ସର୍ଭେ ରୁ ଜଣା ପଡିଛି ଯେ ମହିଳା ମାନେ ପୁଅ ମାନଙ୍କର ପିଠି କୁ ବହୁତ୍ ପଶନ୍ଦ କରିଥାଆନ୍ତି ଓ ଯେଉଁ ପୁରୁଷ ର ଚଉଡ଼ା ଏବଂ ସୁନ୍ଦର ପିଠି ଥାଏ ଝିଅ ମାନେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ପାଗଳ ହୋଇଥାଆନ୍ତି ଓ ସେମାନଙ୍କୁ ପ୍ରେମ କରିବାକୁ ମଧ୍ୟ ଇଚ୍ଛା କରିଥାନ୍ତି।

୪) ଆଖି- ମାସୁମ୍ ଆଖିକୁ ଦେଖି ଝିଅ ମାନଙ୍କର ପୁଅ ମାନଙ୍କ ପ୍ରତି ଏକ ସ୍ବତନ୍ତ୍ର ଆକୃଷ୍ଟତା ବଢ଼ିଥାଏ। ଯେମିତି ଝିଅ ମାନଙ୍କର ସୁନ୍ଦରତା ଆଖି ବଢ଼ାଇଥାଏ ସେହି ପରି ପୁଅ ମାନଙ୍କର ନିରୀହ ଚେହେରା ଓ ସରଳ ଆଖିକୁ ଦେଖି ଝିଅ ମାନେ ପାଗଳ ହୋଇଥାନ୍ତି ଓ ସେମାନଙ୍କୁ ପସନ୍ଦ କରିବା ସହିତ ତାଙ୍କ ପ୍ରତି ପାଗଳ ହୋଇଯାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।