ଦେଖନ୍ତୁ ଭିଡ଼ିଓ । ଗାଆଁ ରେ ହେଉଥିବା ବିବାହ ସମୟରେ ନୂଆ ବୋହୁ ର ଜବରଦସ୍ତ ଡ୍ୟାନ୍ସ । ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

ସଙ୍ଗୀତ ଏବଂ ନୃତ୍ୟ ହେଉଛି ଏମିତି ଏକ ମନୋରଞ୍ଜନ ର ମାଧ୍ୟମ ଯାହା ଦ୍ଵାରା ଜଣେ ବ୍ୟକ୍ତି ନିଜକୁ ପ୍ରଫୁଲିତ କରିପାରେ। ସଙ୍ଗୀତର ତାଳରେ ଝୁମିଝୁମି ନିଜକୁ ଆନନ୍ଦରେ ହଜେଇ ଦେବାକୁ ସମସ୍ତେ ଚିନ୍ତା କରନ୍ତି। କାରଣ ସଙ୍ଗୀତ ହେଉଛି ଚିତ୍ତ ବିନୋଦନ ର ଏକ ମାଧ୍ୟମ। ସେହିପରି ସିନେମା ଜଗତରେ ଏମିତି ବହୁତ୍ କିଛି ଗୀତ ରହିଛି  ।

ଯାହାର ତାଳରେ ନାଚି ହଜି ଯିବାକୁ ଦର୍ଶକ ମାନେ ପସନ୍ଦ କରନ୍ତି ଓ ସେହି ନୃତ୍ୟ ର ଭିଡିଓ ରେକର୍ଡ କରି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଯେମିତିକି ଇନଷ୍ଟା ଗ୍ରାମ ହେଉକୀ ଫେସବୁକ୍ ହେଉ।

ନିଜର ପ୍ରତିଭା ଦେଖାଇବା ପାଇଁ ସୋସିଆଲ ମିଡ଼ିଆ ଏକ ମୁଖ୍ୟ ମାଧ୍ୟମ ଏବେ ପାଲଟିଛି। ଯାହା ସେମାନଙ୍କୁ ଚର୍ଚ୍ଚିତ କରାଉଛି।ଲୋକେ କୌଣସି ଉତ୍ସବ ହେଉ କି କୌଣସି କାର୍ଯ୍ୟକ୍ରମ ହେଉ ମନ ଭରି ଭରପୁର ଡାନ୍ସ କରିବାକୁ ବହୁତ୍ ପଶନ୍ଦ କରିଥାନ୍ତି।ସେହିପରି ଭାବରେ ସଙ୍ଗୀତ ସହ ଜଡ଼ିତ ଏକ ଘଟଣା ଏବେ ଘଟିଛି।

ଏହି ଭିଡିଓରେ ମହିଳା ମାନଙ୍କ ସହିତ ପୁରୁଷ ମଧ୍ୟ ଏମିତି ନୃତ୍ୟ କରୁଛନ୍ତି ଯେ, ତାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ଏହି ଗୀତ ରେ ଯୁବତୀମାନେ ମଧ୍ୟ ଜବରଦସ୍ତ ଡାନ୍ସ କରି ଛନ୍ତି।ତେବେ ଏହି ଡାନ୍ସ ଟି ଏକ ବାହାଘର ର ଯାହା ଏକ ଗ୍ରାମରେ ଘଟିଛି।ଏହି ବାହାଘର ରେ ଏମାନଙ୍କ ର ନୃତ୍ୟ କୁ ଦେଖିଲେ ଆପଣ ବି ଅବାକ୍ ହୋଇଯିବେ।

ସେମାନେ ଏଭଳି ଭାବରେ ନୃତ୍ୟ କରୁଛନ୍ତି ଯେମିତି ସଙ୍ଗୀତରେ ସଂପୂର୍ଣ୍ଣ ହଜି ଯାଇଛନ୍ତି ଓ ଝୁମି ଯାଇଛନ୍ତି। ଆପଣ ଦେଖନ୍ତୁ କିପରି ଭୋଜପୁରୀ ଗୀତରେ କିପରି ମନ ଖୋଲି ସେମାନେ ଏହି ଗୀତକୁ ଉପଭୋଗ କରିବା ସହିତ ନାଚୁଛନ୍ତି ଏବଂ ଏକ ମାହଲ୍ ସୃଷ୍ଟି କରିଛନ୍ତି।ଏହାପରେ ୟୁ ଟ୍ୟୁବ୍ ରେ ଏହା ପୋଷ୍ଟ ହେବା ପରେ ଏହି ଭିଡିଓ କୁ ମିଳିଛି ଅନେକ ଲାଇକ ଓ କମେଣ୍ଟ।

ଏମିତିରେ ଆଜିର ଦୁନିଆରେ ଯଦି ସୋସିଆଲ ମିଡିଆରେ ବ୍ୟବହାର କଥା କହିବା ତେବେ ଏହାର ବ୍ୟବହାର ତ ପ୍ରବଳ ମାତ୍ରା ରେ ହେଉଛି କିନ୍ତୁ ଅଧିକତର ଏହାକୁ ବ୍ୟବହାର କରୁଛନ୍ତି ଯୁବତୀ ମାନେ। ଫଟୋ ହେଉ କିମ୍ବା ଭିଡିଓ ସେସବୁକୁ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଅନ୍ୟ ମାନଙ୍କର ପ୍ରତିକ୍ରିୟା ଜାଣିବା ସହିତ ଲାଇକ ପାଇବା ପାଇଁ ସେମାନଙ୍କ ପାଖରେ ଦେଖା ଯାଇଥାଏ ଏକ ସ୍ଵତନ୍ତ୍ର ଆଗ୍ରହ।

ତେବେ ଏଠାରେ ଏହି ନୃତ୍ୟ ଭିଡିଓ ଟି ପୋଷ୍ଟ ହେବା ପରେ ଲୋକେ ଗ୍ରାମର ଏହି ବାହାଘର ଡାନ୍ସ କୁ ବହୁତ୍ ଉପଭୋଗ କରୁଛନ୍ତି। ବିବାହିତା ମହିଳା, ଯୁବତୀ, ପୁରୁଷ ସମସ୍ତେ ଭୋଜପୁରୀ ଗୀତରେ ଏକ ଭିନ୍ନ ଅନ୍ଦାଜ ରେ ଏଠାରେ ନଜର ଆସୁଛନ୍ତି ଯାହା ଦେଖିଲେ ମନରେ ଏକ କୌତୁହଳ ଜାତ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।