ଦିପାବଳୀ ଦିନ 7ଟି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ ନଥିଲେ ମାଁ ଲକ୍ଷ୍ମୀ ଚାଲିଯିବେ ଅନ୍ୟ ଘରକୁ

ବସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ବସ୍ତୁ ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଦୀପାବଳି ଦିନ ଭୁଲ ରେ ଏହି 7 ଗୋଟି ମୁଖ୍ୟ ଜିନିଷ କାହାକୁ ବି ଦିୟନ୍ତୁ ନାହଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, ଦୀପାବଳି ଦିନ ଲୁହା ର ଜିନିଷ ବା ଷ୍ଟିଲ ର ଜିନିଷ କାହାକୁ ବି ଦାନ ହିସାବ ରେ ଦେବ ନାହିଁ କିନ୍ତୁ ଘରକୁ ଆଣନ୍ତୁ ମାତା ଲକ୍ଷ୍ମୀ ଆସିଥାନ୍ତି l

2, ଏହି ଦିନ ସୀଲକ ର ଶାଢ଼ୀ କାହାକୁ ଦିଅନ୍ତୁ ନାହିଁ l ଅନ୍ୟକୁ ଏହି ଶାଢ଼ୀ ଦେଲେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଥାନ୍ତି l

3, ଘରେ ଥିବା ସୁବର୍ଣ୍ଣ ବା ସୁନା ର କୌଣସି ଜିନିଷ କାହାକୁ ଦିଅନ୍ତୁ ନାହିଁ l ସାଧାରଣତଃ ସୁନା ର ମହାଲକ୍ଷ୍ମୀ ଓ ସୁନା ଗଣେଶ ଏହାକୁ ଦେବେ ନାହିଁ l

4, ସୁନା ରୁପା ର କୌଣସି ଜିନିଷ ଦେବେ ନାହିଁ l

5, ଦୀପାବଳି ଦିନ ତେଲ ଓ ଲବଙ୍ଗ କିଣିବ ନାହିଁ କି ଅନ୍ୟ କାହାକୁ ଏହି ଜିନିଷ ଦାନ କରିବେ ନାହିଁ l ମାତା ଲକ୍ଷ୍ମୀ ରାଗି ଯାଆନ୍ତି l

6, ରୁମାଲ ସମସ୍ତ ଙ୍କର ଅତି ଆବଶ୍ୟକ ଜିନିଷ ହୋଇ ଥାଏ l ତେଣୁ ଏହି ରୁମାଲ କାହାକୁ ବି ଦିଅନ୍ତୁ ନାହିଁ l ଏହି ରୁମାଲ କୁ ଦେଲେ ଘରୁ ଲକ୍ଷ୍ମୀ ଚାଲି ଯାନ୍ତି l ଘରେ କଳହ ଆଦି ଲାଗି ରହି ଥାଏ l

7, ଦୀପାବଳି ଦିନ ଘରକୁ କଳା ର କୌଣସି ଜିନିଷ ଘର କୁ କିଣି ଆଣନ୍ତୁ ନାହିଁ l କି ଘରେ ଥିଲେ ଭୁଲ ରେ ବି କାହାକୁ ଦିଅନ୍ତୁ ନାହିଁ l

ଦୀପାବଳି ଦିନ ଏହି 7 ଟି ଜିନିଷ ଅନ୍ୟକୁ ଦାନ ଦେଲେ ଲକ୍ଷ୍ମୀ ଛଡା ହୋଇ ଯିବେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।