ଶନିବାର ଦିନ ଭୁଲ ରେ ବି ଏହି ୮ଟି ଜିନିଷ ଘରକୁ ଆଣନ୍ତୁ ନାହିଁ ଶନି ଦେବ ଙ୍କ କୋପ ଦୃଷ୍ଟି ପଡିଥାଏ

ଶାସ୍ତ୍ର ଅନୁସାରେ ଶନିବାର କୁ ଶନି ଦେବ ଙ୍କ ବାର ବୋଲି କହନ୍ତି l ଏହି ଦିନେ ଶନି ଦେବ ଙ୍କୁ ପୂଜା ଆଦି କଲେ ଦାନ କଲେ ସମସ୍ତ ମନସ୍କାମନା ପୂରଣ ହୋଇ ଥାଏ l କିନ୍ତୁ ଯଦି ଆମେ ଏହି ଦିନ କିଛି ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମ ଏହି ଜିନିଷ ଗୁଡିକ କେବେ ଶନିବାର ଦିନ ଘରକୁ ଆଣିବା ନାହିଁ ଯଦି ଏହି ନିୟମ କୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଶନିବାର ଦିନ ଭୁଲ ରେ ଏହି 8 ଗୋଟି ମୁଖ୍ୟ ଜିନିଷ ଘରକୁ ଆଣନ୍ତୁ ନାହଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, ଦୀପାବଳି ଦିନ ଲୁହା ର ଜିନିଷ ବା ଷ୍ଟିଲ ର ଜିନିଷ ଘରକୁ ଆଣନ୍ତୁ ନାହିଁ l ରାଜା ବିକ୍ରମl ଦିତ୍ୟ ଶନିବାର ଦିନ ଶନି ଦେବ ଙ୍କୁ ଦାନ ରେ ଲୁହ ର ଚୌକି ଦେଇ ଥିଲେ ତେଣୁ ସେ ରାଗି ଯାଇ ଥିଲେ l ଏହା କରିବା ଅନୁଚିତ l

2, ଏହି ଦିନ ଚମଡା ଜିନିଷ କାହାକୁ ଦିଅନ୍ତୁ ନାହିଁ l ଅନ୍ୟକୁ ଏହିଶନି ଦେବ ରୁଷ୍ଟ ହୋଇ ଥାନ୍ତି l

3, କୋଇଲା ଘରକୁ ଆଣନ୍ତୁ ନାହିଁ

4, କୌଣସି ଝାଡୁ ଆଣନ୍ତୁ ନାହିଁ l

5, ଶନିବାର ଦିନ ତେଲ ଭୁଲ ରେ ବି କିଣନ୍ତୁ ନାହିଁ l

6, କଳା ରାଶି ଘରକୁ ଆଣନ୍ତୁ ନାହିଁ l ଘରେ କଳହ ଆଦି ଲାଗି ରହି ଥାଏ l

7, ଏହି ଦିନ ଘରକୁ କଳା ର କୌଣସି ଜିନିଷ ଘର କୁ କିଣି ଆଣନ୍ତୁ ନାହିଁ l

8, ଲୁଣ, ଏହାକୁ ଶନିବାର ଦିନ ଘରକୁ ଆଣିଲେ ଘରେ ଋଣ ବୃଦ୍ଧି ହୋଇ ଥାଏ l

ଶନିବାର ଦିନ ଏହି 8 ଟି ଜିନିଷ ଘରକୁ ଆଣନ୍ତୁ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।