ଦେଖନ୍ତୁ ଚତ୍ମକାର ! ପୁରୀରେ ମନ୍ଦିର ଭାଙ୍ଗିବାରୁ ପ୍ରକଟ ହେଲେ ସ୍ୱୟଂ ଭଗବାନ, ଏବେ ଭକ୍ତ ଏବଂ ଭଗବାନଙ୍କ ହେବ ମିଳନ…..

ପୁରୀରେ ଜଗନ୍ନାଥ ମନ୍ଦିର ର ଚାରିପାଖରେ ସଫା କରିବା ପାଈଁ ତଥା ଚତୁରପାର୍ଶ୍ଵ ଖାଲି କରା ଯାଇ ସେଠାରେ ଏକ ବିଶ୍ୱ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନରୂପେ ପରିବର୍ତ୍ତନ କରା ଯାଉଛି lଏହି ପରି କରିବାକୁ ଯିବାରୁ ଅନେକ ଗୁଡିଏ ଘର ମଠ ଏବଂ ଦୋକାନ ଭାଙ୍ଗିବାକୁ ପଡୁଛି l

ଆଉ ପରି ସଫା କରିବାକୁ ଯାଇ ସେଠାକାର ପ୍ରାୟ ୮ ଟି ଘର ଯାତ୍ରୀ ଘର ଏବଂ ପ୍ରମୁଖ ମଠ ଆଦି ଭଙ୍ଗା ଯାଇଛି l ଯାହାଦ୍ୱାରା ଶ୍ରୀ ମନ୍ଦିର ରତ୍ନ ପରି ଝଲକି ଉଠିଛି l

ଜଗନ୍ନାଥ ମନ୍ଦିର ର ପାଖରେ ଥିବା ଲଙ୍ଗୁଳୀ ମଠ ମଧ୍ୟ ଭଙ୍ଗା ଯାଇଛି l ଏହି ଲଙ୍ଗୁଳୀ ମଠ ରେ ଜଗନ୍ନାଥ ବଳରାମ ଏବଂ ଭଉଣୀ ଶୁଭଦ୍ରl ଙ୍କର ଦାରୁ ମୂରତି କୁ ଉଦ୍ଧାର କରାଯାଇଛି l ଏଠାରେ ଭଗବାନ ଙ୍କର ଏକ ମନ୍ଦିରରେ ପୂଜା ପାଉଥିଲେ କିନ୍ତୁ ପୁରୀ ରେ ଲୋକେ ଜଗନ୍ନାଥ ସଂସ୍କୃତି ରେ ଆଦର୍ଶ ରେ ଅନୁପ୍ରାଣିତ ହେଉଥିଲେ ମଧ୍ୟ ଟଙ୍କା ଲୋଭରେ ଲଙ୍ଗୁଳୀ ମଠରେ ଥିବା ଜଗନ୍ନାଥ ମନ୍ଦିର ର ଧ୍ୟାନ ନଦେଇ ଦୋକାନ କରିଛନ୍ତି l

ଯେତେ ବେଳେ ପୁରୀରେ ମୁଖ୍ୟ ଦ୍ୱାର ସଫା କରିବl ପାଈଁ ଜେସିପି ଦ୍ୱାରା ସବୁ ଦୋକାନ ଭଙ୍ଗା ଯାଇଛି l ଏହା ସହିତ ଲଙ୍ଗୁଳୀ ମଠ କୁ ଭାଂଗିଲା ସମୟରେ ବହୁପ୍ରାଚୀନ ଜଗନ୍ନାଥ ମନ୍ଦିର କୁ ଉଦ୍ଧାର କରାଯାଇଛି l ବର୍ତମାନ ଏହି ମନ୍ଦିରରେ ଭଗବାନ ଙ୍କର ଦାରୁ ମୂରତି ପୂଜା ପାଉଛି l ଆଉ ଭକ୍ତ ଏବଂ ଭଗବାନ ଦୁହେଁ ଦୁହିଁଙ୍କ ଭିତରେ ଦର୍ଶନ କରୁଛନ୍ତି l

ଏମିତି ଲାଗୁଛି ଯେ ଭଗବାନ ବହୁତ ଦିନ ପର୍ଯ୍ୟନ୍ତ ଧ୍ୟାନ କରୁଥିଲେ l ଆଉ ତାଙ୍କ ର ଧ୍ୟାନର ଏବେ ଅନ୍ତ ହୋଇଛି l ଏବେ ଭଗବାନ ତାଙ୍କର ଦର୍ଶନ ଭକ୍ତ ଙ୍କୁ ଦେଇ ଛନ୍ତି l ଆଗରୁ ଏହି ପ୍ରାଚୀନ ଜଗନ୍ନାଥ ମନ୍ଦିର ପୂଜା ପାଉଥିଲେ ମଧ୍ୟ ଭକ୍ତ ଏହି ମନ୍ଦିରରେ ଜଗନ୍ନାଥ ଙ୍କର ଦର୍ଶନ କରି ପାରୁନ ଥିଲେ କାରଣ ମନ୍ଦିରର ଆଗରେ ଲୋକ ନିଜର ଆୟ ପାଇଁ ଜଗନ୍ନାଥ ମନ୍ଦିର ର ଆଗରେ ଦୋକାନ କରିଛନ୍ତି l

ଏଠାରେ ପୂଜା କରୁଥିବା ପୂଜାରୀ ଜଣଙ୍କ କହିଲେ ଯେ ତାଙ୍କ ପୂର୍ବ ପୁରୁଷ ମାନଙ୍କ ଠାରୁ ଏହି ମନ୍ଦିର ପୂଜା କରି ଆସୁଛନ୍ତି l ସେ ମଧ୍ୟ୍ୟ ଏହି ମନ୍ଦିରକୁ ପୂଜା କରୁ ଛନ୍ତି l ସେ ମଧ୍ୟ୍ୟ ଭାବି ଥିଲେ ଆଗରେ ଥିବା ଦୋକାନ କୁ ଉଠେଇବା ପାଈଁ ଅଭିଯୋଗ କରିଥାନ୍ତେ l କିନ୍ତୁ ଲୋକ ମାନେ ତାଙ୍କ ଉପରେ ରୁଷ୍ଟ ହେବେ ଭାବି ସେ କୌଣସି ବି ପଦକ୍ଷେପ ନେଇ ନାହାନ୍ତି l

ସେ ଯାହା ହେଉ ଏତେ ଦିନ ପରେ ଏହି ପ୍ରାଚୀନ ମନ୍ଦିର ଉଦ୍ଧାର ହୋଇଛି l ଆଉ ଭଗବାନ ନିଜର ଭକ୍ତଙ୍କୁ ଦର୍ଶନ ଦେଇ ଛନ୍ତି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।