ଜୀବନ ସାଥି ସିରିଏଲ ର ଜେସିଙ୍କ ଜୀବନୀ ଓ ପରିବାର ଜାଣିଲେ ହୋସ ଉଡିଯିବ…

ଆପଣ ମାନେ ତ ସାର୍ଥକ ଟିଭି ରେ ପ୍ରସାରିତ ହେଉ ଥିବା ତୁ ମୋ ଜୀବନ ସାଥୀ ଧାରାବାହିକ ନିହାତି ଭାବେ ଦେଖୁ ଥିବେ। ତେବେ ସେହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଜେଶି ଙ୍କୁ ତ ନିଶ୍ଚୟ ଭାବେ ଦେଖି ଥିବେ। ତେବେ ଆଜି ଆମେ ଆପଣ ଙ୍କୁ ଯେଶି ଙ୍କ ଜୀବନୀ ଓ ଲାଇଫ ଷ୍ଟାଇଲ ବିଷୟ ରେ କହିବୁ। ତେବେ ଆସନ୍ତୁ ଜାଣିବା।

ଆପଣ ମାନେ ତୁ ମୋ ଜୀବନ ସେଥି ସିରିଏଲ ରେ ଅଭିନୟ କରୁଥିବା ଜେଶୀ ଙ୍କୁ ନିହାତି ଭାବେ ଜାଣି ଥିବେ । ସେ ସାର୍ଥକ ଟିଭି ରେ ପ୍ରସାରଣ ହେଉ ଥିବା ତୁ ମୋ ଜୀବନ ସାଥି ସିରିଏଲ ରେ ଭକ୍ତି ଚରିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି ।

ଭକ୍ତି ଙ୍କ ଜବରଦସ୍ତ ଅଭିନୟ ଆପଣ ତୁ ମୋ ଜୀବନ ସାଥୀ ଧାରାବାହିକ ରେ ନିହାତି ଭାବେ ଦେଖୁ ଥିବେ । ତାଙ୍କ ର ଏହି ଜବରଦସ୍ତ ଅଭିନୟ ପାଇଁ ତୁ ମୋ ଜୀବନ ସାଥୀ ଧାରାବାହିକ ଟି ଆଜି ଜି ସାର୍ଥକ ରେ ଏକ ନମ୍ୱର୍ ଧାରାବାହିକ ହୋଇ ପାରିଛି ଆଉ ଏହି ଧାରାବାହିକ କୁ ଲୋକେ ମାନେ ଖୁବ୍ ସଂଖ୍ୟା ରେ ଦେଖୁଛନ୍ତି ।

ତେବେ ଜେସି ଙ୍କ ର ଏହି ଜବରଦସ୍ତ ଅଭିନୟ ପାଇଁ ଲୋକ ମାନଙ୍କ ମନରେ ନିଜ ପାଇଁ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତାଙ୍କ ର ଏହି ପରି ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତେବେ ଭକ୍ତି ଏହି ତୁ ମୋ ଜୀବନ ସାଥୀ ଧାରାବାହିକ କରିବା ପୂର୍ବରୁ ସାର୍ଥକ ଟିଭି ର ଆଉ ଗୋଟେ ଲୋକପ୍ରିୟ ଧାରାବାହିକ ତୋ ଅଗଣା ରେ ତୁଳସୀ ମୁଁ ସିରିଏଲ ରେ ମୁଖ୍ୟ ନାୟିକା ତୁଳସୀ ଭାବେ ଅଭିନୟ କରି ସାରିଛନ୍ତି ।ତେବେ ସେହି ଧାରାବାହିକ ବନ୍ଦ ହେବା ପରେ ସେ ଏବେ ତୁ ମୋ ଜୀବନ ସାଥୀ ଧାରାବାହିକ ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁ ଅଛନ୍ତି ।

ତେବେ ଯେଶୀ ବର୍ତ୍ତମାନ ଭୁବନେଶ୍ୱର ରେ ରହୁ ଅଛନ୍ତି ଆଉ ସେହି ଠାରୁ ସୁଟିଂ ସେଟ୍ କୁ ଯିବା ଆସିବା କରୁଛନ୍ତି। ତେବେ ଯେସି ଙ୍କ ପରିବାର ରେ ତାଙ୍କ ର ମା , ଓ ତାଙ୍କ ର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ଅଛନ୍ତି। ତେବେ ଜେସୀ ଖୁବ୍ କମ୍ ଦିନ ରେ ନିଜର ଅଭିନୟ ଯାଦୁ ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି ।

ଦର୍ଶକ ମାନେ ମଧ୍ୟ ଯେସୀ ଙ୍କ ର ସମସ୍ତ ଚରିତ୍ର ର ଅଭିନୟ କୁ ଖୁବ୍ ପସନ୍ଦ କରୁଛନ୍ତି ଆଉ ତାଙ୍କ ର ପ୍ରଶଂସକ ର ସଂଖ୍ୟା ମଧ୍ୟ ବହୁତ୍ ଅଧିକ ଅଟେ। ତେବେ ଆପଣ ମାନଙ୍କୁ ଜେଶି ଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।