ଘରେ ଜାଳନ୍ତୁ ଏହି ( 2ଟି ଜିନିଷ ) ଧନର ବର୍ଷା ହେବ, ଏହି ଦୀପାବଳି ରେ ନିଶ୍ଚୟ କରନ୍ତୁ

ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ରାତି ରେ ଜଳାଇଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଏହି ଜିନିଷ ଗୁଡ଼ିକ ଆପଣ ଙ୍କର ଘରେ ରହି ଥାଏ l ଏହି ଜିନିଷ ପୂଜା ଅର୍ଚନା ରେ ମଧ୍ୟ ଲାଗି ଥାଏ l ଏହି ଜିନିଷ ଟି ହେଉଛି କର୍ପୁର ଓ ଲବଙ୍ଗ l

ଏହି କର୍ପୁର ର ଆରତୀ ରେ ଭଗବାନ ଶିବ,ବିଷ୍ଣୁ ପାର୍ବତୀ, ଦୁର୍ଗା, ଗଣେଶ ଆଦିଙ୍କର ପ୍ରିୟ ହୋଇଥାଏ l

ଏହି କର୍ପୁର ଦେଇ ଏହି ଦେବତା ମାନଙ୍କର ପୂଜା କଲେ ଏମାନେ ସନ୍ତୁଷ୍ଟ  ହୋଇଥାନ୍ତି l କର୍ପୁର ଆରତୀ ରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ରହିଥାନ୍ତି l ଜାଣିଥିବେ ଯେ ମନୁଷ୍ୟ ଯେତେବେଳେ କୌଣସି ପୂଜା ଅର୍ଥାତ ପ୍ରତିଷ୍ଠା କରେ ସେତେବେଳେ ସେ ବିଭିନ୍ନ ପ୍ରକାର ଆୟୋଜନ କରି ପୂଜା କରିଥାଏ l

ଯଦି ଆମେ ଏକ ପାତ୍ର ରେ ଗୋଟିଏ କର୍ପୁର ଓ ପାଞ୍ଚ ଟି ଲବଙ୍ଗ କୁ ନେଇ ଏକ ସାଙ୍ଗରେ ଜଳାଇ ଏକ ରାତ୍ର ସମୟ ରେ ଆମ ଘର ର ମୁଖ୍ୟ ଫାଟକ ସାମ୍ନାରେ ରଖିବା ତେବେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ l ଯାହା ଫଳରେ ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ l

ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ କାଟି ଯିବା l ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l ଘରେ ଅଶାନ୍ତି ଦୂର ହେବ l ଘର ର ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l

ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।