ଏହି ( ୪ଟି ଶାଗ ) ଖାଇଲେ, ୧୦୦ ବର୍ଷ ଯାଏ କୋଣସି ରୋଗ ହେବନି ୧୦୦% ଗ୍ୟାରେଣ୍ଟି

ବନ୍ଧୁଗଣ ଜାଣୁଛନ୍ତି ଯେ ବର୍ତମାନ ଶୀତ ଋତୁ ଆସିଗଲାଣି l ଜାଣିଛନ୍ତି ବର୍ତମାନ ସମୟରେ ବହୁତ ପ୍ରକାର ର ପନିପରିବା ମିଳେ l ଏହା ସହିତ ମଧ୍ୟ ବିଭିନ୍ନ ପ୍ରକାର ର ଶାଗ ମଧ୍ୟ ମିଳି ଯାଏ l ଏହି ସବୁ ଶାଗ ଖାଇଲେ ଆମ ଶରୀର ପାଇଁ ବହୁତ ଉପରେ ଯୋଗ ଅଟେ l କାରଣ ଲୋକ ଯେତେ ବି ଶାଗ ଅଛି ସେ ସବୁରେ ପ୍ରୋଟିନ ଭରପୁର ରହିଛି l ତେଣୁ ସବୁ ପ୍ରକାର ଶାଗ ମିଳିବl ଦରକାର l

କିନ୍ତୁ କିଛି ଏମିତି ଶାଗ ରହିଛି ଯାହାକୁ ଖାଇଲେ ଆମର ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଯାଏ l ତେବେ ଚାଲନ୍ତୁ ଜାଣିବା ଏହି ମୁଖ୍ୟ ଚାରିଟି ଶାଗ କଣ l ଆଉ ସେ ସବୁ ଖାଇବା ଦ୍ୱାର ଆମର କଣ ସବୁ ଫାଇଦା ମିଳି ଥାଏ l

1-ପାଳଙ୍ଗ ଶାଗ –ଏହି ଶାଗ ଶୀତ ଦିନରେ ଅଧିକ ମିଳି ଥାଏ l କାରଣ ଏହାକୁ ପ୍ରାୟ ସବୁ ଘରେ ଚାଷ କରାଯାଇଥାଏ l ଆଉ ଏହା ସମସ୍ତଙ୍କୁ ମାର୍କେଟ ରେ ସହଜରେ ମିଳି ଯାଇ ଥାଏ l ଆପଣ ପାଳଙ୍ଗ ଶାଗ ଖାଉଥିବେ କିନ୍ତୁ ଏହାର ଉପକାରିତା ବିଷୟରେ ଅଜ୍ଞ ହୋଇଥିବେ ଏହି ପାଳଙ୍ଗ ସାଗରେ ଭରପୁର ପ୍ରୋଟିନ, ଫାଇବର,ଭିଟାମିନ -c ପଟାସିଅମ, ଆଇରନ, ମୀଆସିନ, ଫଲିକ ଏସିଡ l

ତେଣୁ ଏହାକୁ ଖାଇଲେ ଆମକୁ ଡାଇବେଟିସ, ରକ୍ତଚାପ ଆଦି ରୋଗରୁ ମୁକ୍ତି ମିଳି ଥାଏ l ଏହା ମଧ୍ୟ ଆମ ଶରୀରର କଲେଷ୍ଟ୍ରୋଲ କୁ କମ କରିଥାଏ l ଏହା ମଧ୍ୟ ଆମର ହୃଦୟ କୁ ସମ୍ପୂର୍ଣ୍ଣ ନିରୋଗ କରାଇଥାଏ l

2-ବାଥୁଆ ଶାଗ –ଏହାକୁ ଖାଇଲେ ଆମର ପେଟଖାରପ ହୁଏ ନାହିଁ l ଆଉ ଏହା ଆମର ହଜମ ଶକ୍ତିକୁ ବଢ଼ାଇ ଥାଏ l ଏହା ଆମର ରକ୍ତ ଚାପ ବୃଦ୍ଧି ହୋଇ ଥାଏ l ଏହା ଆମ ଶରୀରର ରକ୍ତର ହିମାଗ୍ଲୋବିନ ର ମାତ୍ରl ଠିକ କରି ଥାଏ l ଏହl ଆମର ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ଦିଏ l

3-ମେଥି ଶାଗ –ଏଥିରେ ପୋଷାକ ତତ୍ୱ ବହୁତ ରହିଥାଏ l ଏହା ଆମର ଶକ୍ତି କୁ ବୃଦ୍ଧି କରିଥାଏ l ଏହା ଆମର ଯକୃତକୁ ଅଧିକ ସବଳ କରିଥାଏ l ଏହା ମଧ୍ୟ ଆମ ଶରୀର ର କୋଷ୍ଠକାଠିନ୍ୟ ରୋଗ ଭଲ ହୋଇଥାଏ l

4-ଖଡା ଶାଗ –ଏହି ଶାଗ ଜାଣିଥିବେ ଯେ ବାଡ଼ିରେ ଆମର ହୋଇଥାଏ l ଏଥିରେ ବହୁତ ପ୍ରକାର କାର୍ବୋହାଇଟ୍ରେଟ, କ୍ୟାଲସିଅମ,, ଭିଟାମିନ -A, ମିନେରାଲ, ଆଇରନ l ତେଣୁ ଏହାକୁ ଖାଇଲେ ଆମର ଶରୀରେ ରକ୍ତ ଚାପ ଠିକ ରହିଥାଏ l ଏହାକୁ ଖାଇଲେ ଆମର ମଧ୍ୟ ରୋଗ ପ୍ରତି ରୋଧକ ଶକ୍ତି ଅଧିକ ହୋଇ ଯାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।