ଦୀପାବଳୀରେ କେଉଁ ଜନ୍ତୁକୁ ଦେଖିଲେ ( ଧନର ବର୍ଷା ) ହୋଇଥାଏ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଏମିତି କିଛି ଜୀବ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଦୀପାବଳୀ ଦିନ ରେ ଏହି ଜୀବ ଗୁଡିକ ଯଦି ଦେଖିବେ ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l ଏହି ଜୀବ ଗୁଡ଼ିକ ଆପଣ ଙ୍କର ଘରେ ରହି ଥାଏ l

ଏହି ଜୀବ ଗୁଡିକ କୁ ଅନ୍ୟ ଦିନ ରେ ଦେଖିଲେ ସମସ୍ତେ କୁହନ୍ତି ଯେ ଖରାପ ପ୍ରଭାବ ପଡିବ କିନ୍ତୁ ଦୀପାବଳି ଦିନ ଏହି ଜୀବ କୁ ଦେଖିଲେ ଭାଗ୍ୟ ବଦଳି ଯିବ l ତେବେ ଚାଲନ୍ତୁ ଜାଣିବା ଏହି ଜୀବ ଗୁଡିକ କଣ l

1, ପେଚା :-ଏହି ପେଚା କୁ ମାତା ଲକ୍ଷ୍ମୀ ଙ୍କର ବାହାନ ବୋଲି କୁହନ୍ତି l ମାତା ଲକ୍ଷ୍ମୀ ଏହି ପେଚା ଉପରେ ବସି ଦୀପାବଳୀ ଦିନ ଘର କୁ ବୁଲିବାକୁ ଅଶନ୍ତି lଯାହା ଫଳରେ ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ l ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ କାଟି ଯିବା l ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l

2, ଝିଟିପିଟି:- ଘର ର କୌଣସି ଜାଗାରେ ଦୀପାବଳୀ ଦିନ ଏହି ଝିଟିପିଟି କୁ ଦେଖିଲେ ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ସମସ୍ତ ଗୁପ୍ତ ଧନ ମିଳିବl ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l

3, ଚୁଚୁନ୍ଦ୍ରା ବା ମୂଷା :-ଏହି ମୂଷା କୁ ଅଶୁଭ ବୋଲି ମାନନ୍ତି l କିନ୍ତୁ ଏହି ଜୀବ କୁ ଦୀପାବଳୀ ଦିନ ଦେଖିଲେ ଅନେକ ସଙ୍କେତ ମିଳି ଥାଏ l ଯେ ଦେଖିବ ତାର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l

4, ବିଲେଇ :- ବିଲେଇ କୁ ଏହି ଦିନ ରେ ଦେଖିଲେ l ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।