ଏହି ଗ୍ରାମରେ ରହିଲେ ମାସକୁ ମିଳିବ ୬ ଲକ୍ଷ ଟଙ୍କା ମିଳିବ ପ୍ରଶାସନ ତରଫରୁ ବଡ ଘୋଷଣା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…..

ବନ୍ଧୁଗଣ ଆପଣ ଜାଣିଲେ ଖୁସି ହେବେ ଏହି ପରି ଘୋଷଣା ହୋଇଛି ଇଟାଲୀର ଏକ ଗରମରେ l ଏହି ପରି ଘୋଷଣା ହୋଇଛି ଅର୍ଥାତ ସେଠାକାର ସ୍ଥାନୀୟ ପ୍ରଶାସନ ଘୋଷଣା କରିଛି ଏହିଭଳି l ଏହି ଗ୍ରାମଟି ହେଉଛି ଗୋଟିଏ ପର୍ଯ୍ୟଟନ କ୍ଷେତ୍ର ଅଟେ l ଇଟାଲୀ ର ଏହି ଗ୍ରାମକୁ କେହିବି ଦେଖିବ ସେଠାରୁ ଆସିବାକୁ ପସନ୍ଦ କରିବ ନାହିଁ ଏହା ସହିତ ସେଠାକାର ପୁଣି ସ୍ଥାନୀୟ ସରକାର ଟଙ୍କା ଦେବାର ଘୋଷଣା କରିଛନ୍ତି ଏଥି ପାଇଁ ସେଠାରେ ଲୋକ ବାସ କରିବାକୁ ବହୁତ ଆଗ୍ରହୀ ହେଉଛନ୍ତି l

ଇଟାଲୀର ଏହି ଗ୍ରାମର ଟି ହେଉଛି ଗୋଟିଏ ପାହାଡିଆ ଅଞ୍ଚଳ ଯେଉଁଠି ପ୍ରକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି ଯାହା ମଣଷ ର ଦୃଷ୍ଟି ଆକର୍ଷଣ କରିଥାଏ l

ଏହି ଗ୍ରାମର ଆକାର ବହୁତ ଛୋଟ କାରଣ ଏଠାରେ ବହୁତ ଅଳ୍ପ ଲୋକ ବାସ କରୁଛନ୍ତି l ଯେଉଁଠି ଲୋକ ସମସ୍ତ ପ୍ରକାରର ସୁବିଧା ରହିଛି l ପ୍ରଶାସନ ଏଠାରେ ସମସ୍ତ ସୁବିଧା ଯୋଗେଇ ଦେଇଛନ୍ତି l ଏହା ସହିତ ଏହାର ସମସ୍ତ ଜନତାଙ୍କ ଖର୍ଚ୍ଚ ସରକାର ଉଠେଇ ଥାନ୍ତି l ଏଠାକୁ ମଧ୍ୟ ରାସ୍ତା ବ୍ୟବସ୍ଥା ବହୁତ ଆକର୍ଷଣୀୟ ଅଟେ l

ଏଠାକୁ ଯିଏ ଯାଏ ସେଠାରୁ କେହି ଆସିବାକୁ ଇଚ୍ଛା କରିବ ନାହିଁ l ଏହି ଗ୍ରାମକୁ ଯଦି କେହି ଗୋଟିଏ ଦୂର ଜାଗାରେ ରହି ଦେଖନ୍ତି ତାହାଲେ ଏହା ସ୍ୱର୍ଗ ପୁର ପରି ଦେଖା ଯାଏ l ଆପଣ ଭାବୁଥିବେ ଏଠାରେ ଯଦି ଅତେ ସୁବିଧା ଅଛି ତାହାଲେ ଏଠାରେ ଲୋକ ନାହାନ୍ତି କାହିଁକି l ଏଠାକାର ଜନସଂଖ୍ୟା ମାତ୍ର 100 ଅଟେ ଏଥି ପାଇଁ ଏଠାରେ ରହୁଥିବା ସମସ୍ତ ଲୋକ ଯେଉଁ ମାନେ ବେପାର କରୁଛନ୍ତି ସେମାନଙ୍କର କ୍ଷତି ହେଉଛି କାରଣ ସେଠାରେ କମ ଲୋକ ଥିବାରୁ ଏହି ପରି ହେଉଛି l

ତେଣୁ ଏହି ଗ୍ରାମର ଉନ୍ନତି ପାଇଁ ପ୍ରଶାସନ ତରଫରୁ ଗ୍ରାମର ବାସିନ୍ଦା ହେବା ପାଇଁ ଯେଉଁମାନେ ଇଛା କରୁଛନ୍ତି ସେମାନଙ୍କୁ 46 ହଜାର ପାଉଣ୍ଡ ଯାହାକି ଭାରତୀୟ ଭାଷାରେ ଏହାକୁ 6ଲକ୍ଷ କହି ପାରିବl l ଏଠାରେ ବର୍ତମାନ ଏଠାରେ ମାତ୍ର 100 ଜଣ ବାସ କରୁଛନ୍ତି l ସେମାନଙ୍କ ଭିତରୁ 20 ଜଣ ବାଳକ ଅଟନ୍ତି ଏହା ସହିତ 48 ଜଣ ଚାଳିଶ ଅଟେ l

ଏହି ଗ୍ରାମର ସମସ୍ତ ଲୋକଙ୍କର ଖର୍ଚ୍ଚ ସେଠାକାର ପ୍ରଶାସନ ବୁଝି ଥାନ୍ତି l ଏଠାକାର ସରକାର ସେହି ଗ୍ରାମରେ ଅଧିକ ଲୋକ କରିବା ଚାହୁଁ ଥିବାରୁ ସେଠାରେ ଏହିପରି ଵିଜ୍ଞାପନ କରାଯାଇଛି l ମାତ୍ର ଵିଜ୍ଞାପନରେ କିଛି ଦିନ ପରେଏଠାରେ ରହିବା ପାଇଁ ରେଜିସ୍ଇସ୍ଟର କରିଛନ୍ତି କିନ୍ତୁ ଏଠାରେ ରହିବା ପାଇଁ 15 ଶହ ଜଣ ରେଜିସ୍ଟର କରିସାରିଲେନି l କିନ୍ତୁ ଏଠାରେ ମାତ୍ର 50 ଟି ପରିବାର ଆବଶ୍ୟକତ ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।