ଦେଖନ୍ତୁ ଭିଡ଼ିଓ । ପ୍ରେମୀ ଯୁଗଳ ଦୁହେଁ ମିଶି ଜଙ୍ଗଲରେ କରୁଥିଲେ ରାସଲୀଳା, ଧରା ପଡିଗଲେ ଟୋକା ଙ୍କ ହାବୁଡ଼ରେ, ଆଉ ତା’ ପରେ….

ଅଧିକାଂଶ ଦିନ ସୋସିଆଲ ମିଡିଆରେ ଅନେକ ପ୍ରେମୀ ଯୁଗଳ ମାନଙ୍କର ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ମିଳୁଛି।ତାପରେ ବି ସଚେତନ ହେଉ ନାହାନ୍ତି ଯୁବକ ଯୁବତୀ ମାନେ ଏକୁଟିଆ ନିଛାଟିଆ ସ୍ଥାନକୁ ନଯିବା ପାଇଁ ତେବେ ଏଠାରେ ଏକ ପ୍ରଶ୍ନ ଉଠେ ଯେ, ବର୍ତ୍ତମାନ ଅଧିକାଂଶ ଯୁବକ ଯୁବତୀ ପରସ୍ପରକୁ ଯେଉଁ ପ୍ରେମ କରି ବସୁଛନ୍ତି ତାହା ସେମାନଙ୍କ ପାଇଁ ଏକ ଶାରିରୀକ ଆକର୍ଷଣ ଏବଂ ଶାରିରୀକ ମିଳନ ର କେନ୍ଦ୍ରବିନ୍ଦୁ ଅଟେ।

ନିଜକୁ ଉପଭୋଗ କରିବା ପାଇଁ ଏବଂ ଅନୁଭବ ପାଇବା ପାଇଁ ସେମାନେ ସେମାନେ ବିବାହ ପୂର୍ବରୁ ଏସବୁ ଅନୈତିକ କାର୍ଯ୍ୟ ଅନୈତିକ ଭାବରେ କରିବାକୁ ପଛାଉ ନାହାନ୍ତି।

ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ତେବେ ଭାଇରାଲ ହୋଇଥିବା ଏହି ଭିଡିଓ ଟିରେ ମଧ୍ୟ ଯୁବକ ଯୁବତୀଙ୍କୁ ପୁଣି ନିଛାଟିଆ ସ୍ଥାନକୁ ଯାଇ ଜଙ୍ଗଲ ମଝିରେ ଏକୁଟିଆ ଥିବାର ଦେଖିବାକୁ ମିଳିଛି।

ଯେଉଁ ସ୍ଥାନକୁ ସେମାନେ ପ୍ରେମ ପାଇଁ ଉଚିତ୍ ସ୍ଥାନ ବୋଲି ଭାବି ନେଉଛନ୍ତି। ତେବେ କୁହା ଯାଇ ପାରେ ଯେ ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଏହିଭଳି କିଛି ପ୍ରେମୀ ଯୁଗଳ ଏକ ଖରାପ୍ ଆଖ୍ୟା ଦେବାରେ ଲାଗିଛନ୍ତି। ଏଥି ପାଇଁ ସେମାନେ ନିଜର କ୍ଷଣିକ ସୁଖ ପାଇଁ ଯେ କୌଣସି ନିଛାଟିଆ ସ୍ଥାନକୁ ମଧ୍ୟ ଛାଡୁ ନାହାନ୍ତି।

ଏଥିପାଇଁ ସେମାନେ ନିଜ ପ୍ରତି ବିପଦ ମଧ୍ୟ ଟାଣି ଆଣୁଛନ୍ତି। ସେହିପରି ଏଠାରେ ଘଟିଥିବା ଏହି ଘଟଣାରେ ଏକ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଜଙ୍ଗଲ ପାର୍ଶ୍ଵରେ ମନ୍ଦ ଉଦ୍ଦେଶ୍ୟ କୁ ନେଇ ଆସିଥିବାର ଜଣା ପଡୁଛି।ତେବେ ଏଠାରେ ଘଟିଥିବା ଏହି ଘଟଣାରେ ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ ଏବେ ଏକ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।

ତେବେ ଏହି ଭୁଡ଼ିଓ ରୁ ସ୍ପଷ୍ଟ ଭାବରେ ଏହା ଜଣାପଡୁଛି କି ବର୍ତମାନ ର ଯୁବ ସମାଜ କିପରି ଦିନକୁ ଦିନ ଭୁଲ ମାର୍ଗରେ ଅଗ୍ରସର ହେଉଛନ୍ତି।ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବା , ରୋମାନ୍ସ ର ମଜା ନେବା ସହିତ ଜୀବନକୁ ଅନୈତିକ ଢଙ୍ଗରେ ଉପଭୋଗ କରିବାକୁ ଇଚ୍ଛା କରୁଛନ୍ତି ଅନେକ ଯୁବକ ଯୁବତୀ।

ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି। ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟଣା ମାନ ଘଟିବାର ଦେଖିବାକୁ ମିଳୁଛି। ତେବେ ଆମେ ଆପଣଙ୍କୁ ଲେଖା ମାଧ୍ୟମରେ ଏତିକି କହିବାକୁ ଚାହୁଁଛୁ ଯେ ନିଜର ବ୍ୟକ୍ତିଗତ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତକୁ ଏମିତି ବାହାରେ ସର୍ବ ସାଧାରଣରେ ଅସମ୍ମାନ କରନ୍ତୁ ନାହିଁ। ନିଜ ପ୍ରେମକୁ ଏବଂ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ସମ୍ମାନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।