ଗ୍ୟାସ ଏବଂ ଏସିଡିଟି ଜୀବନରେ କେବେ ବି ହେବ ନାହିଁ, ୧୦୦ % ଗ୍ୟାରେଣ୍ଟି

ଆଜି ଆମେ ଜାଣିବା ଗ୍ୟାସ ଓ ଏସିଦିତୀ ପରି ସମସ୍ୟା ପାଇଁ କିଛି ସହଜ ଓ ପ୍ରଭାବ ଶାଳୀ ଉପାୟ ଯାହାକୁ ଠିକ୍ ଭାବେ ପ୍ରୟୋଗ କରିବା ଦ୍ୱାରା ଆପଣ ଜୀବନ ସାରା କେବେ ବି ଗ୍ୟାସ ଓ ଏସିଡିଟି ପରି ସମସ୍ୟା କେବେ ମଧ୍ୟ ହେବ ନାହିଁ। ତେବେ ଆସନ୍ତୁ ଜାଣିବା। ବାସ୍ତବ ଜୀବନ ରେ ଏମିତି ବହୁତ୍ କମ୍ ବ୍ୟକ୍ତି ବିଶେଷ ଥିବେ ଯେଉଁ ମାନେ କେବେ ଗ୍ୟାସ ଜନିତ ସମସ୍ୟା ଦେଇ ଗତି କରି ନଥିବେ ।

ଏହା ଏକ ଏମିତି ରୋଗ ଅଟେ ଯାହା ସମସ୍ତଙ୍କୁ ଅତି ସହଜ ରେ ନିଜ କବଳକୁ ନେଇ ଯାଇ ଥାଏ ଓ ବହୁତ୍ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

ପେଟ ରେ ଗ୍ୟାସ୍ ତ ପ୍ରାୟ ସମସ୍ତଙ୍କ ର ସୃଷ୍ଟି ହୁଏ କିନ୍ତୁ ଯେଉଁ ମାନଙ୍କ ର ପାଚନ ଶକ୍ତି ଖରାପ୍ ରହିଥାଏ କିମ୍ବା ଏସିଡିଟି କିମ୍ବା କୋଷ୍ଠ କଠିନ୍ୟ ରହିଥାଏ ସେମାନଙ୍କୁ ଗ୍ୟାସ ର ସମସ୍ୟା ଅଧିକ ରହିଥାଏ । ଗ୍ୟସତିକ୍ ସମସ୍ୟା ଅଧିକ ଦିନ ରହିବା ଦ୍ଵାରା ଆହୁରି ଅନେକ ରୋଗ ସୃଷ୍ଟି କରି ଥାଏ ଯାହାକି ଭବିଷ୍ୟତ ରେ ଅଧିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଗ୍ୟାସ୍ ହେବାର କାରଣ କଣ ସବୁ ହୋଇଥାଏ ।

1- ବୟସ୍କ ବ୍ୟକ୍ତି ଙ୍କୁ ଗ୍ୟାସ ର ସମସ୍ୟା ଅଧିକ ରହିଥାଏ ।

2-ଚା ଓ କଫି ଗ୍ୟାସ ହେବାର ପ୍ରମୁଖ କାରଣ ଅଟେ

3- ନିଶା ଦ୍ରବ୍ୟ ସେବନ କରିବା ଦ୍ଵାରା ଗ୍ୟାସ ସମସ୍ୟା ହୋଇଥାଏ ।

4- ଜଲ୍ଦୀ ଜଲ୍ଦୀ ଖାଦ୍ୟ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ହୋଇଥାଏ ।

5- ଅଧିକ ସମୟ ଭୋକ ରେ ରହିବା ଦ୍ଵାରା ଗ୍ୟାସ ହୋଇଥାଏ

6- ଅଧିକ ମସଲା ଖାଦ୍ୟ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା ରୁ ମୁକ୍ତି ପାଇବା ର ଉପାୟ

1- ଖାଦ୍ୟ ଖାଇବା ପରେ କିଛି ଗୁଜୁରାତି ଦାନା ଓ ଲବଙ୍ଗ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ରୁ ମୁକ୍ତି ମିଳି ଥାଏ ।

2- ଦୁଇଟି ରସୁଣ ପାଖୁଡ଼ା ସେଥିରେ ଲେମ୍ବୁ ରସ ଓ ଗୋଲମରିଚ ଗୁଣ୍ଡ ପକାଇ ଉଷୁମ ପାଣି ରେ ଖାଲି ପେଟ ରେ ଢ଼ୋକି ଦିଅନ୍ତୁ । ଏହା ଗ୍ୟାସ ସମସ୍ୟା କୁ ସମ୍ପୂର୍ଣ ଭାବେ ଦୂରେଇ ଥାଏ । ଗରମ ଦିନ ରେ ଦୁଇ ରୁ ଅଧିକ ରସୁଣ ପାଖୁଡ଼ା ଖାଆନ୍ତୁ ନାହିଁ ।

3- ପେଟ ର ଗ୍ୟାସ ସମସ୍ୟା କୁ ଭଲ କରିବା ପାଇଁ ବିନା କ୍ଷୀର ର ଲେମ୍ବୁ ରସ ଚା ପିଇବା ଦ୍ଵାରା ହୋଇ ପାରିବ । ଏଥିରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ପାରିବେ ।

4- ଘି କୁଆଁରୀ ସହିତ ତ୍ରିଫଳ ଚୂର୍ଣ୍ଣ ମିଶାଇ ସେବନ କରିବେ ଏହା ଦ୍ବାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

5- ଉଷୁମ ପାଣି ରେ ଗୋଲ ମରିଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ଵାରା ଗ୍ୟାସ ସମସ୍ୟା ଦୂର ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।