ହେ ଭଗବାନ ! ଟ୍ରମ୍ପ କୁ ବଡ ଝଟକା, ହ୍ୱାଇଟ ହାଉସ ଛାଡ଼ିବା ପରେ ମେଲାନିଆ ଦେଲେ ଟ୍ରମ୍ପ କୁ ଛାଡ଼ପତ୍ର…..କଣ ସତରେ ଶନି ଦଶା ପଡିଲା କି ?

ଟ୍ରମ୍ପ ଯୁଗ ସରିବ ଜୀବନସାଥି ବି ଦୂରେଇ ଯିବ । ୱାଇଟ ହାଉସ ଛାଡ଼ୁ ଛାଡ଼ୁ ଛାଡ଼ପତ୍ର ଦେବେ ମେଲାନିଆ । ଡୋନାଲ୍ଡ ଟ୍ରମ୍ପ କୁ ଟା ଟା କହି ଛାଡପତ୍ର ଦେବେ ପତ୍ନୀ ମେଲାନିଆ । ୧୫ ବର୍ଷ ର ଆବଶ୍ୟକତା ପୂରଣ ବିବାହ ର ପରିସମାପ୍ତ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ପତ୍ନୀ ମେଲାନିଆ ଯୋଜନା କରୁଛନ୍ତି ।

ସେଥି ପାଇଁ ସେ ଟ୍ରମ୍ପ ଙ୍କ ହ୍ୱାଇଟ ହାଉସ ରୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ବୋଲି ମେଲାନିଆ ଙ୍କ ଜଣେ ସହୋଜୋଗି ଦାବି କରିଛନ୍ତି । ହ୍ୱାଇଟ ହାଉସ ର ଜଣେ ପୂର୍ବତନ ସହୋଜୋଗୀ କହିଛନ୍ତି ଦଂପଦୀ ଙ୍କ ର ଏହି ୧୫ ବର୍ଷିଆ ବିବାହ ର ପରିସମାପ୍ତି ଘଟିଛି ।

ଟ୍ରମ୍ପ୍ ହ୍ୱାଇଟ ହାଉସ ରୁ ବିଦାୟ ନେବା କ୍ଷଣି ସେ ଛାଡ଼ପତ୍ର ଦେବେ ବୋଲି ଅପେକ୍ଷା କରିଛନ୍ତି । ହ୍ୱାଇଟ ହାଉସ ଅଫିସ୍ ଅଫ୍ ପବ୍ଲିକ ଲିଆଲେଶନ ର ପୂର୍ବତନ କମ୍ୟୁନିକେସନ ପୂର୍ବତନ ନିର୍ଦ୍ଦେଶକ ଓବାରିସା ମାନିଗଟ ନିୟୁମାନ କହିଛନ୍ତି ଟ୍ରମ୍ପ କ୍ଷମତା ରେ ଥିବା ବେଳେ ମେଳନିଆ ଛାଡପତ୍ର ନଦେବା ର କାରଣ ରହିଛି ।

କ୍ଷମତା ରେ ଥିବା ବେଳେ ମେଲାନିଆ ତାଙ୍କୁ ଛାଡ଼ିଦେବା ର ଚରମ ଅପମାନ ଜନକ ପଦେକ୍ଷପ ନେଲେ ଟ୍ରମ୍ପ ତାଙ୍କୁ ଦଣ୍ଡ ଦେବାର ଉପାୟ ପାଇଯିବେ । ଟ୍ରମ୍ପ ସହିତ ସର୍ବସାଧାରଣ ଙ୍କ ସାମ୍ନା ରେ କଳହ ହେବା କାରଣରୁ ୨୦୧୭ ଡିସେମ୍ବର ରେ ନିୟୁମାନ୍ ଅପ୍ରେତିଶିତ ଭାବେ ଇସ୍ତଫା ଦେଇଥିଲେ । ମାଲେନିଆ ଙ୍କ ଜଣେ ବାନ୍ଧବୀ କହିଛନ୍ତି ଯେ ୨୦୧୬ ରେ ଟ୍ରମ୍ପ ନିର୍ବାଚନ ଜିତିବା ରୁ ମେଲାନିଆ କାନ୍ଦି ପକାଇ ଥିଲେ ।

ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନଥିଲେ । ସେଥି ପାଇଁ ସେ ଦୀର୍ଘ ଦୁଇ ମାସ ପରେ ନିୟୁୱର୍କ ରୁ ୱାଶିଂଟନ୍ ଯାଇ ଥିଲେ । ସେମାନ ଙ୍କ ପୁଅ ବ୍ୟରୁନ ଙ୍କ ର ସ୍କୁଲ୍ ପାଠ ପଢ଼ା ଚାଲିଛି ବୋଲି ବାହାନ ମଧ୍ୟ କରିଥିଲେ । ଆମେରିକାନ ଫେଶନ ତଥା ମନୋରଞ୍ଜନ କାର୍ଯ୍ୟ ନିର୍ବାହୀ ତଥା ମେଲାନିଆ ଙ୍କ ର ପୂର୍ବତନ ବରିଷ୍ଠ ପରାମର୍ଶ ଦାତା ଷ୍ଟେଫିନି ୱେଲେକେଫ କହିଛନ୍ତି ଯେ ଟ୍ରମ୍ପ ନିଜ ସମ୍ପତି ରୁ ବ୍ୟରୁନ୍ ଙ୍କୁ ସମାନ ବାଣ୍ଟ ଦେବେ ବୋଲି ବିବାହ ପରେ ମେଲାନିଆ ତାଙ୍କ ସହିତ ରାଜିନାମା କରାଇ ଥିଲେ।

ହ୍ଵାଇଟ ହାଉସ ରେ ଟ୍ରମ୍ପ ଦମ୍ପଡ଼ି ଙ୍କ ର ପୃଥକ୍ ଶୟନ କକ୍ଷ ଅଛି ଆଉ ସେମାନଙ୍କ ର ଆବଶ୍ୟକତା ପୂରଣ ବିବାହ ହୋଇ ଥିଲା । ଅନେକ ଗୁଜବ ସର୍ବସାଧାରଣ ଙ୍କ ସାମ୍ନା ରେ ତିକ୍ତତା ପରେ ମଧ୍ୟ ମେଲାନୀଆ ଦାବି କରନ୍ତି ଯେ ତାଙ୍କର ତାଙ୍କ ସ୍ଵାମୀ ସହିତ ନିବିଡ଼ ସଂପର୍କ ରହିଛି । ଏହା ସହିତ ସେ କୁହନ୍ତି ଯେ ସେ କେବେ କଳି କରନ୍ତି ନାହିଁ । କିନ୍ତୁ ଏବେ ହ୍ବାଇଟ ହାଉସ ଛାଡ଼ୁ ଛାଡ଼ୁ ପୂର୍ବତନ ରାଷ୍ଟ୍ରପତି ଦୋନାଲ୍ଡ ଟ୍ରମ୍ପ କୁ ଛାଡପତ୍ର ଦେଇ ପାରନ୍ତି ପତ୍ନୀ ମେଲାନିଆ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।