ଦେଖନ୍ତୁ ଭିଡ଼ିଓ । ଶାଶୁ ଶଶୁର ମିଶି ଗାଁ ଦାଣ୍ଡରେ ନିସ୍ତୁକ ବାଡେ଼ଇଲେ ବୋହୂ କୁ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ । ଦୟାକରି ଭିଡ଼ିଓ ଟିକୁ share କରନ୍ତୁ ଏଭଳି ନିର୍ଦୟ ଲୋକଙ୍କୁ ଦଣ୍ଡ ମିଳୁ…..

ବାସ୍ତବରେ ଏ ଦୁନିଆରେ ସମ୍ପର୍କର ମୂଲ୍ୟବୋଧ ର ଯଥାର୍ଥତା ଅନେକାଂଶରେ ନାହିଁ କହିଲେ ଚଳେ। ସ୍ବାର୍ଥ ସମ୍ପନ୍ନ ସମାଜରେ ଭଲପାଇବା ଏବଂ ଉତ୍ତମ ବୁଝାମଣା ର ଘୋର ଅଭାବ ଦେଖିବାକୁ ମିଳୁଛି।କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ବୋହୁ ଶାଶୁ ଶଶୁର କୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ଶାଶୁ ଶଶୁର ବୋହୂ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର। ସମାଜ ଆଗରେ ଏହିଭଳି ଘଟଣା ଯେ କେତେ ଗ୍ରହଣୀୟ ତାହା ସମାଜ କହିବ ।

ଏହା କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦେବା କଥା। ଆମେ ଆପଣଙ୍କୁ କହୁଚୁ ଯାଜପୁର ଜିଲ୍ଲାର କୋରାଇ ଅଞ୍ଚଳରେ ଘଟିଥିବା ଏକ ଘଟଣା ବିଷୟରେ।

ଏହି ଘଟଣାଟି ଏମିତି ଯେ, ଏହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।ଏଠାରେ ଶାଶୁ ଶଶୁର ଦୁଇଜଣ ମିଶି ଯେଉଁଭଳି ଭାବରେ ତାଙ୍କର ବୋହୁ ଉପରେ ଅତ୍ୟାଚାର କରୁଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ। ହୁଏତ ଏଭଳି ଅତ୍ୟାଚାର କାହା ଉପରେ ହେଉଥିବାର ଆପଣ ଦେଖି ନଥିବେ।

ପୁଣି ଏହି ଘଟଣା ରୁମ୍ ଭିତରେ ଘଟିନି ବରଂ ବିଚ୍ ରାସ୍ତାରେ ବୋହୁ କୁ ଘୋଷାଡି ଘୋଷାଡି ଆଣି ଶଶୁର ଏବଂ ଶାଶୁ ଦେଉଛନ୍ତି ଅତ୍ୟାଚାର। ଶାଶୁ ଏକ ବଡ଼ ଠେଙ୍ଗା ଧରି ବୋହୁ କୁ ବାଡାଇ ଚାଲି ଥିବା ବେଳେ ଶଶୁର ତାର ପୁତ୍ରବଧୂ ବା ବୋହୁ ର ଚୁଟି ଝିଙ୍କି ଟାଣି ଘୋଷାଡି ବିଚ୍ ରାସ୍ତା ରେ ମାଡ଼ ମାରୁ ଥିବାର ଦେଖିବାକୁ ମିଳିଛି।

ଏହି ଘଟଣା କେଉଁ କାରଣରୁ ଘଟିଛି ଯଦିଓ ତାହା ସ୍ପଷ୍ଟ ହୋଇନାହିଁ, କାରଣ ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ସେହି ଅନୁସାରେ ବୋହୂର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଶାଶୁ ଶଶୁର ତାକୁ ବାଡାଉ ଅଛନ୍ତି ଏବଂ ଯାହା ମନକୁ ଆସୁଛି କହି ଦେଉଛନ୍ତି।ତେବେ ଆମେ ଏହା କହୁନାହିଁ କି ଘଟଣାର ପ୍ରକୃତ କାରଣ କଣ ଅଟେ ଏବଂ ଏଠାରେ କିଏ ସତ କିମ୍ବା କିଏ ମିଛ କହୁଛି।

ଆମେ ଏତିକି କହିବାକୁ ଚାହୁଁଛୁ କି ଯେକୌଣସି କାରଣ ହେଇ ଥାଉ ନା କାହିଁକି ନିଜ ଘରର ବୋହୂ କୁ ଏମିତି ସର୍ବ ସାଧାରଣ ରେ ବିଚ୍ ରାସ୍ତାରେ ବାଦାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଥରେ ବିଚାର କରନ୍ତୁ।

ଏମିତି ଅତ୍ୟାଚାର ଯାହାର କଳ୍ପନା କରିବା ସମ୍ଭବ ନୁହେଁ। ମଣିଷ ମାତ୍ରକେ ଭୁଲ ସମସ୍ତଙ୍କର ଥାଏ। ମଣିଷ ଜୀବନରେ ଦିନେ ନା ଦିନେ କିଛି ନା କିଛି ଭୁଲ କାମ କରେ। କିନ୍ତୁ ତା ପାଇଁ ଏହିଭଳି ସମସ୍ତଙ୍କ ସମ୍ମୁଖରେ ଭୟଙ୍କର ଭାବରେ ଦଣ୍ଡ ଦେବା ଏବଂ ଅକଥନୀୟ, ଅସହ୍ୟ ଅତ୍ୟାଚାର କରିବା କଣ ମାନବିକତା ର ପରିଚୟ। ନିଜର ରାଗକୁ ନିୟନ୍ତ୍ରଣ ଭିତରେ ରଖି ସବୁବେଳେ ସଂଯମତା ରକ୍ଷା କରିବା ନିହାତି ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।