ଟଙ୍କା ଦେଲେ ମିଳିବ Railway ରେ ଚାକିରୀ, କଣ ସତରେ ହୋଇପାରିବ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ….

କରୋନା ସମୟରେ ଲୋକ ମାନେ ଯେଉଁ ଚାକିରୀ କରିଥିଲେ ସେ ସବୁକୁ ଛାଡି ଘରେ ବସିଛନ୍ତି l ଏହି ସମୟରେ କିଛି ଠକ ଲୋକ ନିଜର କାରନାମା ଆରମ୍ଭ କରିଦେଇଛନ୍ତି l କାରଣ ଲୋକ ଏବେ କୌଣସି ଚାକିରୀ ନପାଇ ଘରେ ଏକ ପ୍ରକାର ମାନସିକ ଚାପରେ ଅଛନ୍ତି l ଆଉ ଏହି ସମୟରେ ଠକ ମାନେ ସେମାନଙ୍କୁ ଶୋଷଣ କରିବାରେ ଲାଗିଯାଇଛନ୍ତି l ଏହି ମାନଙ୍କ ଠକାମୀ ରେ ଶିକାର ହେଉଛନ୍ତି ଅଧିକାଂଶ ଶିକ୍ଷିତ ବ୍ୟକ୍ତି l ଏହି ଦଲାଲ ମାନେ ରେଳ ସ୍ତରରେ ଅଧିକ ସାଲାରୀ ଥିବା ଚାକିରୀ ଦେବେ ବୋଲି କହି ଡୁନେସନ ନେଉଛନ୍ତି l

ଏହି ମାନେ ବିଜ୍ଞାପନ ଦେଉଛନ୍ତି ଯେ ଡୁନେସନ ଦ୍ୱାରl ଚାକିରୀ ପାଇବେ ବୋଲି ଦେଉଛନ୍ତି l ଆଉ ଲୋକେ ମଧ୍ୟ ଲୋଭରେ ଏହି ଠକାମୀ ରେ ସ୍ୱୀକାର ହୋଇ ଥାନ୍ତି l

ତେଣୁ ଲୋକେ ଏବେ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି l ତେଣୁ ଏହି ପରି ଦଲlଲି ରୁ ମୁକ୍ତି ପାଇବା ପାଇଁ ଇଣ୍ଡିଆ ରେଲୱେ ବିଭାଗ ର ମୁଖ୍ୟ ଏଥି ପ୍ରତି ସତର୍କ ରହିବା ପାଇଁ ସଚେତନ କରାଯାଇଛି l ରେଳ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଏହି ଭଳି କୌଣସି ଦଲାଲ ଆପଣକୁ ଏହି ଭଳି ପ୍ରଲୋଭନ ଦେଖନ୍ତି ତୋ ଆପଣ ତୁରନ୍ତ ଏହି ଏମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତୁ l ଏହା ସହିତ ମଧ୍ୟ କେନ୍ଦ୍ର ସରକାର ଦ୍ୱାରା ତଥା ଇଣ୍ଡିଆନ ରେଲୱେ ତରଫରୁ ଏକ ହେଲ୍ପ ଲାଇନ ନମ୍ବର ଦିୟାଯାଇଛି l

ଏହି ହେଲ୍ପ ଲାଇନ ନମ୍ବର ହେଉଛି 182 ଯାହା ଦ୍ୱାରା ଯେଉଁ ମାନେ ଏହି ଠକାମୀ ରେ ସ୍ୱୀକାର ହେଉଛନ୍ତି, ସେମାନେ ଏହି ଥୀରେ କଲ କରି ସେମାନେ ନିଜର ଅଭିଯୋଗ କରିବେ l ଯାହା ଦ୍ୱାରା ସରକାର ଏହି ମାନଙ୍କୁ ଉଚିତ ଦଣ୍ଡ ଦିୟା ଯାଇ ପାରିବ l

ଏଥି ପାଇଁ ଲୋକେ ନିଜର ଅଭିଯୋଗ କରି ଏହି ପରି ଠକାମୀ ରୁ ନିଜକୁ ରକ୍ଷା କରିପାରିବେ l ଇଣ୍ଡିଆନ ରେଲୱେ ତରଫରୁ କୁହl ଯାଇଛି ଯେ କରୋନା ଯୋଗୁଁ ରେଲୱେ ବିଭାଗରେ କୌଣସି ପ୍ରକାର ଭେକେନସି ଆସିଲେ ଇଣ୍ଡିଆନ ରେଲୱେ ୱେବ ସାଇଡ ରେ ହୋଇଥlଏ କିନ୍ତୁ ଏପରି କିଛି ଭେକେନସି ଆସି ନାହିଁ ବୋଲି କୁହl ଯାଇଛି l ଇଣ୍ଡିଆନ ରେଲୱେ ତରଫରୁ ମଧ୍ୟ କୌଣସି ପ୍ରକରର ଲିଙ୍ଗ ଜନିତ ଭେଦ ଭାବ କରା ଯାଇ ନଥାଏ l

ରେଲୱେ ମନ୍ତ୍ରୀ କହିଛନ୍ତି କେହି ଯଦି ଆପଣଙ୍କୁ ଏହିଭଳି କାମ କରିବାକୁ କହୁଛନ୍ତି ତୋ ଆପଣ ଏଥିରେ ସହମତ ହୁଅ ନାହିଁ l ଆଉ ତୁରନ୍ତ ଆପଣ ହେଲ୍ପ ଲାଇନ ନମ୍ବର ରେ କଲ କରନ୍ତୁ ଯାହା ଦ୍ୱାରା ଆପଣ ଏହି ଠକାମୀ ରୁ ବଞ୍ଚିତ ହେବା ସହିତ ଆପଣ ଅନ୍ୟକୁ ମଧ୍ୟ ଏହି ପରି ଠକାମୀ ରୁ ରକ୍ଷା କରିପାରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।