ଜାଣନ୍ତୁ IPL ରେ ଖେଳୁଥିବା ୮ଟି ଟିମ ର ମାଲିକ ମାନଙ୍କର ନାମ । ଉତ୍ତର ଦେବାରେ ୯୯% ଲୋକ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ…

ବନ୍ଧୁଗଣ ଜାଣିଥିବେ ଯେ ବର୍ତମାନ IPL ଖେଳ ଚାଲଛି ଜାଣିଥିବେ ଏହି କ୍ରିକେଟ ଟିମ ଗୁଡିକର ନାମ କିନ୍ତୁ ଜାଣି ନଥିବେ ଏହି ଟିମ ଗୁଡିକର ମାଲିକ ମlନେ କେଉଁ ମାନେ l ଏହାକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଏହା ଦ୍ୱାରା ଆମର ଜ୍ଞାନର ବୃଦ୍ଧି ସହିତ ଆମର ବିଭିନ୍ନ ପରୀକ୍ଷା ରେ ଆମର ଏହାକୁ ନେଇ ବହୁତ ଗୁଡିଏ ପ୍ରଶ୍ନ ଆସିଥାଏ ଏହାକୁ ଜାଣିଥିବା ନିହାତି ଆବଶ୍ୟକ l

ଆଜି ଆମେ ଜାଣିବା କେଉଁ ସବୁ କ୍ରିକେଟ ଟିମ ରେ କେଉଁ ମାନେ ମାଲିକ ଅଛନ୍ତି l ଏହାକୁ ଜାଣିଥିବା ଆମ ପାଇଁ ନିହାତି ଆବଶ୍ୟକ l ଏଥିପାଇଁ ଆମେ ଆଜି ଆପଣଙ୍କୁ ଜଣେଇବୁ ଆମର IPL ଖେଳୁଥିବା ଆଠଟି ଟିମ ଆଉ ଏହି ଟିମ ର ମାଲିକ ମାନେ କେଉଁ ମାନେ l ତେବେ ଚାଲନ୍ତୁ ଜାଣିବା ଏହି ମାଲିକ ମାନଙ୍କୁ l

1- MI ରେ ଅର୍ଥାତ ମୁମ୍ବାଇ ଇଣ୍ଡିଆନ ଟିମ ର ମାଲିକ ହେଉଛନ୍ତି ନିତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ l ଆପଣ ମାନେ ଜାଣିଥିବେ କିନ୍ତୁ ଏହାର ଦୁଇଜଣ ମାଲିକ ଅଟନ୍ତି l
ଚେନ୍ନାଇ ସୁପର କିଙ୍ଗ ଯାହାର ଛୋଟ ନାମ ହେଉଛି

2- ଚେନ୍ନାଇ ସୁପର କିଙ୍ଗ ଯାହାର ଛୋଟ ନାମ ହେଉଛି CSK, ଯାହାକୁ ଏହି ନାମରେ ଅଧିକାଂଶ ଲୋକ ଜାଣିଛନ୍ତିl ଆଉ ଏହାର ମାଲିକ ହେଉଛନ୍ତି n. ଶ୍ରୀନିଭାସ l

3-kkr ଯାହାର ପୁରା ନାମ ହେଉଛି Kolkata knight Rider ଟିମ ର ମାଲିକ Shah Rukh Khan l

4-SRH ଯାହାର ପୁରା ନାମ ହେଉଛି Sunriser Hydrabad ଏହି ଟିମ ରେ ମାଲିକ ହେଉଛନ୍ତି Kalanithi Maran l

5-Rajasthan Royal ଟିମ ଯାହାର ମାଲିକ ହେଉଛନ୍ତି Manoj Badale l

6- Royal challengers Bangalore ଏହି ଟିମ ର ମାଲିକ ହେଉଛନ୍ତି Manoj and other investors.

7-Kings panjab ଟିମ ଏହାର ମାଲିକ ହେଉଛନ୍ତି ତିନି ଜଣ ଯଥା ness wadia, priti zinta, Karan paul atanti l

8- Dehli cepital ଏହି ଟିମ ର ମାଲିକ ହେଉଛନ୍ତି Gandhi Mallika Arjun ଅଟନ୍ତି l

ଆମ ଦେଶ ରେ ଏମିତି ଅନେକ ଟିମ ରହି ଛନ୍ତି ଯାହାକୁ ଆପଣ ମାନେ କିଛି ଜାଣି ଥିଲେ ମଧ୍ୟ କିଛି ଜାଣି ନ ଥାନ୍ତି l ତେଣୁ ଆପଣ ମାନେ ଏହି ପରି ଅନେକ ଟିମ ର ଖେଳ ହେଉଛି l ଅନେକ ଟିମ ର ଖେଳାଳି ମାନେ ରହି ଛନ୍ତି l ସେମାନେ ଅନେକ ଟିମ କୁ ଅନେକ ଲୋକ ମିଶି ଏହି ଖେଳ ର ଟିମ କୁ ଚଳେଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।