ଗୋଇଣ୍ଠି ଫାଟୁଛି କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ଭଲ ହେବ

ବହୁତ ଲୋକଙ୍କ ଠାରେ ଏହି ପ୍ରକାର ସମସ୍ୟା ଦେଖାଯାଏ ଯେ ସେମାନେ ଯେତେ ପ୍ରକାର ପେଷ୍ଟ ଦେଇ ଘସିଲେ ମଧ୍ୟ ସେମାନଙ୍କ ର ଏହି ଫଟା ଦେଖାଯାଏ l ସେମାନେ ପାଦ ରେ ଭଲ ଚାଲି ପାରନ୍ତି ନାହଁ l ପାଦ ର ଗଇଁଠା ର ମୂଳ ଖାଇ ଯାଇଥାଏ l ଯାହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇ ଥାଏ l ଆପଣ ଯେତେ ବେଳେ ଅନ୍ୟ ମାନଙ୍କ ସହ କଥା ହୋଇଥାନ୍ତି ଆପଣ ଦୂରରେ ଛିଡା ହୋଇ କଥା ହେବାକୁ ପଡିଥାଏ l

ଏହି ପରି ପାଦ ର ସମସ୍ୟା ହେଲେ ଅନ୍ୟ ମାନେ ଭାବନ୍ତି ଯେ ଆପଣ ଠିକ ରେ ଗୋଡ଼ ଧୁଆନ୍ତି ନାହାନ୍ତି l ଆପଣଙ୍କ ସହିତ ଅନ୍ୟ ମାନେ ଯିବା ଆସିବ କହିବାକୁ ପସନ୍ଦ କରନ୍ତି ନାହିଁ l

ଚାଲିବା ରେ କେତେକ ମଣିଷ ର ସୌନ୍ଦର୍ଯ୍ୟ ର ଏକ ଅଂଶ ଅଟେ l ଯଦି ଚାଲି ଯଦି ଭଲ ଦେଖାଯାଏ ନାହଁ ଆପଣଙ୍କ ଚେହେରା ମଧ୍ୟ ସୁନ୍ଦର ଦେଖା ଯାଏ ନାହିଁ l ଆପଣ ଦୌଡିଲେ ସୁନ୍ଦର ଦେଖା ଯିବେ ନାହିଁ l ଲୋକେ ଭାବି ବେ ଯେ ଆପଣ ନିଜର ନିଜ ପ୍ରତି ଧ୍ୟାନ ଦେଉ ନାହାନ୍ତି

ଆପଣଙ୍କ ସହିତ ଆପଣଙ୍କ ବନ୍ଧୁ ମାନେ ମଧ୍ୟ ଯିବା ଆସିବା କହିବl ପାଇଁ ପସନ୍ଦ କରିବେ ନାହିଁ l ଆପଣ ସବୁ ବେଳେ ଅନ୍ୟ ଠାରୁ ପଛେଇ ରହିବେ l ଆପଣଙ୍କ ଚାଲି ଅନ୍ୟ ମାନଙ୍କୁ ପସନ୍ଦ ହେବ ନାହିଁ କାରଣ ଆପଣଙ୍କ ଚାଲି ସେମାନଙ୍କ ଚାଲି ଠାରୁ ଅଲଗା ଅଟେ l ଅନେକ ସମୟରେ ଅନେକଙ୍କ ପାଦ ର ଗଇଁଠା ଭଲ ହୋଇଥାଏ ନ ଥାଏ ଯାହା ପାଇଁ ଏହି ପରି ସମସ୍ୟା ହୋଇ ଥାଏ l

ଏହା ଯୋଗୁଁ ଆପଣଙ୍କ ଗଇଁଠି ଯନ୍ତ୍ରଣା ମଧ୍ୟ କରିଥାଏ l ଦାନ୍ତ ଅଳ୍ପ ବୟସ ରୁ ଚାଲି ନ ପାରିବl ଆରଂଭ ହୋଇଯାଏ l ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଆପଣ କେବଳ ଏହି ସବୁ ଜିନିଷ ମିଶେଇ ଆପଣଙ୍କର ପାଦ କୁ ସଫା କରନ୍ତୁ ଆପଣଙ୍କ ପାଦ ଜନିତ ସମସ୍ତ ସମସ୍ୟା ଦୂର ହେବ l ତେବେ ଚାଲନ୍ତୁ ଜାଣିବା l

ପ୍ରଥମେ ଗୋଟିଏ କଟୋରି ରେ ଗୋଟିଏ ମହମ ବତୀ କୁ ଗୁଣ୍ଡ କରି ପେଷ୍ଟ ନିଅ ଯାହାକି ଆମ ଗଇଁଠି ପାଇଁ ବହୁତ ଉପକାରୀ ଅଟେ l ତାପରେ ଏଥିରେ ଏକ ଚୁଟକୀ ଓଲିଭ ଅଇଲ ତେଲ ନିୟନ୍ତୁ ପରେ ଏହାକୁ ମିଶାନ୍ତୁ l ଏହା କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ l ଏହାପରେ ଏହି ପେଷ୍ଟ କୁ ଭଲ ଭାବରେ ନେଇ ଫାଟି ଯାଇ ଥିବା ସ୍ଥାନ ରେ ଭଲ ଭାବରେ ଘସନ୍ତୁ l ଦେଖିବେ ଧୀରେ ଧୀରେ ଆପଣଙ୍କ ଫାଟି ଯାଇ ଥିବା ଗଇଁଠିଁ ଭଲ ହୋଇଯିବ l ସମସ୍ତ ଫଟା ଦୂର ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।