ଆଉ ଓଡ଼ିଶାକୁ ତ୍ରାହି ନାହିଁ ଆସିଲା ଭୟଙ୍କର ବାତ୍ୟା !! ନିକଟତର ହେବାକୁ ଯାଉଛି ବାତ୍ୟା “ଗୋନି”, ପାଣି ପାଗ ବିଭାଗର ସତର୍କ ସୂଚନା….

ଭାରତ ର ପାଣି ପାଗ ବିଭାଗ ଦ୍ୱାରା ପୁଣି ସତର୍କ କରାଯାଇଛି l କାରଣ ପୁଣି ଏକ ସୃଷ୍ଟି ସାମୁଦ୍ରିକ ବାତ୍ୟା ଆସୁଛି l ଯାହା ପାଇଁ ଓଡିଶା ପାଣିପାଗ ଉପକୂଳ ବର୍ତ୍ତୀ ଅଞ୍ଚଳ କୁ ପୂର୍ଣ୍ଣ ମାତ୍ରl ରେ ସଚେତନ କରାଯାଇଛି l କାରଣ ଏହି ଲଘୁଚାପ ଟି ଫିଲିଫାଇନସ ରେ ସୃଷ୍ଟି ହୋଇ ବଙ୍ଗୋପ ସାଗର ଦେଇ ଦକ୍ଷିଣ ଓଡିଶା ରେ ଲାଣ୍ଡ ଫଲ କରିବ ବୋଲି ଜଣା ପଡିଛି l ଯେମିତି କି ଆପଣ ମାନେ କେହି ସମୁଦ୍ର କୁ ଯିବା ପାଇଁ ମନା କରା ଯାଇଛି l

ପ୍ରତି ବର୍ଷ ବାତ୍ୟା ଆସି ଓଡ଼ିଶାର ସ୍ଥିତି କୁ ଦୋହଲି ଦେଉଛି l ଲୋକମାନେ ନିଜର ସବୁକିଛି ହରାଇ ଦେଇ ସର୍ବ ଶାନ୍ତ ହେଉଛନ୍ତି କାରଣ ଏହି ସାମୁଦ୍ରିକ ବାତ୍ୟା ଗୁଡାକ ସବୁକିଛି ନଷ୍ଟ କରି ଦେଉଛି l

ତେଣୁ କେତୋଟି ଜିଲ୍ଲା କୁ ସତର୍କ ସାବଧାନ ଦିଅ ଯାଇଛି l କଟକ, ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଆଦି ଜିଲ୍ଲା ରେ l 150 ରୁ 200 km ବେଗ ରେ ପବନ ବହିବ l ଓଡିଶା କୁ ଆସୁଥିବା ଏହି ବାତ୍ୟା ଟି ପୁଣି ଆତଙ୍କ ଖେଳି ଦେବ ଓଡିଶା ରେ l ଏହି ବାତ୍ୟା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି l

ଯାହାକି ଓଡିଶା ର ଏବେ ବହୁତ ଜିଲ୍ଲା ରେ ଏବେ 12  ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ଓ ଏହି ବାତ୍ୟା ସୃଷ୍ଟି ସମୟ ରେ ଘଣ୍ଟା ପ୍ରତି 150 ରୁ 200 kmବେଗ ରେ ପବନ ବହିବ l ଏହି ଗୋନି ସ୍ଥଳ ଭାଗ ରେ ପବନ କମିବ l ଏହି ସୁପର ଟାଇଫୋନ ର ଝଙ୍କାର 280 km ରହିବ l ଏହି ବାତ୍ୟା ର ଅନେକ କ୍ଷତି ହୋଇ ପରେ l

ଏହି ବାତ୍ୟା ଟି ଓଡିଶା ର ଉପରେ ବେଶୀ କିଛି ପ୍ରଭାବ ପକେଇବ ନାହିଁ l ଏହି ସାମୁଦ୍ରିକ ବାତ୍ୟା ଗୋନି ଏହି କାରଣରୁ ଉପକୂକଲ ବର୍ତ୍ତୀ ଅଞ୍ଚଳ ରେ ପ୍ରବଳ ବର୍ଷl ହେବ l ତl ସହିତ ମଧ୍ୟ ପବନର ଗତି ଅଳ୍ପ ରହି ପରେ l ଯେଉଁ ସବୁ ଅଂଚଳ ରେ ଏହାର ପ୍ରଭାବ ରହିଛି ସେହି ସବୁ ଅଞ୍ଚଳ ରେ ସଚେତନ ରହିବାପାଇଁ ପାଣିପାଗ ବିଭାଗ ସଚେତନ କରାଇଛି

ଏହି ବାତ୍ୟା ଓଡିଶା ରୁ କିଛି ଦିନ ହୋଇ ସାରିବା ପରେ ଅନ୍ୟ ଦେଶ କୁ ଛୁଇଁବ ଯାହାର କି କିଛି ବିଶେଷ ପ୍ରଭାବ ନୁହଁ l କେବଳ ବର୍ଷl ହୋଇ ପରେ l ତେଣୁ ସମସ୍ତ ଙ୍କୁ ସତର୍କ କରା ଯାଇଛି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।