ମାସରେ କେବଳ ଥରେ ପିଅନ୍ତୁ, ୩ ଟି ଭୟଙ୍କର ରୋଗରୁ ହେବ ସମ୍ପୂର୍ଣ୍ଣ ମୁକ୍ତି ୧୦୦% ଗ୍ୟାରେଣ୍ଟି

ବର୍ତମାନ ସମୟରେ ଅନେକ ଲୋକ ଫୁସଫୁସ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଶେଷରେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି l କିଡ଼ନୀ ଆମ ଶରୀରର ସନ୍ତୁଳନ ରକ୍ଷା କରିଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗକୁ ନଷ୍ଟ କରିଦେଉ l ଆଜି ଚାଲନ୍ତୁ ଜାଣିବା କଣ କଲେ ଫୁସ ଫୁସ କୁ ଆମେ ପରିଷ୍କାର କରିବା କରା ଯାଏ l

କମ ପାଣି ପିଇବା l କମ ପାଣି ପିଇବା ଯୋଗୁଁ ଆମ ଶରୀର ରେ ଫୁସଫୁସ ନଷ୍ଟ ହେବାର ସବୁଠୁ ଅଧିକାର ଦାଇ ହୋଇ ଥାଏ l ତେଣୁ କେବେବି କମ ପାଣି ପିଅନ୍ତୁ ନାହିଁ ଏପରି କଲେ ଆମ ଶରୀରରେ ବର୍ଜ୍ୟ ବସ୍ତୁ ଅଧିକ ଅଛି l

ଅଧିକ ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ ଫୁସଫୁସ ରେ ପ୍ରଭାବ ପଡେ lଅଧିକ ଆଲକହଲ ଜାତୀୟ ପାନୀୟ କଲେ ଆମର ଫୁସଫୁସ ଉପରେ ପ୍ରଭାବ ପକେଇ ଥାଏ l

ଧୂମ୍ର ପାନ ଓ ସମ୍ୱୋକିଂ କଲେ ମଧ୍ୟ ଆମର ଫୁସ ଫୁସ ନଷ୍ଟ ଥାଏ l କାରଣ ଏହା ଦ୍ୱାରl ଆମ ଶରୀରରେ ରକ୍ତ ଚାପ ବଢିଯାଏ l ଯାହା ଯୋଗୁଁ ଫୁସଫୁସ ଫେଲ ହେବାର ଅଧିକ ସମ୍ଭାବନା ହୋଇ ଥl ଏ l ଚାଲନ୍ତୁ କଣ କଲେ ଏହି ସବୁ ରୋଗ ରୁ ଆମେ ଭଲ ହୋଇ ଯିବା l

1, ବ୍ୟାୟାମ :- ବ୍ୟାୟାମ ଦିନ କୁ 5 ମିନିଟ କଲେ ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ l ବ୍ୟାୟାମ ଆମେ ସବୁ ସ୍ଥାନ ରେ କରି ପାରିବ l ଏହା ଦିବସ ରେ ନିଶ୍ଚୟ କରନ୍ତୁ l ଏହା ଦ୍ୱାରା ଫୁସଫୁସ ଜନିତ ରୋଗ ଭଲ ହୋଇ ଯିବ l

2, ବାମ୍ଫ :-ଆମେ ପ୍ରତି ଦିନ ଗରମ ପାଣିରେ ଈଓକଲିଟିସ ଲୀକୁଇଂଡ କୁ ଦୁଇ ଟୋପା ପକେଇ ପ୍ରତି ଦିନ ବାମ୍ଫ ନିୟନ୍ତୁ l ଈଓକଲିଟିସ ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଫୁସଫୁସ ଜନିତ ରୋଗ ଭଲ ହୋଇ ଥାଏ l

3, 1 ଲିଟର ପାଣି କୁ ଗ୍ୟାସ ରେ ଗରମ କରନ୍ତୁ ଏହି ଗରମ ପାଣିରେ କିଛି ଅଦା ବଟା, କିଛି ହଳଦୀ, ଗୋଟେ ପିଆଜ କୁ ପକାନ୍ତୁ l ଏଥିରେ 2 ଚାମଚ ମହୁ ଦେଇ ଫୁଟାନ୍ତୁ 1 ଗ୍ଲାସ ହୋଇ ଗଲେ ଏହାକୁ ପିଅନ୍ତୁ l ଏହି ପରି ମାସ କୁ ଠାରେ କରନ୍ତୁ l କୌଣସି ଫୁସଫୁସ ଜନିତ ରୋଗ ହେବ ନାହିଁ କି ସବୁବେଳେ ଫୁସଫୁସ ପରିଷ୍କାର ରହିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।