ଧନତେରସ ବା କାର୍ତ୍ତିକ ମାସ ରେ ଭୁଲ ରେ ବି ଏହି 5 ଜିନିଷ କିଣନ୍ତୁ ନାହିଁ, ନଚେତ ସର୍ବନାଶ ହେବା ନିଶ୍ଚିତ

ବସ୍ତୁ ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମ ମାସ l ଯଦି ଆମେ ଆମ ଜୀବନ ରେ ଏହି ମାସ ରେ ଯଦି ଏହି ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ଧନତେରସ ଦିନ ରେ ଏହି ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କାର୍ତ୍ତିକ ମାସ ରେ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଧନତେରସ ଦିନ ରେ ଭଗବାନ ବିଷ୍ଣୁ ଓ ମାତା ଙ୍କର ପ୍ରିୟ ମାସ l ଏହି ମାସ ରେ ବ୍ରତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ l ଧନତେରସ ଦିନ ରେ ଭୁଲ ରେ ଏହି 5 ଜିନିଷ କିଣନ୍ତୁ ନାହିଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, କାଚ ର ଜିନିଷ ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ l କାଚ ରେ ରାହୁ ରହି ଥାନ୍ତି l ଏହାକୁ ଆଣିଲେ କାହାରି ଅନିଷ୍ଟ ହୁଏ l ନିଜର ଅନର୍ଥ ହେବ l

2, ଷ୍ଟିଲ ର ଜିନିଷ ଏହି ଧର୍ମ ମାସ ରେ ଆଣନ୍ତୁ ନାହିଁ l ଷ୍ଟିଲ ରେ ଦେବତା ରାହୁ ବାସ ବାସ କରି ଥାନ୍ତି l ଆଣିଲେ ମାତା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ପଡିବ l

3, ଧାରୁଆ ଜିନିଷ ଏହି ଦିନ ରେ କୌଣସି ଛୁରୀ ଭଳି ଧାରୁଆ ଜିନିଷ ଆଣନ୍ତୁ ନାହିଁ l ଏହାକୟ ଆଣିଲେ ଅନେକ ପ୍ରକାର ର ନିଜର ନଷ୍ଟ ହୋଇ ଥାଏ l

4, ନୂତନ ଯାନ ବାହାନ କିଛି ଆଣନ୍ତୁ ନାହିଁ l ଏହି ଜିନିଷ ଆଣିଲେ ଯାନବାହାନ ର କ୍ଷତି ହୋଇ ଥାଏ l ତେଣୁ ଆଣନ୍ତୁ ନାହିଁ l

5, ଲୁହା ର କୌଣସି ଜିନିଷ ଭୁଲ ରେ ବି ଆଣନ୍ତୁ ନାହିଁ l ଏହାକୁ ଆଣିଲେ ରାହୁ ଦେବତା ଘରକୁ ଆସି ଥାନ୍ତି k ଏହା କରିଲେ ଅନେକ କ୍ଷତି ହୋଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।