ପୁଣି ଓଡ଼ିଶା ସରକାରଙ୍କ ତରଫରୁ ଆସିଲା ଜିଲ୍ଲା ସ୍ତରୀୟ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ…..

ଜିଲ୍ଲା ସ୍ବାସ୍ଥ୍ୟ ସମିତି, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ଆସିଛି ନିଯୁକ୍ତି ସୁଯୋଗ। ଏହା ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ସୁଯୋଗ। ବଲାଙ୍ଗୀର ଜିଲ୍ଲା ତରଫରୁ ଏକ ଭଲ ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଆଣିଛି ଖୁସି ଖବର।ଏହି ପଦବୀରେ ଉଭୟ ପୁରୁଷ ଏବଂ ମହିଳା ପରୀକ୍ଷାର୍ଥୀ ଆବେଦନ କରି ପାରିବେ।ଏହା ଏକ ସରକାରୀ ଚାକିରି ଅଟେ ।

ଏହାକୁ କମର୍ସ କିମ୍ବା ସର୍ଶୀଙ୍ଗ ରେ ଗ୍ରାଯୁଏସନ କରିଥିବା ପିଲା ଆବେଦନ କରି ପାରିବେ ଏବଂ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି ମାଲକାନଗିରି ଜିଲ୍ଲା ତରଫରୁ।

ତେବେ ଯଦି ଆପଣ କମର୍ସ କିମ୍ବା ସର୍ଶୀଙ୍ଗ ରେ ଗ୍ରାଯୁଏସନ୍ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ସ୍ୱାସ୍ଥ୍ୟ ସମିତି ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦବୀ ସଂଖ୍ୟା- ୧୧

ପଦବୀ- ଭିନ୍ନ ଭିନ୍ନ ବିଭାଗ ପାଇଁ ପଦବୀ ଅଲଗା ରହିଛି।

ଆପ୍ଲିକେସନ୍ ଫି- ସମସ୍ତ ବର୍ଗର ପିଲାଙ୍କ ପାଇଁ ଆବେଦନ ମାଗଣା ରହିବ।

ଶିକ୍ଷାଗତ ଯୋଗ୍ୟତା- ଗ୍ରାଯୁଏଟ ହୋଇଥିବା ଦରକାର। କମର୍ସ କିମ୍ବା ସର୍ଶୀଙ୍ଗ କିମ୍ବା B.A ହୋଇଥିବା ଦରକାର।

ଆବେଦନ ମାଧ୍ୟମ- ସ୍ପିଡ ପୋଷ୍ଟ, ରେଜିଷ୍ଟ୍ରେଡ ପୋଷ୍ଟ ମାଧ୍ୟମରେ ଅଥବା ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଦେଇ ପାରିବେ।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୧୬ ନଭେମ୍ବର ୨୦୨୦ ରହିଛି।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୨୧ ବର୍ଷ ସର୍ବନିମ୍ନ ଓ ୬୫ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ସର୍ବନିମ୍ନ ୧୪,୫୮୭ ଏବଂ ସର୍ବାଧିକ ୨୨,୨୨୮ଟଙ୍କା ଦରମା ରହିଛି।

ଆବେଦନ ପ୍ରକ୍ରିୟା- ଏହି ପଦବୀ ଗୁଡିକରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଅଫିସିଆଲ୍ ୱେବ୍ ସାଇଟ୍ www.balangir.nic.in କୁ ଯାଇ ସରକାରୀ ସରକାରୀ ବିଭାଗର ଜାରି ହୋଇଥିବା ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।ଏହା ଛଡା ଆପଣ ଏହାକୁ ନଭେମ୍ବର ୧୬ ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।