କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୁଚିରହିଥିବା କିଛି ଗୁପ୍ତ ରହସ୍ୟ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଜାଣିବା କନ୍ୟା ରାଶି ବ୍ୟକ୍ତି ମାନଙ୍କ ବିଷୟ ରେ କିଛି ଅଜଣା କଥା । ଆଉ ଏହା ସହିତ କନ୍ୟା ରାଶି ମାନଙ୍କ ର ଜନ୍ମ ରୁ ମୃତ୍ୟୁ ଜାଏ ଲୁଚି ରହିଥିବା ଅଜଣା କଥା ବିଷୟ ରେ । ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶି କୁ ସାଧାରଣ ତିନି ପ୍ରକାର ଅଟନ୍ତି । ଯଥା 12/10 ଉତ୍ତର ଫଲଗୁନି ନକ୍ଷତ୍ର କନ୍ୟା ରାଶି ।

ଏମାନେ ମାନବ ଗଣ ଅଟନ୍ତି। ଏମାନେ ପ୍ରକୃତି ପ୍ରିୟ ଅଟନ୍ତି । 13/ 6 ହସ୍ତା ନକ୍ଷତ୍ର କନ୍ୟା ରାଶି । ଏମାନେ ହେଉଛନ୍ତି ଦେବଗଣ ।

ନ୍ୟାୟ ଓ ଧର୍ମ ଉପରେ ଏମାନେ ବିଶ୍ୱାସ କରି ଥାଆନ୍ତି । 14/6 ଚିତ୍ରା ନକ୍ଷତ୍ର କନ୍ୟା ରାଶି । ଏମାନେ ହେଉଛନ୍ତି ମାନବ ଗଣ । ଏମାନଙ୍କ ର ନାନାଦି ଦେବା ଦେବୀ ରେ ଭକ୍ତି ରହି ଥାଏ । ଏହି ରାଶି ର ଭଲ ଗୁଣ ହେଉଛି ଉନ୍ନତି କରିବା , ଗୃହ ନିର୍ମାଣ କରିବା , ଚାକିରି କ୍ଷେତ୍ର ରେ ଆଗକୁ ଯିବା ଆଦି ।

ସମସ୍ତ କାର୍ଯ୍ୟ ପାଇଁ ଚେଷ୍ଟା କରିଲେ ବିଶେଷ ସଫଳତା ପ୍ରାପ୍ତି ହୋଇ ପାରିବ । ଏମାନେ ସବୁବେଳେ ଜନ ହିତ ପାଇଁ କାର୍ଯ୍ୟ କରି ଥାଆନ୍ତି । କନ୍ୟା ରାଶି ର ଅଧିପତି ହେଉଛନ୍ତି ବୁଧ ଦେବ । ସୁଖ ଆନନ୍ଦ ରେ ଏମାନଙ୍କ ଦିନ କଟି ଥାଏ । ଏବେ ଜାଣିବା ଏମାନଙ୍କ ମନ୍ଦ ଗୁଣ ବିଷୟ ରେ । ଏମାନେ ପର ସ୍ତ୍ରୀ ପ୍ରିୟ , ଚତୁରବାଦି ହୋଇ ଥାଆନ୍ତି ।

ଜୀବନ ରେ ଏମାନଙ୍କୁ କିଛି ରୋଗ ର ସାମ୍ନା କରିବାକୁ ପଡି ଥାଏ ଯେମିତି କି ଝାଡା , ସ୍ନାୟୁ ରୋଗ , ଚକ୍ଷୁ ରୋଗ , ଅଣ୍ଟା ରୋଗ , ମେରୁଦଣ୍ଡ ରୋଗ , ନାକ ରୋଗ ଇତ୍ୟାଦି । ଏମାନେ ନିଜର ର ଗ୍ରହ ଶାନ୍ତି ପାଇଁ ସୁନା ର କୌଣସି ବସ୍ତୁ କୁ ବୁଧ ବାର ଦିନ ପୂଜା କରି ଧାରଣ କଲେ ଏମାନଙ୍କ ଗ୍ରହ ଶାନ୍ତି ହୋଇ ଥାଏ ।

ଏମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ସବୁଜ , ଘିଅ ଓ ଧଳା ରଙ୍ଗ। ଶୁଭ ରଙ୍ଗ ଲାଲ ହୋଇ ଥାଏ । ଅନ୍ୟ କୁ ଭଲ ପାଇବା ଓ ଭଲ ପିନ୍ଧିବା ରେ ଏମାନେ ମାଜଲିସ ହୋଇ ରହି ଥାଆନ୍ତି । ଏବେ ଜାଣିବା କନ୍ୟା ରାଶି ଙ୍କ ବିବାହ ଯୋଗ ବିଷୟ ରେ । ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ 18- 26 ବୟସ ଭିତରେ ବିବାହ ଯୋଗ ରହି ଥାଏ ।

ଏମାନଙ୍କ ର ଶୁଭ ବାର ବୁଧ ବାର ହୋଇ ଥାଏ ଓ ଘାଟ ବାର ଶନି ବାର ହୋଇ ଥାଏ । ଏହି ରାଶି ର ବ୍ୟକ୍ତି ବୃଷ , ସିଂହ , ତୁଳା ରାଶି ବ୍ୟକ୍ତି ମାନଙ୍କ ସହ ଭଲ ସମ୍ପର୍କ ରହି ଥାଏ । ଏବେ ଜାଣିବା ମୃତୁ୍ ଯୋଗ ବିଷୟ ରେ । ପ୍ରଥମେ ମାତା ଙ୍କ ଓ ପରେ ପିତା ଙ୍କ ର ମୃତ୍ୟୁ ହୋଇ ଥାଏ । ଏହି ରାଶି ର ସବୁଠୁ ଖରାପ୍ ମାସ ହେଉଛି ପ୍ରତି ବର୍ଷ ର ମାର୍ଚ୍ଚ ମାସ । ଏମାନଙ୍କ ପାଇଁ ଅଶୁଭ ରାଶି ହେଉଛନ୍ତି ମେଷ , ବିଛା , ଧନୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।