IAS – ପ୍ରଶ୍ନ । ଏହା କଣ ଅଟେ ଯାହା ଖାଇବା ପାଇଁ କିଣା ଯାଇଥାଏ କିନ୍ତୁ ଖିଆ ଯାଇ ନଥାଏ ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ IAS କିମ୍ବା ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ ସେତେବେଳେ ସେ ବିଭିନ୍ନ ପର୍ଯ୍ୟାୟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥାଏ। କାରଣ ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ହେଲେ ଆପଣଙ୍କୁ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ରେ ପାସ୍ ହେବାକୁ ପଡ଼ିଥାଏ।ତେବେ ମୌଖିକ ପରୀକ୍ଷା ସାଧାରଣତଃ ସାମାନ୍ୟ କଷ୍ଟ ହୋଇଥାଏ କାରଣ ଏଥିରେ ଆପଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତା କାରଣରୁ ହିଁ ସଫଳତା ମିଳିଥାଏ।

ତେବେ ଏହି ସବୁ ପ୍ରଶ୍ନ ର ଉତ୍ତର କେବଳ ବୁଦ୍ଧିମାନ ଲୋକ ମାନେ ହିଁ କହି ପାରିବେ।ଆପଣ ମାନେ ଜାଣିଥିବେ ଯେ ଆଇଏସ ପରୀକ୍ଷା ଇଣ୍ଟରଭିଉ କେତେ କଷ୍ଟ ହୋଇଥାଏ।

ଯଦି ଏହା ସହଜ ହୋଇ ଯାଇଥାନ୍ତା ତେବେ ସମସ୍ତେ ଏହି ପ୍ରଶ୍ନ ର ଉତ୍ତର ଦେଇ ପାସ୍ ହୋଇଯାଇଥାନ୍ତେ। ତେବେ ଆଜି ଆମେ ଏମିତି କିଛି ଆଇଏସ ପ୍ରଶ୍ନ ବିଷୟରେ ଆପଣଙ୍କୁ କହିବୁ ଯାହା କି ହୁଏ ତ ବହୁତ ଲୋକ ଜାଣି ନଥିବେ। ଏହି ପ୍ରଶ୍ନ ଗୁଡିକ ର ଉତ୍ତର 99% ପ୍ରତିଶତ ଲୋକ ଜମାରୁ ଜାଣନ୍ତି ନାହିଁ। ତେବେ ଆସନ୍ତୁ ଏହି କଠିନ ପ୍ରଶ୍ନ ଗୁଡିକ ବିଷୟରେ ଆଲୋଚନା କରିବା।

ପ୍ରଶ୍ନ – 1
ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା

ପ୍ରଶ୍ନ – 2
ଝିଅ ଙ୍କର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ?
ଉତ୍ତର – ଶିକ୍ଷାର୍ଥୀ ଜଣଙ୍କ ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜରେ ଦେଇଥିଲେ ସେ କହିଥିଲେ କି ଲେଡିଜ୍ ଫିଙ୍ଗର ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା।

ପ୍ରଶ୍ନ – 3
ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଉତ୍ତର – ରାସ୍ତା ..ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

ପ୍ରଶ୍ନ – 4
ଶରୀର ରୁ କେଉଁ ଅଂଶରୁ ଝାଳ ବୋହେ ନାହିଁ ?
ଉତ୍ତର – ଓଠ

ପ୍ରଶ୍ନ – 5
ଏମିତି କେଉଁ ଜିନିଷ ଯାହା ବଢ଼ିଥାଏ, କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା /ବୟସ।ଏହା କେବେ କମି ନଥାଏ।

ପ୍ରଶ୍ନ – 6
ଏମିତି କଣ ସେଇଟା ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ / ଜୁଆଁ କଦଳୀ

ପ୍ରଶ୍ନ – 7
ତାହା କଣ ଜିନିଷ ଯାହା ଖାଇବା ପାଇଁ କିଣା ଯାଇଥାଏ, କିନ୍ତୁ ଖିଆ ଯାଇ ନଥାଏ?
ଉତ୍ତର- ପ୍ଲେଟ୍। ଏହାକୁ ଖିଆ ଯାଇ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।