ଦୀପାବଳି ବା ଧନତେରସ ଦିନ ଘର କୁ ଆଣନ୍ତୁ ଏହି ୧୦ ଟି ଜିନିଷ ଆଣନ୍ତୁ ଘର କୁ ମାତା ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ପଡିବ ଧନ ର ଅଭାବ ହେବ ରହିବ ନାହିଁ

ଆମେ ମାନେ ଯଦି ଧନତେରସ ଦିନ କିଛି ଜିନିଷ ଘରକୁ ଆଣିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସିବ ନାହିଁ l ଆମେ ଯଦି ଏହି ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ କାର୍ଯ୍ୟ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଧନତେରସ ର ସମସ୍ତ ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ତେଣୁ ଦୀପାବଳି ବା ଧନତେରସ ଦିନ ଏହି 10 ଗୋଟି ମୁଖ୍ୟ ଜିନିଷ ଘରକୁ ଆଣନ୍ତୁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନ କରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

ଚାଲନ୍ତୁ ଜାଣିବା ଏହି 10 ଟି ଜିନିଷ ନାମ :-

1, ଧନତେରସ ଦିନ ଦିନ ଘର କୁ ଲୁଣ ଆଣିଲେ ଘରେ ଧନ ର ବୃଦ୍ଧି ହୋଇ ଥାଏ l

2, ଏହି ଦିନ ଘର କୁ ହଳଦୀ ବା ଖଣ୍ଡ ହଳଦୀ ଘରକୁ ଆଣନ୍ତୁ ଘରେ ଥିବା ଲୋକ ଙ୍କର ଭାଗ୍ୟ ରେ ପରିବର୍ତ୍ତନ ହେବ l

3, ଏହି ଦିନ ଘରକୁ ଗୋମତି ଚକ୍ର ଘରକୁ ଆଣନ୍ତୁ ଘରକୁ ମାତା ଲକ୍ଷ୍ମୀ ଆସିବେ l

4, ଶ୍ରୀ ଚକ୍ର ଓ ଶ୍ରୀ ଗଣେଶ ଆଣନ୍ତୁ ଏହା କୁ ଆଣି ଟଙ୍କା ରାହୁ ଥିବା ସ୍ଥାନ ରେ ରଖନ୍ତୁ କିଛି ଅଭାବ ହେବ ନାହି l

5, ରୂପ ର ତିଆରି ଗଣେଶ ଓ ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ କିଣି ଘରେ ରଖନ୍ତୁ l

6, ଘରକୁ ନଡ଼ିଆ ଆଣନ୍ତୁ ଏହା କୁ ପୂଜା କରି ନାଲି କପଡା ରେ ଲୁଚେଇ ଦିଅନ୍ତୁ ଧନ ର ବର୍ଷା ହେବ l

7, ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକ ଘରକୁ ଆଣନ୍ତୁ ଏହାକୁ ଆଣି ଠାକୁର ଘରେ ରଖନ୍ତୁ l

8, କଉଡ଼ି ଘର କୁ ଆଣି ସିନ୍ଧୁକ ରେ ରଖନ୍ତୁ ଏହା କଲେ ମାତା ଲକ୍ଷ୍ମୀ କୁ ପ୍ରସନ ହୋଇ ଥାଏ l

9, ଘର କୁ ମୋତି ଶଙ୍ଖ ଏହି ଧନତେରସ ଦିନ ଆଣନ୍ତୁ ମନସ୍କାମନା ପୂର୍ଣ୍ଣ ହେବ l ମାତା ଲକ୍ଷ୍ମୀ ଘରକୁ ଆସି ଥାନ୍ତି

10, ଏକାକୀ ନଡ଼ିଆ ଘରକୁ ଆଣନ୍ତୁ ଧନତେରସ ଦିନ ଆପଣ ଙ୍କର ଭାଗ୍ୟ ବଦଳି ଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।