୭ ଦିନରେ ଡାଇବେଟିସ ହେବ ଗାଏବ, ମାତ୍ର କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି ଭଲ ହେବ

ସୁଗାର ୩୮୦ ହେଉ ବା ୪୮୦ ହେଉ ଯଦି ଏହି କାଢା କୁ ଆପଣ ସାତ ଦିନ ସେବନ କରିବେ ତେବେ ଆପଣ ଙ୍କ ଶୁଗାର କଣ୍ଟ୍ରୋଲ ରେ ଆସିଯିବ । ଡାଇବେଟିସ ବା ମଧୁମେହ ଏବେ ଏକ ଗମ୍ଭୀର ରୋଗ ହୋଇ ଯାଇଛି । ଏହା ଆପଣ ଙ୍କୁ ଭିତରୁ ଫମ୍ପା କରି ଦିଏ । ଏହା କୁ ଧିର ମୃତୁ ମଧ୍ୟ କୁହା ଯାଇଛି । ଭାରତ ରେ ପ୍ରାୟତଃ ୭ କୋଟି ଲୋକ ଡାଇବେଟିସ ରେ ଗ୍ରସିତ ।

ଡାଇବେଟିସ ହେବା ଦ୍ବାରା ଆପଣ ଙ୍କ ଶରୀର ରେ ଅନେକ ରୋଗ ଦେଖିବାକୁ ମିଳି ଥାଏ ଯେମିତି କି ହାର୍ଟ ରୋଗ, ଆଖି ରୋଗ , ଚୁଟି ଝଡ଼ିବା କିଡ଼ିନି ଠିକ୍ ରୂପେ କାର୍ଯ୍ୟ ନକରିବା ।

ତେବେ ଏମିତି ନୁହେ କି ଯଦି ଆପଣ ଙ୍କୁ ଥରେ ଡାଇବେଟିସ ହେବ ତେବେ ଆପଣ ଙ୍କୁ ସାରା ଜୀବନ ଇଁଶୁଲିନି ନେବା ପାଇଁ ପଡ଼ିବ ବା ଏହାକୁ ଆପଣ କଣ୍ଟ୍ରୋଲ କରି ପାରିବେ ନାହିଁ । ଆପଣ ଙ୍କ ଲାଇଫ ଷ୍ଟାଇଲ ଓ ଖାଦ୍ୟପେୟ ରେ କଣ୍ଟ୍ରୋଲ ରଖିବା ଦ୍ଵାରା ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ ହୋଇ ପାରିବ । ଅନିଦ୍ରତା , ମୋଟପା , ଠିକ୍ ଖାଦ୍ୟ ନଖାଇବା ଦ୍ଵାରା ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଏମିତି ଏକ କାଢା ବିଷୟ ରେ ଜାଣିବା ଯାହାକୁ ସେବନ କରିବା ଦ୍ଵାରା ଡାଇବେଟିସ ଭଲ ହୋଇଥାଏ ତେବେ ଆସନ୍ତୁ ଜାଣିବା ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ରେ ଦୁଇ ଗ୍ଲାସ ପାଣି ନିଅନ୍ତୁ । ଏଥିରେ ଆପଣ ଏକ ଚାମଚ ମେଥି ପକାନ୍ତୁ । ମେଥି ରେ ଦୁଇ ପ୍ରକାର ଫାଇବର ମିଳିଥାଏ ଏହା ସହିତ ଏହା ଇଁସୁଲିନି ର ସେନ୍ସିଟିଭ କୁ ବଢାଇ ଥାଏ । ଦ୍ଵିତୀୟ ରେ ଆମେ ଏଥିରେ କରି ପତ୍ର ମିଶାଇବା ଯାହାକୁ ଆମେ ଭୃଷଙ୍ଗ ପତ୍ର ବୋଲି କହିଥାଉ ।

ଏହା ଶରୀର ର ଇଁସୁଲିନି ର ସେନ୍ସିଟିଭ କୁ ବଢାଇ ଥାଏ ଯାହା ଆମ ବ୍ଲଡ଼ ସିଗାର ଲେବୁଲ କୁ ବଢାଇ ଥାଏ । ଯାହା ଦ୍ଵାରା ଆମ ବ୍ଲଡ଼ ଶୁଗର୍ କେବୁଲ ନର୍ମାଲ ରହିଥାଏ । ୧୫ – ୨୦ ପତ୍ର ଏହି ପାଣି ରେ ମିଶାନ୍ତୁ। ତୃତୀୟ ରେ ଆମେ ଏଥିରେ ମିଶାଇବା ଅଦା । ଅଦା ମେତବୋଲିଟି ବଢାଇ ଥାଏ ।

ବ୍ଲଡ଼ ଶୁଗାର୍ ଲେଵୁଲ କୁ କମ୍ କରିଥାଏ ସାଥିରେ ଏହା ପେନ୍ କିଲର୍ ଭାବେ କାମ କରି ଥାଏ । ଏକ ଇଞ୍ଚ୍ ର ଅଦା କୁ ଆପଣ ଏଥିରେ ଛେଚି କି ମିଶାନ୍ତୁ । ଚତୁର୍ଥ ରେ ଆମେ ଏଥିରେ ମିଶାଇବା ଡାଲଚିନି ପାଉଡର ମିଶାନ୍ତୁ । ଆୟୁର୍ବେଦ ରେ ଡାଲଚିନି ସୂଗର ଭଲ କରିବା ପାଇଁ ଏକ ବହୁତ୍ ଉପକାରୀ ସାମଗ୍ରୀ ଅଟେ।

ଏବେ ଏହି ପାଣି କୁ ସେପର୍ଯ୍ୟ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧା ଗ୍ଲାସ ହୋଇ ନଯିବ । ୫-୬ ମିନିଟ୍ ପରେ ଏହା ପ୍ରସ୍ତୁତ ହୋଇଯିବ । ଏହା ପରେ ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ ଓ ଥଣ୍ଡା ହେଲା ପରେ ଏହାକୁ ଛାଣି ଦିଅନ୍ତୁ। ତେବେ ଏହାକୁ ଆପଣ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ଓ ଏହାର ଅଧଘଣ୍ଟା ପରେ ଆପଣ ଜଳଖିଆ ଖାଆନ୍ତୁ । ଏଥିରେ ଚିନି, ମହୁ କି ଗୁଡ଼ ମିଶାନ୍ତୁ ନାହିଁ । ଏହା ଡାଇବେଟିସ ଭଲ କରିବା ପାଇଁ ବହୁ ପରୀକ୍ଷିତ ଉପଚାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।