ଏହି ଜାଗାରେ କରିବ ପୁରା ତାଣ୍ଡବଲୀଳା !! ନଭେମ୍ବର ୯ରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଘଡ଼ଘଡି, ମସ୍ଥ୍ୟ ଜୀବିଙ୍କୁ ସମୁଦ୍ରକୁ ନ ଯିବାକୁ ଅନୁରୋଧ…

ତାଣ୍ଡବ ରଚୁଚି ବାତ୍ୟା ବନ୍ୟା । ଉଗ୍ର ରୂପ ଧାରଣ କରି ସାରିଛି ଏହି ବାତ୍ୟା ଗୋନିି। ଯାହାର ପ୍ରଭାବ ରେ ବହୁଛି 180 କିମି ରେ ପବନ । ତା ସହିତ ବଜ୍ରପାତ ଜନିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା । ତେବେ ଆସନ୍ତୁ ଜାଣିବା ଏହି ବାତ୍ୟା ଗୋନିି ବିଷୟ ରେ ଅଧିକ ରୁ ଅଧିକ ଖବର । ବର୍ତ୍ତମାନ ସମୟ ରେ କୋରୋନା ଯୋଗୁ ଭୟବୀତ ଅବସ୍ଥା ରେ ଲୋକ ମାନେ ଥିବା ବେଳେ ଏହି ଖବର ଟି ସାମ୍ନା କୁ ଆସୁଅଛି।

ତେବେ ବାତ୍ୟା ଗୋନି ଆଜି ସକାଳେ ସ୍ଥଳ ଭାଗ ଛୁଇଁବା ବେଳେ ପବନ ର ବେଗ ଘଣ୍ଟା ପ୍ରତି ଦୁଇ ଶହ କିଲୋମିଟର ରହିଛି ।

ଏହି ସମୟ ରେ ଗୋଷ୍ଟିଂ ସ୍ପିଡ 250 କିମି ଛୁଇଁ ଥିବା ଯୋଗୁ ବ୍ୟାପକ କ୍ଷୟ କ୍ଷତି ମଧ୍ୟ ହୋଇ ଅଛି । ଏହା ସହିତ ଲାଗି ରହି ଅଛି ପ୍ରବଳ ରୁ ଅତି ପ୍ରବଳ ବର୍ଷା ଓ ହେଉ ଅଛି ପ୍ରବଳ ମାତ୍ରା ରେ ବଜ୍ରପାତ। ଏହା ସହିତ ଅନୁମାନ କରା ଯାଉଛି ଯେ ରାତି ସୁଦ୍ଧା ପବନ ର ବେଗ 170-180 କିମି ରହିବାର ସମ୍ଭାବନା ଅଛି ।

ତେବେ ଗତ ସପ୍ତାହ ରେ ଗୋନୀ ଭଳି ଆଉ ଏକ ସାମୁଦ୍ରିକ ବାତ୍ୟା ପଶ୍ଚିମ ଫିଲିପାନ ଦେଇ ପ୍ରବାହିତ ହୋଇ ଥିଲା ଆଉ ବିଭିନ୍ନ ସ୍ଥାନ ରେ ବର୍ଷା ଯୋଗୁ ପାଣି ଫସି ରହି ଥିବା ବେଳେ ଝଡ଼ ତୋଫାନ ରେ ପାଣି ଚର ଜୀବ ମାନଙ୍କ ର ଜୀବନ ଚାଲି ଯାଇ ଥିଲା । ବାତ୍ୟା ସମୁଦ୍ର ରୁ ଭୁ ଭାଗ କୁ ପ୍ରବେଶ କରିବାରୁ 12 ଘଣ୍ଟା ରୁ ଅଧିକ କାଳ ବିତି ଗଲାଣି ।

ହେଲେ ବି ଝଡ଼ ଥମି ନଥିବା ବିଷୟ ରେ ପାଣି ପାଗ ବିଭାଗ ରୁ ସୂଚନା ମିଳିଛି । ଯଦିଓ ରାତି ରେ ପବନ ର ବେଗ କମିଛି ତଥାପି ରାତି ରେ ଘଣ୍ଟା ପ୍ରତି ପବନ ର ବେଗ 170-180 କିମି ରେ ବହୁ ଥିବା ବେଳେ କଷ୍ଟିଂ ଘଣ୍ଟା ପ୍ରତି 230 କିମି ରହୁ ଅଛି ।

ଏଣୁ ଏହି ମହା ବିପଦ ଏପର୍ଯ୍ୟନ୍ତ ନ ଟଳି ଥିବା ର ସୂଚନା ପାଣି ପାଗ ବିଭାଗ ର ବିଶେଷଜ୍ଞ ମାନେ ଦେଇ ଅଛନ୍ତି । ତେବେ ବାତ୍ୟା ପାଇଁ କି ଆନ୍ତର୍ଜାତିକ ବିମାନ ଗତି ପଥ ପରିବର୍ତ୍ତନ କରା ଯାଇ ଥିବା ବେଳେ ଦେଶ ରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ସବୁ କୁ ସରକାର ଙ୍କ ତରଫ ରୁ ବାତିଲ କରି ଦିଆ ଯାଇଛି ।

ବାତ୍ୟା କ୍ଷୟକ୍ଷତି ର ସାମଦ୍ରିକ ସୂଚନା ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ତେବେ ସେନା , ଜାତୀୟ ପୋଲିସ୍ , ତଟୁ ରକ୍ଷା କର୍ମୀ ମାନଙ୍କୁ ଉଚ୍ଚ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।ତେବେ ଏହା ଥିଲା ବାତ୍ୟା ଗୋନି କୁ ନେଇ ବର୍ତ୍ତମାନ ର ଅପଡେଟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।