ହେ ଭଗବାନ ! ଶେଷରେ ଜେସିବି ଆଗରେ ବସିଲେ ବିଧାୟକ ସୁର ରାଉତରାୟ, ଆଉ ତା’ ପରେ…..

ଗାଁ ର ମଶାଣି ଜମି କୁ ସରକାର ଜମି କହି ସେଠାରେ ଜେସିବୀ ଆଣି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସରକାରି କର୍ମଚାରୀ ଏହା ଉପରେ ପ୍ରତିକ୍ରିୟା ରଖଛନ୍ତି ସୁର ରାଉତରାୟ ।କଂଗ୍ରେସ କ୍ୟଣ୍ଡିଦେଟ୍ MLA ସୁର ରାଉତରାୟ । ସେ ଜଟଣୀ ର ବିଧାୟକ ଭାବେ କାର୍ଯ୍ୟରତ ଅଛନ୍ତି। ସବୁବେଳେ ନିଜର ମଜାଳିଆ ମତାମତ ପାଇଁ ମିଡିଆ ଚର୍ଚ୍ଚା ରେ ଆସି ଥାଆନ୍ତି ।

କିନ୍ତୁ ହଠାତ୍ ସେ ଆଜି ଏମିତି ଯେସିବି ସାମ୍ନା ରେ କାହିକି ବସି ଅଛନ୍ତି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

“ଭାଇ ତୁମେ ଫେରି ଯାଓ , ଆମ ମଶାଣି , ଆମ ଖେଳ ପଡିଆ ଆମେ ଦେବୁ ନାହିଁ । ଆଉ ଯଦି ଜେଶିବୀ ଚଳାଇବାର ଅଛି ତେବେ ଚଲାଓ ଆମ ଉପରେ ” ଏତିକି କହି ଜଟଣୀ ବିଧାୟକ ସୁର ରାଉତରାୟ ବସି ଗଲେ ଜେଷିବି ସାମ୍ନା ରେ । ତେବେ ସରକାର କୌଣସି ଏକ ଗାଁ ର ମଶାଣି ଜମି ଓ ଖେଳ ପଡିଆ ଜମି କୁ ସରକାରୀ ଜମି କହି ସେଥିରେ କାର୍ଯ୍ୟ କରିବା ପାଇଁ କିଛି ସରକାରୀ କର୍ମଚାରୀ , ପୋଲିସ୍ ଓ ଯେଶିବୀ କୁ ପଠାଇ ଥିଲେ ।

ସରକାର ହିସାବ ରେ ତାହା ସରକାରୀ ଜମି ଅଟେ ଓ ସରକାର ସେଥିରେ କିଛି ସରକାରୀ ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି କିନ୍ତୁ ଏହା ଗାଁ ଲୋକ ଙ୍କ ମଶାଣି ଜମି ଓ ଖେଳ ପଡିଆ ଜମି ଯାହାକୁ ସରକାର ନେଇ ପାରିବେ ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ତେବେ ଆସି ଥିବା ସରକାରୀ କର୍ମଚାରୀ ମାନଙ୍କୁ ଜଟଣୀ ବିଧାୟକ ସୁର ରାଉତରାୟ ମୁଁହ ରେ ମନା କରି ଦେଇଛନ୍ତି ଯେ ସେ ଏହି ଜମି ଦେବେ ନାହିଁ ଓ ସେମାନଙ୍କୁ ଫେରି ଯିବା ପାଇଁ କହିଛନ୍ତି ।

ତେବେ ଗାଁ ର ମଶାଣି ଜମି ରେ ଲୋକ ମାନଙ୍କ ନିଜସ୍ଵ ଅଧିକାର ଥାଏ କାରଣ ଏଠାରେ ଆମ ପୂର୍ବ ପୁରୁଷ ମାନଙ୍କ ର ଶବ ଦାହ କରାଯାଇ ଅଛି। ଏହା ଗାଁ ର ଜମି ଅଟେ ସରକାର ଙ୍କ ଏମିତି ନିଷ୍ପତି ରେ ସୁର ରାଉତରାୟ କ୍ଷୁବ୍ଧ ହୋଇ ଏକ ପ୍ରକାର ଜିଦି ରେ ଜେଡିବି ସାମ୍ନା ରେ ବସି ଅଛନ୍ତି । ସେମାନଙ୍କ ସହିତ ଆହୁରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ତାଙ୍କ ସହିତ ଏହି କାର୍ଯ୍ୟ ରେ ସାଥ ଦେଇଛନ୍ତି ।

ତେବେ ସୁର ରାଉତରାୟ ଙ୍କ ଏହି ପଦକ୍ଷେପ ପରେ ସେଠାରେ କାର୍ଯ୍ୟ ହୋଇ ପାରି ନାହିଁ । ଏହା ସହିତ ସରକାର ଙ୍କ ର ମଧ୍ୟ ଏହି ପ୍ରସଙ୍ଗ ରେ କିଛି ପ୍ରତିକ୍ରିୟା ଆସି ନାହିଁ । ତେବେ ଯଦି ସୁର ରାଉତରାୟ ଙ୍କ ବିଷୟ ରେ କହିବା ତେବେ ସେ ଏହା ପୂର୍ବରୁ ଅନେକ ଥର ମିଡ଼ିଆ ସାମ୍ନା କୁ ଆସି ସାରିଛନ୍ତି ଓ ନିଜର ମନ୍ତବ୍ୟ ସେ ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।