ଯଦି ଅଧିକ ଧାତୁ ନଷ୍ଟ କରି ପତଳା ହୋଇଯାଇଛି, ଆଜି ହିଁ କରନ୍ତୁ ଏହି କାମ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା ଶୁଦ୍ଧ ଧାତୁ କୁ କିପରି ଫେରି ପାଇବେ ।ଜୀବନ ରେ ଶୁଦ୍ଧ ଧାତୁ ପାଇବା ପାଇଁ ମେଡ଼ିସିନ୍ ଖାଇବା ନିହାତି ଆବଶ୍ୟକ । ତେବେ ମେଡ଼ିସିନ୍ ଖାଇବା ସହିତ ଅଧିକ ସମୟ ଜାଏ ବ୍ରାହ୍ମ ଚାର୍ଯ୍ୟ ମଧ୍ୟ ନେବା ବି ନିହାତି ଆବଶ୍ୟକ ଅଟେ । ବ୍ରହ୍ମଚାରୀ ଲାଇଫ ମେଣ୍ଟେନ୍ କରିବା ନିହାତି ଆବଶ୍ୟକ ।

ଯେତେବେଳେ ଆପଣ ଙ୍କ ଶରୀର ରୁ ଅଧିକ ଧାତୁ କ୍ଷୟ ହୋଇଛି କିମ୍ବା ବିନା କାରଣ ରେ ଖର୍ଚ୍ଚ ହୋଇ ଅଛି ସେତେ ବେଳେ ଆପଣ କଣ ଅନୁଭବ କରି ଅଛନ୍ତି ।

କଣ ଆପଣ ନିଜ କୁ କେୟାର ଫୁଲି କରି ପାରିଛନ୍ତି କି ? କଣ ଆପଣ ନିଜ କାମ ରେ ସତ ପ୍ରତିଶତ ମନ ଲଗାଇ ପାରି ଅଛନ୍ତି କି ? କଣ ଆପଣ ନିଜ କାର୍ଯ୍ୟ ରେ ସତ ପ୍ରତିଶତ ସଫଳ ପାଇ ପାରିଛନ୍ତି କି ? ଆପଣ କେବେ ବି କରି ପାରି ନଥିବେ।

ବ୍ରହ୍ମଚାରୀ ବ୍ୟତୀତ କେହି ବି ନିଜ କାର୍ଯ୍ୟ ରେ ସତ ପ୍ରତିଶତ ସଫଳତା ପ୍ରାପ୍ତି କରି ପାରିବେ ନାହିଁ । ଯଦି ଆପଣ ନିଜ କାମ ରେ ସଫଳତା ପାଇ ଅଛନ୍ତି ତେବେ ଶୁଆ ପରି ଘୋଷି ଘୋସି ପାଇ ଅଛନ୍ତି । ସେ କେବେବି ଦମଦାର ହୋଇ ସଫଳତା ପାଇ ପାରିବେ ନାହିଁ । ତେବେ ଏହା କରିବା ପାଇଁ ଆପଣ କୁ ଛ ମାସ ଲାଗିବ।

ଏହି ଛ ମାସ ରେ ଆପଣ ବୁଝନ୍ତୁ ଯେ ଜୀବନ କଣ ଜୀବନ ରେ ସଞ୍ଜମ ର ମହତ୍ୱ କଣ । ବ୍ରହ୍ମ ଚାର୍ଯ୍ୟ ଆପଣେଇ ନେବା ଦ୍ଵାରା ଆପଣ ଙ୍କୁ କଣ ସୁପର୍ ବେନିଫିଟ ମିଳିବ । ଆପଣ ଙ୍କୁ କେବଳ ଲମ୍ବା ସମୟ ଜାଏ ବ୍ରହ୍ମ ଚର୍ଯ୍ୟା ପାଳନ କରିବାର ଅଛି ।

ଏହା ସହିତ କ୍ଷୀର ବ୍ୟତୀତ ଅଲଗା କିଛି ବି ଆନିମଲ୍ ପ୍ରୋଟିନ ଖାଇବା ଉଚିତ୍ ନୁହେଁ। କାରଣ ଏହି ସବୁ ଖାଦ୍ୟ ଗରମ୍ ହୋଇ ଥାଏ। ଏହି ଖାଦ୍ୟ ଖାଇବା ଦ୍ବାରା ଆପଣ ଙ୍କ ମନ ଉତ୍ତେଜିତ ହୋଇ ଥାଏ । ଏହା ଆପଣ ଙ୍କ ମନ କୁ ଖରାପ୍ କରି ଥାଏ । ଯଦି ଆପଣ ଙ୍କ ମନ ଅଶୁଦ୍ଧ ହୁଏ ତେବେ ଆପଣ ବ୍ରହ୍ମ କୁ ଅଧିକ ଦିନ ପର୍ଯ୍ୟନ୍ତ କେମିତି କଣ୍ଟ୍ରୋଲ ରେ ରଖିବେ। ଆଉ ଯଦି ଆପଣ ବ୍ରହ୍ମ କୁ ଅଧିକ ଦିନ ପର୍ଯ୍ୟନ୍ତ କଣ୍ଟ୍ରୋଲ ରେ ରଖି ପାରୁ ନାହାଁନ୍ତି ତେବେ ସୁଧ ଧାତୁ କିପରି ସୃଷ୍ଟି ହେବା ।

ଆମେ ଜୀବନ ରେ ଯାହା ବି ସବୁ ଖରାପ୍ କାର୍ଯ୍ୟ କରି ଅଛନ୍ତି ସେସବୁ ଖରାପ୍ ସାଙ୍ଗ ମାନଙ୍କ ମେଳ ରେ କରିଛେ । କିଛି କୁସଂସ୍କାର ସମାଜ ଆମକୁ ଦେଇ ଦିଏ ଯେଉଁ ପରିବେଶ ରେ ଯେଉଁ ସମାଜ ରେ ଆମ ସମସ୍ତେ ରହି ଅଛେ । ତେଣୁ ଆମକୁ ନିଜ ଲାଇଫ କୁ ନିଜେ ଗଢି ତୋଳିବା କୁ ପଡି ଥାଏ । ଯେମିତି ଆମକୁ ଜୀବନ ରେ ଶାନ୍ତି ମିଳିବ ।

ସେମିତି ଚିନ୍ତା ଧାରା ନେଇ ଆମକୁ ନିଜ ଜୀବନ କୁ ସଜାଡ଼ିବା ପାଇଁ ପଡ଼ିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।